Latest Odisha News

BREAKING NEWS

Yearly Archives

2023

ଓଡିଶାର ପ୍ରଥମ ଆଥଲେଟ ଭାବେ ଏସିଆନ ପାରା ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କଲେ ପ୍ରମୋଦ

ଭୁବନେଶ୍ୱର: ଭାରତର ଷ୍ଟାର ପାରା ବ୍ୟାଡମିଂଟନ ଖେଳାଳି ପ୍ରମୋଦ ଭଗତ ଚୀନର ହାଙ୍ଗଝୋଉରେ ହେବାକୁ ଥିବା ପାରା ଏସିଆନ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ପ୍ରମୋଦ ଓଡିଶାର ପ୍ରଥମ ଆଥଲେଟ ଭାବେ ଏହି ଯୋଗ୍ୟତା ଅର୍ଜନ କରି ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି । ଏସିଆନ ଗେମ୍ସ ଚୀନରେ…

ବିବାହର ୫ ବର୍ଷ ପରେ ଯମଜ ସନ୍ତାନର ମା’ ହେଲେ ପଙ୍ଖୁରୀ ଅୱସ୍ତି

ମୁମ୍ବାଇ: ବିବାହର ୫ ବର୍ଷ ପରେ ଯମଜ ସନ୍ତାନର ମା’ ହେଲେ ଛୋଟପରଦାର ଲୋକପ୍ରିୟ ଅଭିନେତ୍ରୀ ପଙ୍ଖୁରୀ ଅୱସ୍ତି । ଯମଜ ସନ୍ତାନର ମାତାପିତା ହୋଇଥିବାରୁ ଅଭିନେତ୍ରୀ ପଙ୍ଖୁରୀ ଓ ତାଙ୍କ ସ୍ୱାମୀ ଗୌତମ ରୋଡ଼େ ଖୁସି ହେବା ସହ ଉଭୟଙ୍କ ପରିବାରରେ ଆନନ୍ଦ ଦେଖାଦେଇଛି । ଏନେଇ ଅଭିନେତ୍ରୀ ନିଜେ ସୋସିଆଲ…

ଆଉ ନାହାନ୍ତି କଣ୍ଠଶିଳ୍ପୀ ସୁରିନ୍ଦର ସିନ୍ଦା

ମୁମ୍ବାଇ: ଆଉ ନାହାନ୍ତି ପ୍ରସିଦ୍ଧ କଣ୍ଠଶିଳ୍ପୀ ସୁରିନ୍ଦର ସିନ୍ଦା । ବୁଧବାର ସକାଳେ ଲୁଧିଆନାର ଡିଏମଏଚ ହସ୍ପିଟାଲରେ ୬୪ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଅନେକ ଦିନ ହେବ ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ହାରିଯାଇଛନ୍ତି କଣ୍ଠଶିଳ୍ପୀ ସୁରିନ୍ଦର । ତାଙ୍କ ମୃତ୍ୟୁକୁ ନେଇ ପଞ୍ଜାବୀ…

୬ ବର୍ଷର ପିଲା ପ୍ରସ୍ତୁତ କଲା ନିଜ ପାଇଁ ଟାଇମ୍ ଟେବୁଲ: ଦେଖିଲେ ହସି ହସି ଗଡ଼ିଯିବେ

ଆଜିକାଲି ସବୁକିଛି ପରି ପିଲାମାନଙ୍କର ଶିକ୍ଷାକୁ ନେଇ ଅନେକ ପରିବର୍ତ୍ତନ ଆସିଛି । ପୂର୍ବରୁ ପିଲାମାନେ ଘରର ଅନୁଶାସନ ଅନୁସରଣ କରୁଥିଲେ । କିନ୍ତୁ ବର୍ତ୍ତମାନ ସେମାନଙ୍କ ପାଇଁ ଏକ ଉପଯୁକ୍ତ ଟାଇମ୍ ଟେବୁଲ ପ୍ରସ୍ତୁତ କରିବାର ଆବଶ୍ୟକତା ପଡ଼ୁଛି । କେବେକେବେ ବାପାମାଆ ପିଲାମାନଙ୍କ ପାଇଁ ଏହି…

ଏସିଆନ ଗେମ୍ସରେ ଅଂଶଗ୍ରହଣ କରିବ ଭାରତର ୨୩ ବର୍ଷରୁ କମ ଫୁଟବଲ ଟିମ

ନୂଆଦିଲ୍ଲୀ: ଭାରତର ୨୩ ବର୍ଷରୁ କମ ପୁରୁଷ ଏବଂ ମହିଳା ଫୁଟବଲ ଟିମ ଏସିଆନ ଗେମ୍ସରେ ଅଂଶଗ୍ରହଣ କରିବେ । କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଏ ସମ୍ପର୍କରେ ଟୁଇଟ କରି ସୂଚନା ଦେଇଛନ୍ତି । ଭାରତୀୟ ଫୁଟବଲ ଟିମ ଏବେ ୧୮ତମ ସ୍ଥାନରେ ରହିଛି । ଏସିଆଡ ଫର୍ମାଟ ଅନୁସାରେ ୨୩ ବର୍ଷରୁ କମ ଟିମ ସହ ୩ଜଣ…

ରାହୁଲଙ୍କ ପାଦରେ ପାଦ ମିଶାଇବ ବିଜେପି!

ଭୁବନେଶ୍ୱର: ଅନ୍ୟତମ ପ୍ରମୁଖ ଦକ୍ଷିଣ ରାଜ୍ୟ ତାମିଲନାଡୁରେ ବିଜେପି ନିଜର ସ୍ଥିତି ଦୃଢ଼ କରିବାକୁ ବଡ଼ ଯୋଜନା କରିଛି। ଏକମାତ୍ର ଦକ୍ଷିଣ ରାଜ୍ୟ କର୍ଣ୍ଣାଟକରେ ହାରିଯିବା ପରେ ଏବେ ଦକ୍ଷିଣରେ ନିଜର ସ୍ଥିତିକୁ ଜାହିର କରିବାକୁ ଦଳ ଯୋଜନା କରୁଛି। ସେଥିପାଇଁ ତାମିଲନାଡୁରେ ଦଳ ରାଜ୍ୟବ୍ୟାପୀ…

ଏନଡିଏର ତିନି ଶକ୍ତିଶାଳୀ ଦଳ ଇଡି, ସିବିଆଇ, ଆୟକର ବିଭାଗ: ଉଦ୍ଧବ

ମୁମ୍ବାଇ: ଭାରତୀୟ ଜନତା ପାର୍ଟିକୁ କଟାକ୍ଷ କରି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏନଡିଏରେ ତିନି ଶକ୍ତିଶାଳୀ ଦଳ କିଏ ବୋଲି କହିଛନ୍ତି। କଟାକ୍ଷ କରିବାକୁ ଯାଇ ଉଦ୍ଧବ କହିଛନ୍ତି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଆୟକର ବିଭାଗ ଏବଂ ସିବିଆଇ 'କେବଳ ତିନିଟି ଶକ୍ତିଶାଳୀ ଦଳ'…

ବାଇକ୍ ସହ ଅଢେଇ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଅନୁଗୁଳ: ଅନୁଗୁଳ ଅବକାରୀ ବିଭାଗକୁ ସଫଳତା ମିଳିଛି । ଯାଞ୍ଚ ବେଳେ ଜଣେ ବ୍ରାଉନସୁଗାର ବେପାରୀକୁ ଧରିବାରେ ସଫଳ ହୋଇଛି । ତାଳଚେର ସମଲ ଅଞ୍ଚଳରେ ବ୍ୟାପକ ଭାବେ ନିଶା କାରବାର ବଢ଼ି ଚାଲିଥିବା ବେଳେ ଆଜି ବିଜୟ ସାହୁ ନାମକ ଜଣେ ବ୍ରାଉନସୁଗାର ବେପାରୀକୁ ଗିରଫ କରିଛି ତାଳଚେର ଅବକାରୀ ବିଭାଗ ।…

ରାଜସ୍ଥାନରେ ରେଡ଼ ଡାଏରୀ, କଂଗ୍ରେସକୁ ଖସାଇବ, ମୋଦିଙ୍କୁ ହସାଇବ!

ଭୁବନେଶ୍ୱର: ଗେହଲଟ ସରକାରରୁ ବହିସ୍କୃତ ମନ୍ତ୍ରୀ ରାଜେନ୍ଦ୍ର ଗୁଢ଼ାଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି। ଗୁଢାଙ୍କ ରେଡ଼ ଡାଏରୀକୁ ନେଇ ରାଜନୀତି ତୀଵ୍ର ହେବାରେ ଲାଗିଛି। ତାଙ୍କୁ ଜେଲକୁ ପଠାଇଲେ କିମ୍ବା ଗୁଳି କଲେ ମଧ୍ୟ ରାଜସ୍ଥାନରେ ଗେହଲଟ ସରକାରର ଦୁର୍ନୀତି ବିରୋଧରେ ଆନ୍ଦୋଳନ…

ଆବଶ୍ୟକ ପ୍ରମାଣପତ୍ର ନଥାଇ ଗାଡି ଗଡାଉଥିଲେ ସାବଧାନ, ଆପେ ଆପେ କଟିଯିବ ଚାଲାଣ!

ଭୁବନେଶ୍ୱର: ବାରମ୍ବାର ସଚେତନତା ଓ ବିଭିନ୍ନ ସମୟ ସୀମା ବୃଦ୍ଧି ସତ୍ତ୍ୱେ ଓଡ଼ିଶାରେ ଗାଡ଼ି ଚାଳକ ଓ ଅନ୍ୟ ଗାଡ଼ି ମାଲିକମାନେ ଟ୍ରାଫିକ୍ ନିୟମ ପାଳନ କ୍ଷେତ୍ରରେ ଅସାବଧାନତା ଅବଲମ୍ବନ କରୁଥିବା ପରି ମନେ ହେଉଛି। ବିଭିନ୍ନ ସରକାରୀ ତଥ୍ୟକୁ ବିଶ୍ଳେଷଣ କଲେ ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି।…