Latest Odisha News

BREAKING NEWS

Yearly Archives

2023

ଆସୁଛନ୍ତି ଅମିତ ଶାହା, ଚାଲିଛି ସର୍ଭେ, କଟିବ ଟିକେଟ!

ଭୁବନେଶ୍ୱର: ଛତିଶଗଡ଼ ନିର୍ବାଚନକୁ ଆଉ ମାତ୍ର ଅଳ୍ପ କେତେ ମାସ ବାକି ଅଛି। ରାଜ୍ୟର ରାଜନୈତିକ ସ୍ଥିତିକୁ ଦେଖିଲେ ସେଠାରେ କଂଗ୍ରେସ ଓ ବିଜେପି ମଧ୍ୟରେ ଲଢେଇ ହେବ। କଂଗ୍ରେସ ଶାସନରେ ଥିବାବେଳେ ଶାସନ ବଜାୟ ରଖିବାକୁ ଦଳ ଉଦ୍ୟମ କରୁଛି। ତେଣୁ ଉଭୟ ଦଳ ପ୍ରଚାର ପ୍ରସାରକୁ ଜୋରଦାର କରୁଛନ୍ତି।…

ତେଲେଙ୍ଗାନା ହାତରୁ ଖସିବାକୁ ବସିଲାଣି, ଓଡିଶାକୁ କିଏ ପଚାରେ!

ଭୁବନେଶ୍ୱର: ଓଡ଼ିଶାରେ ଆଉ ବିଆରଏସର ଚର୍ଚ୍ଚା ନାହିଁ। ଆସନ୍ନ ନିର୍ବାଚନକୁ ନେଇ ଦେଶ ଓ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇଥିବା ବେଳେ ବିଆରଏସ ଆଉ ଓଡିଶାରେ ଆଗକୁ ବଢ଼ୁଥିବା ଦେଖାଯାଉ ନାହିଁ। ରାଜ୍ୟରେ ବିରୋଧୀଙ୍କ ସ୍ଥିତିକୁ ଦେଖିଲେ କେସିଆରଙ୍କ ବିଆରଏସ ଓଡ଼ିଶାରେ ଏକ ବଡ଼ ବିକଳ୍ପ ହେବ ବୋଲି…

ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୫ ପ୍ରସ୍ତାବକୁ ମଞ୍ଜୁରୀ, ଗ୍ରାମ୍ୟ ରାସ୍ତା ପାଇଁ ନବୀନଙ୍କ ଟଙ୍କା ବର୍ଷା

ଭୁବନେଶ୍ୱର: ଆଜି ଲୋକସେବା ଭବନରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବିଭିନ୍ନ ବିଭାଗର ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । କ୍ୟାବିନେଟରେ ଦୁର୍ଗମ ଅଞ୍ଚଳରେ ଅସଂଯୋଜିତ…

ହନୀ ସିଂଙ୍କୁ ଗୋଲ୍ଡି ବ୍ରାର ଗ୍ୟାଙ୍ଗର ହତ୍ୟା ଧମକ

ନୂଆଦିଲ୍ଲୀ: ଲୋକପ୍ରିୟ ଗାୟକ ୟୋ ୟୋ ହନୀ ସିଂଙ୍କୁ ମିଳିଛି ହତ୍ୟା ଧମକ । ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବ୍ରାର ଦେଇଛି ଏକ ଧମକ । ହନୀ ସିଂ ଏ ନେଇ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ସିଦ୍ଧୁ ମୁସେୱାଲ ହତ୍ୟାକାଣ୍ଡରେ ଏହି ଗ୍ୟାଙ୍ଗଷ୍ଟାରର ହାତ ଥିବା ସନ୍ଦେହ କରାଯାଉଛି । କାନାଡାରେ ଲୁଚି…

ମାଆଙ୍କ ସହ କଠିନ ଯୋଗ କରନ୍ତି କୁନି ଝିଅ, ସାଉଁଟୁଛନ୍ତି ଲୋକଙ୍କ ପ୍ରଶଂସା

ନ୍ୟୁୟର୍କ: କୁହାଯାଏ ଯେ, ସାଧାରଣତଃ ପିଲାମାନେ ସେମାନଙ୍କ ପିତାମାତାଙ୍କଠାରୁ ଅଧିକାଂଶ ଜିନିଷ ଶିଖିଥାନ୍ତି । ଘରର ଚାଲିଚଣନ ହେଉ ବା ପରମ୍ପରା ସବୁକିଛି ପିଲାମାନେ ଘରୁ ହିଁ ଶିଖିଥାନ୍ତି । ବିଶେଷକରି ମାଆମାନେ ଯାହା କରନ୍ତି ପିଲାମାନେ ତାହାକୁ ଦେଖି ଅଧିକ ଶିଖିଥାନ୍ତି । ଏବେ ଗୋଟେ ଛୋଟ…

ଖେଳ ଖେଳିଲେ କେଜରିୱାଲ !

ଭୁବନେଶ୍ୱର: ପାଟନାରେ ବିରୋଧୀ ଏକତା ବୈଠକ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ ବଡ଼ ରାଜନୈତିକ ଗୋଟି ଚଳାଇଛନ୍ତି। ବିରୋଧୀ ଏକତା ବୈଠକ ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଲ୍ଲୀ ପାଇଁ ଅଣାଯାଇଥିବା ଅଧ୍ୟାଦେଶ ପ୍ରସଙ୍ଗରେ ସବୁ ବିରୋଧୀଙ୍କୁ ଚିଠି ଲେଖିଛନ୍ତି…

ରାମାୟଣ ମନୋରଞ୍ଜନର ମାଧ୍ୟମ ନୁହେଁ: ଏମିତି କହିଲେ ସୀତା

ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ଫିଲ୍ମ ‘ଆଦିପୁରୁଷ’ ଗତ ୧୬ ତାରିଖରେ ରିଲିଜ ହୋଇଯାଇଛି । ରିଲିଜ୍ ହେବା ଦିନଠାରୁ ହିଁ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ଫିଲ୍ମର କାହାଣୀ ଏବଂ ସଂଳାପକୁ ନେଇ ସାରା ଦେଶରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯାଉଛି । ଏମିତି କି ଫିଲ୍ମ ବ୍ୟାନ୍ କରିବାକୁ…

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ହିଂସା, ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କୋଲକାତା: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ହେଉଥିବା ହିଂସାକୁ ଗୁରୁତର ସହ ନେଇଛନ୍ତି କଲିକତା ହାଇକୋର୍ଟ । ବିରୋଧୀ ଦଳ ପକ୍ଷରୁ ପଞ୍ଚାୟତ ନିର୍ବାଚନ ହିଂସା ନେଇ ହାଇକୋର୍ଟରେ ମାମଲା ହୋଇଥିଲା । ଆଜି ସିବିଆଇ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିରୋଧୀ ବିଜେପି, କଂଗ୍ରେସ…

ମଡ଼େଲଙ୍କ ଦୁଃଖଭରା କାହାଣୀ: ଖେଳିବାକୁ କଣ୍ଢେଇଟିଏ ନ ଥିଲା, ଏବେ କୋଟି କୋଟି ଟଙ୍କାର ମାଲିକାଣୀ

ଅଷ୍ଟ୍ରେଲିଆ: କଥାରେ ଅଛି, ଭାଗ୍ୟ କେତେବେଳେ କାହାର ସାଥ୍ ଦେବ କେହି କହିପାରିବେ ନାହିଁ । ଭାଗ୍ୟ କାହାକୁ ଧନୀ କରିଦେଇଥାଏ ତ ଆଉ କାହାକୁ ଗରିବ ମଧ୍ୟ କରିଦିଏ । ଅନେକ ଲୋକଙ୍କ ଜୀବନରେ ଏପରି କାହାଣୀ ଆପଣ ନିଶ୍ଚୟ ଶୁଣିଥିବେ । ଅଷ୍ଟ୍ରେଲିଆରେ ରହୁଥିବା ଜଣେ ମଡ଼େଲଙ୍କ କାହାଣୀ ମଧ୍ୟ ଠିକ୍…

ପାକିସ୍ତାନର ଭେନ୍ୟୁ ପରିବର୍ତନ ଅନୁରୋଧକୁ ଖାରଜ କଲେ ଆଇସିସି, ବିସିସିଆଇ

ନୂଆଦିଲ୍ଲୀ: ୨୦୨୩ ଦିନିକିଆ ବିଶ୍ୱକପ କ୍ରିକେଟ ଭାରତରେ ଆୟୋଜିତ ହେବ । ପାକିସ୍ତାନ ୨ଟି ଲିଗ ମ୍ୟାଚର ଭେନ୍ୟୁ ବଦଳାଇବା ପାଇଁ ଅନୁରୋଧ କରିଥିଲା । ତେବେ ଆଇସିସି ଓ ବିସିସିଆଇ ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି । ଅକ୍ଟୋବର ୨୦ରେ ବାଙ୍ଗାଲୋରରେ ଭାରତ-ଅଷ୍ଟ୍ରେଲିଆ ଓ ୨୩ରେ…