Latest Odisha News

BREAKING NEWS

Yearly Archives

2023

ଭାରତୀୟ କ୍ରିକେଟ ଟିମର ଦକ୍ଷିଣ ଆଫ୍ରିକା ଗସ୍ତ କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ: ଭାରତୀୟ ପୁରୁଷ କ୍ରିକେଟ ଟିମ ଚଳିତ ବର୍ଷ ଶେଷ ଭାଗରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ । ଏହି ଗସ୍ତର କାର୍ଯ୍ୟସୂଚୀ ଶୁକ୍ରବାର ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି । ଟିମ ଇଣ୍ଡିଆ ୩ଟି ଟି୨୦ ମ୍ୟାଚ, ୩ଟି ଦିନିକିଆ ମ୍ୟାଚ ଓ ୨ଟି ଟେଷ୍ଟ ମ୍ୟାଚ ଖେଳିବ । ଡିସେମ୍ବର ୧୦ରୁ ଏହି…

ପାପାରାଜିଙ୍କ ଚପଲ ଉଠାଇ ହୃଦୟ ଜିତିଲେ ଆଲିଆ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ଖୁବ୍ ଚର୍ଚ୍ଚାରେ । ପାପାରାଜିଙ୍କ ଚପଲ ଉଠାଇ ହୃଦୟ ଜିତିଛନ୍ତି ଆଲିଆ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖିବା ପରେ ଅନେକ ପ୍ରଶଂସକ ତାଙ୍କର ପ୍ରଶଂସା କରିଛନ୍ତି । ବଲିଉଡ଼ର ଲୋକପ୍ରିୟ…

ଆଇସିସି ବଢ଼ାଇଲା ରେଭିନ୍ୟୁ ଶେୟାର, ବିସିସିଆଇକୁ ଏଥର ମିଳିବ ବର୍ଷକୁ ୨୦୦୦ କୋଟି ଟଙ୍କା

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ରେଭିନ୍ୟୁ ଶେୟାର ବୃଦ୍ଧି କରିଛି । ପୂର୍ବ ରେଭିନ୍ୟୁ ତୁଳନାରେ ବିସିସିଆଇର ୭୨ ପ୍ରତିଶତ ଶେୟାର ବୃଦ୍ଧି କରାଯାଇଛି । ପୂର୍ବରୁ ବିସିସିଆଇକୁ ୨୨.୪ ପ୍ରତିଶତ ଶେୟାର ମିଳୁଥିବା ବେଳେ ଏଥର ୩୮.୫ ପ୍ରତିଶତ…

ଗୋଲାପୀ ଅଣ୍ଡା ଦେଖି ଲୋକେ ଆଶ୍ଚର୍ଯ୍ୟ

ଆପଣ ଅନେକ ପ୍ରକାରର ଅଣ୍ଡା ଦେଖିଥିବେ ନିଶ୍ଚୟ । କୁକୁଡ଼ା ଅଣ୍ଡା ସବୁଠାରୁ ସାଧାରଣ । ଲୋକମାନେ ମଧ୍ୟ ପ୍ରୋଟିନ୍ ପାଇଁ ଆଗ୍ରହର ସହିତ ଏହି ଅଣ୍ଡାକୁ ଖାଇଥାନ୍ତି । ଏହା ବ୍ୟତୀତ, ଓଟପକ୍ଷୀ ଅଣ୍ଡା ହେଉଛି ଦୁନିଆର ସବୁଠାରୁ ବଡ ଅଣ୍ଡା ହୋଇଥିବା ବେଳେ ହାମିଙ୍ଗବର୍ଡର ଅଣ୍ଡା ଦୁନିଆର ସବୁଠାରୁ ଛୋଟ…

୧୮ରୁ ଅତି ପ୍ରବଳ ବର୍ଷା, ୫ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ୧୬ ତାରିଖ ସୁଦ୍ଧା ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ପ୍ରଭାବରେ ୧୮ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ଆଗାମୀ ୫ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ ।…

ବାପାଙ୍କ ଉପରେ ବର୍ଷୁଛି କୁନିଝିଅ, କହୁଛି-‘ପୁଅମାନେ ଗଢି ଜାଣନ୍ତିନି, କେବଳ ଲଢି ଜାଣନ୍ତି’ ଦେଖନ୍ତୁ ଭିଡିଓ

କାବୁଲ: ପୁରୁଷମାନେ କେବଳ ଧ୍ୱଂସ କରିପାରନ୍ତି । ପୁରୁଷମାନେ କେବଳ ଝଗଡା କରିପାରନ୍ତି । ହେଲେ ମହିଳାମାନେ ନୁହେଁ । ଏ ଉକ୍ତି କୌଣସି ପୁରୁଷ ବିରୋଧୀ ମହିଳାଙ୍କର ସ୍ୱର ନୁହେଁ । ଏ କ୍ଷୋଭ ଗୋଟିଏ କୁନି ଝିଅର । ସେ ପୁଣି ଆଉ କାହା ପ୍ରତି ନୁହେଁ, ନିଜ ବାପାଙ୍କ ପ୍ରତି ତାଙ୍କ ମୁହଁରୁ…

କୁନୋ ଜାତୀୟ ପାର୍କରେ ଆଉ ଏକ ଚୀତାର ମୃତ୍ୟୁ

ଭୋପାଳ: ମଧ୍ୟପ୍ରଦେଶର କୁନୋ ଜାତୀୟ ପାର୍କରେ ଆଉ ଏକ ଚୀତାର ମୃତ୍ୟୁ ଘଟିଛି । ଆଫ୍ରିକାରୁ ଅଣାଯାଇଥିବା ପୁରୁଷ ଚୀତା ସୂରଜର ମୃତ ଶରୀର ଶୁକ୍ରବାର ମିଳିଥିଲା । କୁନୋରେ ୪ ମାସ ମଧ୍ୟରେ ୮ଟି ଚୀତାର ମୃତ୍ୟୁ ଘଟି ସାରିଛି । ଯାହାକି ଏକ ଚିନ୍ତାର ବିଷୟ । ଚଳିତ ସପ୍ତାହରେ ୨ଟି ଚୀତା ମୃତ୍ୟୁବରଣ…

ସଂପ୍ରସାରିତ କ୍ୟାବିନେଟକୁ ମୋହର: ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଅଜିତଙ୍କୁ ମିଳିଲା ଅର୍ଥ ବିଭାଗ

ମୁମ୍ବାଇ: ଅଟକି ରହିଥିବା ମହାରାଷ୍ଟ୍ରର ସଂପ୍ରସାରିତ କ୍ୟାବିନେଟରେ ବାଜିଲା ମୋହର ।  ସଂପ୍ରସାରିତ ହୋଇଛି ମହାରାଷ୍ଟ୍ର କ୍ୟାବିନେଟ  । ଏନସିପି ନେତା ଅଜିତ ପାୱାରଙ୍କୁ ମିଳିଛି  ଅର୍ଥ ମନ୍ତଣାଳୟ  ସହ ଯୋଜନା ବିଭାଗ   । ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଅଜିତଙ୍କ ହାତରେ ଧରେଇ…

ହଜିଗଲା ମାନବିକତା; ଦିବ୍ୟାଙ୍ଗ ଭାଣେଜୀକୁ ଦୁଷ୍କର୍ମ କଲା ମାମୁ

ବାରିପଦା: ସଂପର୍କରେ ଲାଗିଲା କଳଙ୍କର ଛିଟା  ।  ହଜିଗଲା ମାନବିକତା । ଯାହାକୁ ଭରସା କରିଥିଲା ସେ ସାଜିଲା ସୈତାନ ।  ଅସହାୟ ଝିଅର କରୁଣ ଚିତ୍କାର ତା ହୃଦୟକୁ ତରଳାଇ ପାରିଲାନି । ଶେଷରେ ପୁରୁଷର କାମନା ଜ୍ୱାଳାରେ ଜଳିଗଲା ଦିବ୍ୟାଙ୍ଗ ଝିଅଟିର ସବୁକିଛି । ଯାହାକୁ ମାମୁ ବୋଲି ଭାବି ଭରସା…

ଶୂନ୍ୟରେ ଝୁଲି ରହିଛି ଭୂତ ମନ୍ଦିର, ଜାଣନ୍ତୁ ଏହାର ରହସ୍ୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ସମଗ୍ର ବିଶ୍ୱରେ ଭାରତ ଏକ ପ୍ରମୁଖ ଧାର୍ମିକ ସ୍ଥଳ ଭାବରେ ଜଣାଶୁଣା । ଖାସ କରି ହିନ୍ଦୁ କେନ୍ଦ୍ରସ୍ଥଳ ଭାବରେ ଭାରତ ଜଣାଶୁଣା । ଏଠାରେ ଅନେକ ମନ୍ଦିର ଅବସ୍ଥିତ ରହିଛି । ହେଲେ ଏହି ମନ୍ଦିର ସହ ଜଡ଼ିତ ରହିଥିବା ଅନେକ ରହସ୍ୟମୟ କାହାଣୀ ସମ୍ପର୍କରେ ହୁଏତ ଆପଣ ଜାଣିଥିବେ…