Latest Odisha News

BREAKING NEWS

Yearly Archives

2023

୯ମ ଥର ପାଇଁ ୱିମ୍ବେଲଡନ ଫାଇନାଲରେ ଜୋକୋଭିଚ

ଲଣ୍ଡନ: ସର୍ବିୟାର ଷ୍ଟାର ଟେନିସ ଖେଳାଳି ନୋଭାକ ଜୋକୋଭିଚ ଚଳିତ ୱିମ୍ବେଲଡନ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି । କ୍ରମାଗତ ୫ଥର ଏବଂ ଓଭରାଲ ୯ମ ଥର ପାଇଁ ସେ ୱିମ୍ବେଲଡନର ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଶୁକ୍ରବାର ଅନୁଷ୍ଠିତ ସେମିଫାଇନାଲରେ ସେ ଇଟାଲୀର ୮ମ ନମ୍ବର…

ପଶ୍ଚିମ ଓଡ଼ିଶାରେ ‘ମୁଖ୍ୟମନ୍ତ୍ରୀ ସଭାଗୃହ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଶ୍ଚିମ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ସଭାଗୃହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ପଶ୍ଚିମ ଓଡ଼ିଶାର ପ୍ରାୟ ୨୦୦୦ଟି କଲ୍ୟାଣ ମଣ୍ଡପ ଓ ସ୍ଥାନୀୟ ସଭାଗୃହ ଗୁଡିକର ନିର୍ମାଣ ହାତକୁ ନିଆଯିବ । ଏଥିପାଇଁ ୨୫ କୋଟି ଟଙ୍କା ବିନିଯୋଗ…

ଟମାଟୋ ଦର କିଲୋ ପିଛା ୩୦୦ ଟଙ୍କା ଛୁଇଁପାରେ: ରିପୋର୍ଟ

ନୂଆଦିଲ୍ଲୀ: ଆସନ୍ତା ସପ୍ତାହକ ମଧ୍ୟରେ ଟମାଟୋ ଦର କିଲୋ ପିଛା ୩୦୦ ଟଙ୍କା ଛୁଇଁପାରେ ବୋଲି କୃଷି ବିଶେଷଜ୍ଞମାନେ କହିଛନ୍ତି। ବର୍ତ୍ତମାନ ଟମାଟୋ ଯୋଗାଣ କେବଳ ଦକ୍ଷିଣ ଏବଂ କିଛି ଉତ୍ତର-ପୂର୍ବ ଅଞ୍ଚଳରୁ କରାଯାଉଛି, କାରଣ ପ୍ରବଳ ବର୍ଷା ଏବଂ ଏକ ଆଗୁଆ ଗ୍ରୀଷ୍ମ ପ୍ରବାହ ସହିତ ଅତ୍ୟଧିକ ପାଗ…

କଳାକାରଙ୍କ ଧର୍ମଘଟ ଯୋଗୁ ସମଗ୍ର ହଲିଉଡ୍ ବନ୍ଦ

ମୁମ୍ବାଇ: ହଲିଉଡ଼ର ହଜାର ହଜାର ଅଭିନେତା ଅଭିନେତ୍ରୀ ଗୁୁରୁବାର ମଧ୍ୟରାତ୍ରିରୁ ଧର୍ମଘଟ ଚଳାଇଛନ୍ତି । ଫଳରେ ସମଗ୍ର ହଲିଉଡ଼ର ଫିଲ୍ମ ଓ ଟେଲିଭିଜନ ଶିଳ୍ପ ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ହଲିଉଡ଼ ପାଇଁ ଲେଖୁଥିବା ଲେଖକମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନ ଚଳାଇଛନ୍ତି । ଏହାର ଚୂଡ଼ାନ୍ତ…

ବଲାଙ୍ଗୀର ନାବାଳିକା ହତ୍ୟା ଘଟଣା, ରହସ୍ୟ ଭେଦ କରିବାକୁ ପୋଲିସକୁ ଭରସା କଣ୍ଢେଇ?

ବଲାଙ୍ଗୀର: ଶେଷାଦ୍ରୀ ନାଗ ହତ୍ୟା ଘଟଣା ବଲାଙ୍ଗୀରବାସୀଙ୍କୁ ସ୍ତବ୍ଧ କରିଦେଇଛି। ନିଖିଳ ନଗର ବସ୍ତି ଅଞ୍ଚଳରେ ଯୁକ୍ତ ଦୁଇ ଛାତ୍ରୀ ହତ୍ୟା ଘଟଣାର ତଦନ୍ତକୁ ଜୋରଦାର କରିଛି ବଲାଙ୍ଗୀର ପୋଲିସ। ଗତ ଗୁରୁବାର ଦିନ ଶେଷାଦ୍ରି ନାଗ ନିଜ ଘର ଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ହୋଇଥିଲା।…

ଅନନ୍ୟ ପରିବାର : ବାପା,ମାଆ ଓ ୭ ପିଲାଙ୍କ ଜନ୍ମଦିନ ଗୋଟିଏ ଦିନରେ, କଲେ ବିଶ୍ୱ ରେକର୍ଡ଼

ପାକିସ୍ତାନ: କେବଳ ଆତଙ୍କବାଦ ଯୋଗୁଁ ପାକିସ୍ତାନର ନାମ ବିଶ୍ୱରେ କୁଖ୍ୟାତ ନୁହେଁ, ଏଠାରେ ରହୁଥିବା ଲୋକମାନେ ମଧ୍ୟ ଅନେକ ସମୟରେ ଏପରି କାର୍ଯ୍ୟ କରନ୍ତି ଯାହା ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଥାଏ । ଆଜିକାଲି ଏକ ପାକିସ୍ତାନୀ ପରିବାର ଚର୍ଚ୍ଚାକୁ ଆସିଛନ୍ତି, ଯିଏ ସ୍ୱତନ୍ତ୍ର ବିଭାଗରେ ବିଶ୍ୱ…

ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ‘ଶ୍ରୀ ବିମଳା ରହସ୍ୟ’ ଗ୍ରନ୍ଥ ଅର୍ପଣ

ଭୁବନେଶ୍ୱର: ଓଡ଼ିଶାର ଶ୍ରୀଜଗନ୍ନାଥ ସଂସ୍କୃତି ଭିତିକ ସଂଗଠନ ନୀଳାଦ୍ରି ଆଧ୍ୟାତ୍ମିକ ଟ୍ରଷ୍ଟ ପକ୍ଷରୁ ଶୁକ୍ରବାର ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକଙ୍କୁ ଟ୍ରଷ୍ଟର ସଭାପତି ଦଇତାପତି ରାମଚନ୍ଦ୍ର ଦାସ ମହାପାତ୍ର, ସମ୍ପାଦକ ଗବେଷକ ଡକ୍ଟର ଭାସ୍କର ମିଶ୍ର , ବଡୁ…

କୃଷି, କୃଷକ ଓ କୌଶଳ ଉଦ୍ୟୋଗର ରୂପରେଖ

ଡ଼ି.ଶୁଭମଙ୍କର କୃଷି ଭିତ୍ତିକ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’  ଉଦ୍ୟୋଗ , ଉଦ୍ୟୋଗୀ ଆଉ ଉଦ୍ୟୋଗୀକରଣ – ଏ ତିନୋଟି ଶବ୍ଦ ଏବେ ବେଶ ଚର୍ଚ୍ଚାରେ ଅଛି । କାରଣ ଏଇ ତିନୋଟି ଶବ୍ଦ ଶୁଣିବାକୁ ସହଜ ଲାଗୁଥାଇପାରେ କିନ୍ତୁ ଏହା ମଣିଷକୁ ସଫଳତାର ଶିଖରରେ ପହଞ୍ଚାଇବା ସହ ନୂଆ କିଛି କରିବାର ଅଦମ୍ୟ…

ଚଳିତ ବର୍ଷର ଜୁନ ମାସଥିଲା ସବୁଠାରୁ ଉତ୍ତପ୍ତ

ନୂଆଦିଲ୍ଲୀ: ଭାରତରେ ଏବେ ବର୍ଷା ବିତ୍ପାତ ଜାରୀ ରହିଛି । ତେବେ ଚଳିତ ବର୍ଷର ଜୁନ ମାସ ଥିଲା ସବୁଠାରୁ ଉତପ୍ତ । ନାସା ଓ ଏନଓଏଏର ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି ଯେ, ୧୭୪ ବର୍ଷ ମଧ୍ୟରେ ୨୦୨୩ ଜୁନ ସବୁଠାରୁ ଉତପ୍ତ ରହି ରେକର୍ଡ କରିଛି । ୧୦ଟି ସର୍ବାଧିକ ଉତପ୍ତ ମାସରେ ଏହା ସାମିଲ…

ଇଂଲଣ୍ଡ ରାଷ୍ଟ୍ରୀୟ ଜ୍ୟୋତିର୍ବିଜ୍ଞାନ ବୈଠକରେ କିଟ୍‍ ଛାତ୍ର ସ୍ନେହାଦୀପ

ଭୁବନେଶ୍ୱର: ଇଂଲଣ୍ଡର ରାଷ୍ଟ୍ରୀୟ ଜ୍ୟୋତିର୍ବିଜ୍ଞାନ ବୈଠକରେ ଜଣେ କିଶୋରଙ୍କ ଉପରେ ସମସ୍ତଙ୍କ ଦୃଷ୍ଟି ରହିଥାଏ । କାରଣ ଏହି ବୈଠକରେ ଅନ୍ୟମାନେ ପ୍ରାୟ ପ୍ରବୀଣ ଓ ବୟସ୍କ ଥିଲେ । ଛାତ୍ର ଜଣକ ନିଜ ପରିଚୟ ଦେଇ କହିଥିଲେ, “ମୁଁ କିଟ୍‍ ବିଶ୍ୱବିଦ୍ୟାଳୟର ଛାତ୍ର ସ୍ନେହାଦୀପ”। ଏତିକିରେ ସମଗ୍ର…