Latest Odisha News

BREAKING NEWS

Yearly Archives

2023

ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀଙ୍କୁ ସମ୍ମାନିତ କଲା ଆମେରିକା : ଜୁଲାଇ ୧୩ ଚନ୍ଦ୍ରଭାନୁ ଶତପଥୀ ଦିବସ ଭାବେ ଘୋଷଣା

ଭୁବନେଶ୍ୱର: ବିଶ୍ୱବ୍ୟାପୀ ମାନବ ଜୀବନର କଲ୍ୟାଣ ସାଧନା ତଥା ତାଙ୍କର ପ୍ରସିଦ୍ଧ କାବ୍ୟକୃତି ଶ୍ରୀଗୁରୁ ଭାଗବତ ନିମନ୍ତେ ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀଙ୍କୁ ଯୁକ୍ତରାଷ୍ଟ୍ର ଆମେରିକା ସରକାରଙ୍କ ପକ୍ଷରୁ ଏକ ବିରଳ ସମ୍ମାନରେ ସମ୍ମାନିତ କରାଯାଇଛି । ଏକକାଳୀନ ଆମେରିକାର ତିନୋଟି ସ୍ଥାନୀୟ…

ନାଁ ପୁରୁଣା,କାହାଣୀ ନୂଆ : ଉଦଣ୍ଡୀ ସୀତା ନାଁ କୁ ନେଇ ନିର୍ମାଣ ହେଲା ନୂଆ “ଉଦଣ୍ଡୀ ସୀତା”

ଭୁବନେଶ୍ୱର: ପୁରୁଣା ଓଡ଼ିଆ ଫିଲ୍ମ ‘ଉଦଣ୍ଡୀ ସୀତା ' ନାଁ କୁ ନେଇ ନୂଆ କାହାଣୀରେ ନିର୍ମିତ ହେଲା ନୂଆ ଫିଲ୍ମ "ଉଦଣ୍ଡୀ ସୀତା" । ଚାଷୀ ଜୀବନୀ ଓ ସଂଘର୍ଷ ଉପରେ ଏ କାହାଣୀ ଆଧାରିତ । ଚାଷୀ ଆତ୍ମହତ୍ୟା ଓ ରାଜନୀତିର ସମ୍ପର୍କକୁ ବଖାଣିବାର ପ୍ରୟାସ କରିଛି ଏ କାହାଣୀ । ଏହି ଫିଲ୍ମରେ ସୀତା…

ବେଙ୍ଗାଲୁରୁର ଲୋକପ୍ରିୟ ସବୁଜ ରଙ୍ଗର ଜିଲାପି: ଭିଡ଼ିଓ ଭାଇରାଲ

ବେଙ୍ଗାଲୁରୁ: ଆଞ୍ଚଳିକ ଚଳଣି ଅନୁସାରେ ଭାରତର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ପ୍ରକାର ମିଠା ଦେଖିବାକୁ ମିଳିଥାଏ । ସେ ଭିତରୁ ଜିଲାପି ହେଉଛି ଏକ ସ୍ୱତନ୍ତ୍ର ପ୍ରକାରର ମିଠା, ଯାହାକୁ ବିଭିନ୍ନ ରାଜ୍ୟର ଲୋକେ ଖାଇବାକୁ ପସନ୍ଦ କରିଥାନ୍ତି । ତେବେ ଭାରତର ଅଲଗା ଅଲଗା ପ୍ରାନ୍ତରେ ଲୋକେ…

ଦେବଦୂତ ସାଜିଲେ ଇସ୍ରାଏଲର ଡାକ୍ତର: ମେରୁଦଣ୍ଡରୁ ଅଲଗା ହୋଇ ପଡିଥିବା ମୁଣ୍ଡ ଯୋଡିଲେ

ନୂଆଦିଲ୍ଲୀ: ଇସ୍ରାଏଲର ଡାକ୍ତରମାନେ ଜଣେ ପିଲାଙ୍କ ପାଇଁ ଦେବଦୂତ ସାଜିଛନ୍ତି । ସେମାନେ ଏ ଭଳି ଏକ ଅପେରଶନ କରିଛନ୍ତି ଯାହାକି ବିଶ୍ୱାସଯୋଗ୍ୟ ନୁହେଁ । ମେରୁଦଣ୍ଡରୁ ମୁଣ୍ଡ ଅଲଗା ହୋଇ ପଡିଥିଲେ ସେମାନେ ଏହାକୁ ଯୋଡିବାରେ ସଫଳ ହୋଇଛନ୍ତି । ଡେଲିମେଲରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏକ…

ରୋବୋଟିକ ସର୍ଜରୀ କ୍ଷେତ୍ରରେ ଆମ୍ରି ହସ୍ପିଟାଲର ତିଆରି କରିଛି ଏକ ମାଇଲଖୁଣ୍ଟ

ଭୁବନେଶ୍ୱର: ପୂର୍ବାଞ୍ଚଳ ଭାରତ ପାଇଁ ପ୍ରଥମ ପ୍ରକାରର ସଫଳତାରେ ଆମ୍ରି ହସ୍ପିଟାଲ ଭୁବନେଶ୍ୱର ୪ମାସ ମଧ୍ୟରେ ୧୦୦ଟି ରୋବୋଟିକ ଆଣ୍ଠୁ ପ୍ର୍ରତିରୋପଣ କରିବାରେ ସଫଳ ହୋଇ ପାରିଛି । ଆମ୍ରିର କ୍ଲିନିକାଲ ଉତ୍କର୍ଷତା ଓ ବୈଷୟିକ ଉନ୍ନତି, ଅସ୍ଥିଶଲ୍ୟ ଏବଂ ମିଳିତ ପ୍ରତିସ୍ଥାପନ ଏବଂଓଡ଼ିଶାକୁ ଏକ…

ଫିଲ୍ମ ‘ଲଭ୍ ସେକ୍ସ ଔର ଧୋକା-୨’ ରେ ଡ଼େବ୍ୟୁ କରିବେ ଉର୍ଫି ଜାଭେଦ

ମୁମ୍ବାଇ: ନିଜ ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ତଥା ମଡ଼େଲ ଉର୍ଫି ଜାଭେଦ ଏବେ ବଲିଉଡ଼ରେ ଡ଼େବ୍ୟୁ କରିବାକୁ ଯାଉଛନ୍ତି । ଏକତା କପୁରଙ୍କ ଫିଲ୍ମ ‘ଲଭ୍ ସେକ୍ସ ଔର ଧୋକା ୨’ରେ ମୁଖ୍ୟ ଭୂମିକାରେ ନଜର ଆସିବେ ଉର୍ଫି । ଏହାକୁ ନେଇ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ…

ଜାଲ୍ ନୋଟ୍ ବଦଳ ବେଳେ ଭୁବନେଶ୍ୱର ଆରବିଆଇରୁ ଯୁବକ ଗିରଫ

ଭୁବନେଶ୍ୱର: ନକଲି ନୋଟ୍ ବଦଳ ତାହା ପୁଣି ରିଜର୍ଭ ବ୍ୟାଙ୍କରେ । ଏଭଳି ଉଦ୍ୟମ କରି ଗିରଫ ହୋଇଛନ୍ତି ଜଣେ ଯୁବକ । କମିଶନରେଟ ପୋଲିସ ଶୁକ୍ରବାର ଯୁବକ ଜଣଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ଶହେଟି ନକଲି ୫୦୦ ଟଙ୍କିଆ ନୋଟ୍ ଜବତ କରିଛି । ସୂଚନା ଅନୁସାରେ, ଖୋର୍ଦ୍ଧା ଅଞ୍ଚଳର ବିକାଶ…

ଏମିତି ମନ୍ଦିର, ଯେଉଁଠି ଭଲ ବର୍ଷା ପାଇଁ ଗାଁ ଲୋକେ, ଜନପ୍ରତିନିଧି କରନ୍ତି ପୂଜା

ଇନ୍ଦୋର: କୃଷକମାନେ କଠିନ ପରିଶ୍ରମ କରି ଚାଷ କରନ୍ତି । କିନ୍ତୁ ଯଦି ଠିକ୍ ସମୟରେ ବର୍ଷା ନ ହୁଏ ତେବେ ଚାଷୀଙ୍କ କଠିନ ପରିଶ୍ରମ ବୃଥା ହୋଇଥାଏ । ତେବେ ଇନ୍ଦୋରରେ ଏପରି ଏକ ପ୍ରାଚୀନ ମନ୍ଦିର ଅଛି, ଯେଉଁଠି ଭଲ ବର୍ଷା ପାଇଁ ପ୍ରତିବର୍ଷ ଗାଁ ଲୋକ ଓ ଜନ ପ୍ରତିନିଧି କରନ୍ତି ପୂଜାର୍ଚ୍ଚନା ।…

୨୦୧୯ରେ ହାରିଥିବା ଆସନ କେମିତି ଜିତିବେ, ଦଳୀୟ ନେତାଙ୍କୁ ବଂଶଲଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଶୁକ୍ରବାର ଓଡ଼ିଶାର ୧୩ଟି ଲୋକସଭା ନିର୍ବାଚନ ମଣ୍ଡଳୀର ଦଳୀୟ ନେତାଙ୍କ ସହ ଏକ ରୁଦ୍ଧଦ୍ୱାର ବୈଠକ କରିଛନ୍ତି। ଗତ ନିର୍ବାଚନରେ ଦଳ ଏହି ଆସନରେ ପରାଜୟ ବରଣ କରିଥିଲା। ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶା ସମେତ ପୂର୍ବ…

ଅର୍ଥ ବିଭାଗ ପାଇବା ପରେ ଶରଦ ପାଓ୍ବାରଙ୍କ ଘରେ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପୁଣି ହଟଟମଟ। ଶୁକ୍ରବାର ରାଜ୍ୟ କ୍ୟାବିନେଟକୁ ସମ୍ପ୍ରସାରିତ କରାଯାଇଛି ଯେଉଁଥିରେ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଅର୍ଥ ମନ୍ତ୍ରଣାଳୟର ଭାର ଦିଆଯାଇଛି। ଏହି ସମୟରେ ଅଜିତ ପାୱାର ତାଙ୍କ ଦାଦା ତଥା ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଘରେ ପହଞ୍ଚିଛନ୍ତି।…