୬ ବର୍ଷରେ ଆଞ୍ଚଳିକ ଦଳ ମଧ୍ୟରେ ବିଜେଡି ପାଇଛି ସର୍ବାଧିକ ଅନୁଦାନ
ଭୁବନେଶ୍ୱର: ଓଡ଼ିଶାର ଶାସକ ବିଜୁ ଜନତା ଦଳକୁ ୨୦୧୬-୧୭ ଆର୍ଥିକ ବର୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷ ମଧ୍ୟରେ ଇଲେକ୍ଟୋରାଲ ବଣ୍ଡରୁ ସର୍ବାଧିକ ଅନୁଦାନ ମିଳିଛି ବୋଲି ଆସୋସିଏସନ୍ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍) ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି।
ରିପୋର୍ଟରୁ ଜାଣିବାକୁ…