ମୋଦି, ଯୋଗୀ, ରାହୁଲ ଓ କେଜ୍ରିୱାଲ… ୨୦୨୪ରେ ପ୍ରଧାନମନ୍ତ୍ରୀ ଭାବେ କାହାକୁ ଦେଖିବାକୁ ଚାହାଁନ୍ତି ଲୋକେ ?
ନୂଆଦିଲ୍ଲୀ: ୨୦୨୪ ନିର୍ବାଚନକୁ ଆଉ କିଛି ମାସ ବାକି ଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ବିଜେପି ବିଜୟ ନେଇ ଆଶାବାଦୀ ଅଛି । ସେପଟେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ବି ଦାବି କରୁଛି ୨୪ରେ ଦିଲ୍ଲୀରେ ସରକାର ଗଢ଼ିବେ । ଏଭଳି ସ୍ଥିତିରେ ଜନତା କାହାକୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ…