ମହିଳା କର୍ମଚାରୀଙ୍କୁ ମିଳିବ ବର୍ଷେ ମାତୃତ୍ୱ ଛୁଟି
ଗ୍ୟାଙ୍ଗଟକ୍: ମାତୃତ୍ୱ ଛୁଟି ନେଇ ସିକ୍କିମ ସରକାରଙ୍କ ବଡ ନିଷ୍ପତ୍ତି। ଏଣିକି ଯେଉଁ ମହିଳା କର୍ମଚାରୀମାନେ ରାଜ୍ୟରେ ମାଆ ହେବେ ସେମାନଙ୍କୁ ବର୍ଷେ ଛୁଟି ଦିଆଯିବ। ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଏହି ଘୋଷଣା କରିଛନ୍ତି। ରାଜ୍ୟ ସରକାର ମାତୃତ୍ୱ ଛୁଟି ୬ ମାସରୁ ବଢାଇ ବର୍ଷେ…