ରାସ୍ତାକଡରେ ନବଜାତକୁ ଛାଡି ଦେଇ ପଳାଇଲା ମା’, ଉଦ୍ଧାର କଲା ପୋଲିସ
ଭୁବନେଶ୍ୱର ଜାତୀୟ ରାଜପଥ କଡ଼ରେ ଜଣେ ମହିଳା ଏକ ନବଜାତ ଶିଶୁପୁତ୍ରକୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଚାଇଲ୍ଡ ଲାଇନ୍ ଅଧିକାରୀଙ୍କ ହସ୍ତକ୍ଷେପ ପରେ ଅନ୍ୟ ଜଣେ ମହିଳା ଶିଶୁଟିକୁ ସାଙ୍ଗରେ ନେଇ ଯାଉଥିବା ବେଳେ ସହିଦ ନଗର ଥାନା ପୁଲିସ ଶିଶୁଟିକୁ ଉଦ୍ଧାର କରିଛି।
ସୂଚନା ଅନୁଯାୟୀ,…