Latest Odisha News

BREAKING NEWS

Yearly Archives

2023

 ଅନ୍ଧବିଶ୍ୱାସରୁ ସାଜିଲେ ହତ୍ୟାକାରୀ; ବଡବାପାଙ୍କୁ ହତ୍ୟା କରି ଏବେ ଜେଲରେ ଯୁବକ

ନୂଆପଡା: ଅନ୍ଧବିଶ୍ୱାସ ଆଉ ସନ୍ଦେହର କୁପରିଣତିର ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲାରେ ।  ଗୁଣିଗାରେଡିକୁ ନେଇ ବଡବାପାଙ୍କୁ ସନ୍ଦେହ କଲା । ସନ୍ଦେହ ରାକ୍ଷସ ତାଙ୍କୁ ଏମିତି କବଳିତ କରିଦେଲା ଯେ ସେ ଭୁଲିଗଲେ ରକ୍ତ ସମ୍ପର୍କକୁ, ଭୁଲିଗଲେ ମଣିଷ ପଣିଆକୁ । ଭୁଲିଗଲେ ଏହାର ପରିଣତିକୁ ।…

ଭୁଲ୍ ଅସ୍ତ୍ରୋପଚାର ପାଇଁ ୮୦ ଲକ୍ଷ ଗଣିବେ ୨ ଡାକ୍ତର ଓ ନର୍ସିଂ ହୋମ୍

ଭୁବନେଶ୍ୱର: ଘରୋଇ ନର୍ସିଂ ହୋମ୍ ସହ ୨ ଡାକ୍ତରଙ୍କୁ ୮୦ ଲକ୍ଷ ଟଙ୍କା ଜରିମାନା । ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ଦିବ୍ଯାଙ୍ଗ ହେବା ଓ ଚାକିରି ହରାଇବା ମାମଲାରେ ସମ୍ବଲପୁର ଖାଉଟି ଅଦାଲତ ୮୦ ଲକ୍ଷ ଟଙ୍କା ଜରିମାନା କରିଛନ୍ତି । ସୂଚନା ଅନୁସାରେ, ସମ୍ବଲପୁର ମୋଦିପାରାର ସୁମିତ୍ ଦାଶ…

‘ରାହୁଲ ହେବେ ବର..ବାକି ସମସ୍ତେ ବରଯାତ୍ରୀ…’

ନୂଆଦିଲ୍ଲୀ: ୨୦୨୪ ଲୋକ ନିର୍ବାଚନ ଯେତେ ପାଖେଇ ଆସୁଛି,  ବିଜେପି ବିରୋଧୀ ସେତେ ଅଧିକ ସକ୍ରିୟ ହେବାକୁ ଚେଷ୍ଟା କରୁଛନ୍ତି । କିଛିଦିନ ତଳେ ପାଟନାରେ ବିରୋଧୀ ଦଳ ଏକାଠି ହୋଇ ବିଜେପିକୁ କ୍ଷମତାଚ୍ୟୁତ କରିବା ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ । ବିରୋଧୀଙ୍କ ୨ୟ ମହାବୈଠକ ବେଙ୍ଗାଲୁରରେ…

ଅସହ୍ୟ ହେଲା ବ୍ଲାକମେଲିଂ ସାଙ୍ଗକୁ ପୋଲିସର ଥଟ୍ଟା: ୫୦ ଥର କଇଁଚି ଭୁସି ଆତ୍ମହତ୍ୟା ଉଦ୍ୟମ କଲେ ବ୍ୟକ୍ତି

ଭୁବନେଶ୍ୱର: ଦିନକୁ ଦିନ ବଢୁଛି ସାଇବର  ଅପରାଧ । ସାଇବର ଠକେଇରେ ପଡି କିଏ ଟଙ୍କା ହରାଉଛି ତ କିଏ ଜୀବନ ହାରୁଛି । ଆଉ କେଉଁଠି ନୁହେଁ, ଖୋଦ ରାଜଧାନୀରେ ଅଶ୍ଳୀଳ କଲକୁ ନେଇ ଜଣେ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରିଚନ୍ତି । ସେ ନିଜ ପେଟରେ ୫୦ ଥର କଇଁଚି ଭୁସି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।…

କ୍ରୁ ସଦସ୍ୟଙ୍କୁ ଦୁର୍ବ୍ୟବହାର: ବିମାନରେ ସିଗାରେଟ ଟାଣି ଶୌଚାଳୟ କବାଟ ଭାଙ୍ଗିଲେ ଯାତ୍ରୀ

ନୂଆଦିଲ୍ଲୀ: ଗତ କିଛି ମାସ ମଧ୍ୟରେ ବିମାନରେ ଯାତ୍ରୀଙ୍କ ଦ୍ୱାରା କ୍ରୁ ସଦସ୍ୟଙ୍କ ସହ ଅନେକ ଅସଦାଚରଣ କରୁଥିବା ଘଟଣା ବୃଦ୍ଧି ପାଇଛି। ଏୟାର ଇଣ୍ଡିଆ ବିମାନର ଏବେ ଆଉ ଏକ ମାମଲା ସାମ୍ନାକୁ ଆସିଛି। ଟୋରଣ୍ଟୋରୁ ଦିଲ୍ଲୀକୁ ଆସୁଥିବା ବିମାନରେ କ୍ରୁ ସଦସ୍ୟଙ୍କ ସହ ଯାତ୍ରୀଙ୍କ ଦ୍ୱାରା…

ବାହାନଗା ଟ୍ରେନ୍ ଦୁର୍ଘଟଣା, ଗିରଫ ତିନିଙ୍କ ସହ ୭ ରେଳ କର୍ମଚାରୀ ନିଲମ୍ବିତ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ରେଳବାଇର କାର୍ଯ୍ୟାନୁଷ୍ଠାନ । ଆଜି ବାହାନଗା ଦୁର୍ଘଟଣାସ୍ଥଳ ପରିଦର୍ଶନ ପରେ ଦକ୍ଷିଣ ପୂର୍ବ ରେଳପଥ ଜିଏମ୍ ଅନୀଲ କୁମାର ମିଶ୍ର ୭ ଜଣ ରେଳ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି । ସିବିଆଇ ଗିରଫ କରିଥିବା ୩ କର୍ମଚାରୀଙ୍କ ୭…

ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ନୂଆ ୟୁନିଫର୍ମ ପଛରେ ରହିଛି ରାଜନୈତିକ ଉଦ୍ଦେଶ୍ୟ: ସୂରଜ ସୂର୍ଯ୍ୟବଂଶୀ

ଭଦ୍ରକ: ସ୍କୁଲ ୟୁନିଫର୍ମକୁ ନେଇ ଆରମ୍ଭ ହୋଇ ଯାଇଛି ରାଜନୀତି । ୧୦ ତାରିଖ ରାଜ୍ୟ ସରକାର ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ବଦଳିବା ପାଇଁ ଆଡଭାଇଜରି ଜାରି କରିବା ପରେ ଆଜି ପ୍ରତିବାଦର ସ୍ୱର ଉଠାଇଛି ବିଜେପି । ଟୁଇଟ କରି ବିଜେପି ବିଧାୟକ ସୂରଜ ସୂର୍ଯ୍ୟବଂଶୀ ରାଜ୍ୟ ସରକାରଙ୍କ ଉପରେ…

ବଦଳିବ ରାହୁଲ ଗାନ୍ଧୀଙ୍କ ଆବାସ ଠିକଣା ! ଭଡା ଘରେ ରହିବେ କଂଗ୍ରେସ ନେତା

ନୂଆଦିଲ୍ଲୀ: ଶୀଲା ଦୀକ୍ଷିତଙ୍କ ପୁରୁଣା ଆବାସ ହେବ ରାହୁଲ ଗାନ୍ଧୀଙ୍କ ନୂତନ ଠିକଣା। ଖୁବ ଶୀଘ୍ର ନୂତନ ଘରେ ପ୍ରବେଶ କରିବାକୁ ଯାଉଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସୂଚନାନୁସାରେ, କିଛି ଦିନ ହେବ ରାହୁଲ ଗାନ୍ଧୀ ନିଜ ପାଇଁ ଏକ ନୂତନ ଘର ଖୋଜୁଥିଲେ। କଂଗ୍ରେସ ନେତା ତଥା ଦିଲ୍ଲୀର…

ନୂତନ ଯୁଗରେ ପ୍ରବେଶ କରୁଛି କି ଆମର ପୃଥିବୀ !

ନୂଆଦିଲ୍ଲୀ: ନୂତନ ଯୁଗରେ ପ୍ରବେଶ କରୁଛି କି ଆମ ପୃଥିବୀ । ବୈଜ୍ଞାନିକମାନେ ଏ ନେଇ ଏକ ବଳିଷ୍ଠ ପ୍ରମାଣ ଯୋଗାଇଛନ୍ତି । ଭୂବୈଜ୍ଞାନିକମାନେ ଏପରି ଏକ ସ୍ଥଳ ଖୋଜିଛନ୍ତି ଯାହାକି ଆନ୍ଥ୍ରୋପୋସେନ ନାମକ ପ୍ରସ୍ତାବିତ ଯୁଗକୁ ଦର୍ଶାଉଛି । ପୃଥିବୀ ଇତିହାସର ଅଧିକାରିକ ସମୟରେଖା ବଦଳବା ଦିଗରେ ଏହି…

ବନ ବିଭାଗର ଚଢ଼ଉ: ସଂରକ୍ଷିତ ଜଙ୍ଗଲରୁ ବାରହା ମାଂସ ଜବତ, ଦୁଇ ଗିରଫ

ସୁବର୍ଣ୍ଣପୁର: ଉଲୁଣ୍ଡା ଥାନା ଅନ୍ତର୍ଗତ ସିଂପାଲି ନିକଟ ଚାନ୍ଦିଲି ସଂରକ୍ଷିତ ଜଙ୍ଗଲରୁ ବାରହା ମାଂସ ଜବତ ସହ ଦୁଇ ଜଣ ଗିରଫ ହୋଇଛନ୍ତି। ଅଭିଯୁକ୍ତମାନେ ହେଲେ ସିଂପାଲି ଗାଁର ବିଲସେନ ଟପନୋ ଏବଂ ହାତୀଳିମୁଣ୍ଡା ଗାଁର ନବୀନ ଡୁଙ୍ଗଡୁଙ୍ଗ। ଉକ୍ତ ଜଙ୍ଗଲରେ ବାରହା ମାଂସ କାଟୁଥିବା ବନ ବିଭାଗ…