Latest Odisha News

BREAKING NEWS

Yearly Archives

2023

ନିଜକୁ ଡ଼ାହାଣୀ ପରି ସଜ୍ଜେଇଲେ ସୁନ୍ଦରୀ ଯୁବତୀ : ଏବେ ଯିଏ ଦେଖୁଛି, ସିଏ ଡ଼ରୁଛି

ଲଣ୍ଡନ: ସୋସିଆଲ ମିଡ଼ିଆରେ ଆମକୁ ଅନେକ ଅଜବ ଅଜବ ଜିନିଷ ଦେଖିବାକୁ ମିଳିଥାଏ । ଏଇ ଯେମିତି ନିକଟରେ ଜଣେ ମହିଳା ସୋସିଆଲ ମିଡିଆରେ ତାଙ୍କର ଅନେକ ଫଟୋ ସେୟାର କରିଛନ୍ତି । ଏହି ଫଟୋକୁ ଦେଖିବା ପରେ ଅନେକ ତାଙ୍କୁ ଡ଼ାହାଣୀ ବୋଲି କହିଛନ୍ତିି । ଆଉ ଯିଏ ତାଙ୍କୁ ଦେଖୁଛି, ଅନ୍ୟ ଗ୍ରହରୁ ଆସିଥିବା…

ମହାରାଷ୍ଟ୍ର ରାଜନୀତି, ହାତ ଛାଡ଼ିଦେବେ ସାଥୀ, ଏକା ହୋଇଯିବେ ସିନ୍ଦେ!

ଭୁବନେଶ୍ୱର: ମହାରାଷ୍ଟ୍ର ରାଜନୀତିରେ ପ୍ରତି ମୁହୂର୍ତ୍ତରେ କିଛି କିଛି ପରିବର୍ତ୍ତନ ହୋଇଚାଲିଛି। ଆଗକୁ ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଓ ବିଭାଗ ବଣ୍ଟନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମନ୍ତ୍ରୀମଣ୍ଡଳରେ ଅଜିତ ପାୱାର…

ବିରୋଧୀଙ୍କୁ ଧୋକା ଦେବେ ନୀତିଶ !

ଭୁବନେଶ୍ୱର: ବିରୋଧୀ ଏକତା ବୈଠକକୁ କାଉଣ୍ଟର କରିବ ଏନଡିଏ ବୈଠକ। ବିଜେପିକୁ ଶାସନରୁ ହଟାଇବା ପାଇଁ ବିରୋଧୀ ଦଳ ଗୁଡିକ ଏକ ହେଉଛନ୍ତି। ବିରୋଧୀଙ୍କ ପ୍ରଥମ ବୈଠକ ପାଟନାରେ ହୋଇସାରିଥିବା ବେଳେ ଦ୍ଵିତୀୟ ବୈଠକ ଆସନ୍ତା ୧୭ ଓ ୧୮ ତାରିଖରେ ବେଙ୍ଗାଲୁରୁରେ ହେବ। ସେଥିପାଇଁ ବିରୋଧୀ ଦଳ ଗୁଡିକ…

ମନାଲିରେ ବନ୍ୟାଜଳରେ ଫସିଲେ ଅଭିନେତା ରୁସଲାନ: କଲେ ଭିଡିଓ ସେୟାର

ମୁମ୍ବାଇ: ପ୍ରବଳବର୍ଷା ଯୋଗୁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ଲୋକ ଜଳବନ୍ଦୀରେ ରହିଛନ୍ତି । ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ମନାଲିରେ ବନ୍ୟାଜଳରେ ଫସି ରହିଛନ୍ତି ଛୋଟ ପରଦାର ଲୋକପ୍ରିୟ ଅଭିନେତା ରୁସଲାନ ମୁମତାଜ । ସେ…

ଓଟିପି ସ୍କାମ ମାମଲା, ଦେଶରେ ୧୦୦ରୁ ଅଧିକ ଏଜେଣ୍ଟଙ୍କ ସହ ଯୋଗାଯୋଗରେ ଥିଲା ଅଭିଯୁକ୍ତ !

ଭୁବନେଶ୍ୱର: ପୂର୍ବରୁ ଓଡ଼ିଶା ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ୍) ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତ ଅଭିଜିତ ସଞ୍ଜୟ ଜାମ୍ବୁରେଙ୍କ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ସହ ଓଟିପି ସେୟାରିଂର ସମ୍ବେଦନଶୀଳ ମାମଲାରେ ଆହୁରି ଅନେକ ଗୁମର ଫିଟିବାର ସମ୍ଭାବନା ରହିଛି। ଜାତୀୟ ତଦନ୍ତକାରୀ ସଂସ୍ଥା…

ଅଡ଼ୁଆରେ ଡିଏନ୍‌ ଗ୍ରୁପ, ଲୁଚାଛପାରେ କ୍ୟାସ୍ ନେଇ ୯୦ କୋଟି ଟିକସ ଫାଙ୍କିଛି !

ଭୁବନେଶ୍ୱର: ଅଡ଼ୁଆରେ ପଡ଼ିଲା ଡିଏନ୍‌ ଗ୍ରୁପ। ୨୧୦ କୋଟିର ଲୁଚାଛପା କ୍ୟାସ୍‌ ନେଇ ୯୦ କୋଟି ଟିକସ ଫାଙ୍କିଛି ଏହି କମ୍ପାନୀ। ଆୟକର ବିଭାଗକୁ ଏହି ସୂଚନା ମିଳିଛି। ୯୦ କୋଟି ଟିକସ ଫାଙ୍କି ଥିବା ନେଇ ଆୟକର ବିଭାଗକୁ ଏହି ତଥ୍ୟ ମିଳିଥିବା ସୂଚନା ରହିଛି। ଚଢ଼ାଉ ବେଳେ ଜବତ ଦସ୍ତାବିଜରୁ ଆୟକର…

ଆନନ୍ଦ ବଜାରରେ ଲାଗୁନି ଅବଢ଼ା ଦର ତାଲିକା, ମହାପ୍ରସାଦ ଦରକୁ ନେଇ ବଢ଼ୁଛି ମନମାନି

ପୁରୀ: ମହାପ୍ରସାଦକୁ ନେଇ ମନମାନି । କିଏ ଅଧିକା ଦରରେ ବିକୁଛି ତ ଆଉ କିଏ ଶ୍ରଦ୍ଧାଳୁଙ୍କୁ ଦୁର୍ବ୍ୟବହାର କରୁଛି । ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରକୁ ଆସୁଥିବା ପ୍ରତିଟି ଭକ୍ତର ଆଶା ଥାଏ ସେ ଶ୍ରୀଜୀଉଙ୍କ ଦର୍ଶନ ସହ ଆନନ୍ଦ ବଜାରରେ ପାଇବ ମହାପ୍ରସାଦ । ହେଲେ ଦିନକୁ ଦିନ ଆନନ୍ଦ ବଜାରରେ…

ଏମଟିଭି ରୋଡିଜ୍-୧୯: ଗ୍ୟାଙ୍ଗ୍ ଲିଡର୍ସଙ୍କୁ ମିଳିଲା ଦମଦାର ରୋଡିଜ୍, ଆରମ୍ଭ ହେଲା ଖେଳ

ମୁମ୍ବାଇ: ଲୋକପ୍ରିୟ ରିଆଲିଟି ସୋ’ 'ଏମଟିଭି ରୋଡିଜ୍ ୧୯ - କର୍ମ୍‌ ୟା କାଣ୍ଡ୍‌' ଆଜିକାଲି ବହୁ ଚର୍ଚ୍ଚାରେ ରହିଛି। କାରଣ ଗ୍ୟାଙ୍ଗ ଲିଡର୍ସ ଏବଂ ମନୋନୀତ ରୋଡିଜ ଏହି ସୋ’ର ଚର୍ଚ୍ଚାବିନ୍ଦୁ ପାଲଟିଛନ୍ତି। ଟିଭିର ଲୋକପ୍ରିୟ ଷ୍ଟଣ୍ଟ୍ ବେସ୍‌ଡ ରିଆଲିଟି ସୋ 'ଏମଟିଭି ରୋଡିଜ୍ ୧୯ - କର୍ମ୍‌ ୟା…

ଦୁନିଆର ସବୁଠୁ ସୁନ୍ଦର ସାପ, କିନ୍ତୁ ଅତ୍ୟଧିକ ବିଷାକ୍ତ

ସାପ ବିଷାକ୍ତ ହେଉ ବା ନ ହେଉ କିନ୍ତୁ ସାପର ନାଁ ଶୁଣିଲେ ଲୋକେ ଭୟଭୀତ ହୋଇଥାନ୍ତି । ଦୁନିିଆରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ସାପକୁୁ ଘରେ ରଖିବାକୁ ପସନ୍ଦ କରନ୍ତିି । ପାଳିତ କୁକୁର ଏବଂ ବିଲେଇମାନଙ୍କ ପରି ସାପଗୁଡ଼ିକର ଯତ୍ନ ବି ନେଇଥାନ୍ତି । ଆପଣ ବିପଜ୍ଜନକ ସାପ ବିଷୟରେ ଶୁଣିଥିବେ…

୬୪୨ ଶିକ୍ଷକ, ୨୬୦ ଅଣଶିକ୍ଷକ ପଦବୀ ସୃଷ୍ଟି: ୧୦୬ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମିଳିବ ନିଯୁକ୍ତି

ଭୁବନେଶ୍ୱର: ୧୦୬ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ନୂତନ ପଦବୀ ସୃଷ୍ଟି ହୋଇଛି। ରାଜ୍ୟ ସରାକର ମୋଟ ୯୦୨ ଟି ପଦବୀ ସୃଷ୍ଟି କରିଛନ୍ତି। ଏଥିରେ ୬୪୨ଟି ପୋଷ୍ଟ୍ ଗ୍ରାଜୁଏଟ୍ ଟିଚର (ପିଜିଟି) ପଦବୀ ରହିଥିବା ବେଳେ ୨୬୦ଟି ଅଣଶିକ୍ଷକ ପଦ ରହିଛି। ଖୁବ ଶୀଘ୍ର ଏନେଇ ନିଯୁକ୍ତି ପ୍ରକ୍ରିୟା…