ମୋବାଇଲରୁ ଲିକ୍ ହେଉଛି କି ବ୍ୟକ୍ତିଗତ ତଥ୍ୟ ? ଏଡ଼ାଇବାକୁ ଆପଣାନ୍ତୁ ଏହି ଉପାୟ
ଓଡ଼ିଶା ସମ୍ବାଦ ବ୍ୟୁରୋ: ବର୍ତ୍ତମାନ ସୂଚନା କ୍ରାନ୍ତିର ସମୟ ଚାଲିଛି। ଏହି ଯୁଗରେ ସୂଚନା ହେଉଛି ସବୁଠାରୁ ବଡ ଅସ୍ତ୍ର। ସେଥିପାଇଁ ଶତ୍ରୁ ବର୍ତ୍ତମାନ ସୂଚନା ବିପ୍ଳବର ଏହି ଅସ୍ତ୍ର ଉପରେ ନଜର ରଖିଛି। କିନ୍ତୁ ଏହି କୌଶଳ ସହିତ ଶତ୍ରୁ କିପରି ଆପଣଙ୍କ ବ୍ୟକ୍ତିଗତ ଜୀବନରେ ପ୍ରବେଶ କରିପାରୁଛି…