ଜାହ୍ନବୀଙ୍କ କାନ କାମୁଡ଼ି ଟ୍ରୋଲ ହେଲେ ବରୁଣ
ମୁମ୍ବାଇ: ବଲିଉଡ ଅଭିନେତା ବରୁଣ ଧୱନ ଏବେ ଚର୍ଚ୍ଚାରେ । ସେ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ କାନ କାମୁଡ଼ୁଥିବାର ଏକ ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଛି । ତାଙ୍କର ଏହି ଫଟୋକୁ ନେଇ ତାଙ୍କୁ ଟ୍ରୋଲର ସାମ୍ନା କରିବାକୁ ପଡ଼ିଛି ।
ନିଜର ଅଭିନୟକୁ ନେଇ ବରୁଣ ବଲିଉଡରେ ଏକ…