Latest Odisha News

BREAKING NEWS

Yearly Archives

2023

ପତ୍ନୀଙ୍କ ପରକୀୟା ପ୍ରତି ସହିନପାରି ହତ୍ୟା କରିଥିବା ଅଭିଯୋଗ, ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ

କେନ୍ଦୁଝର:  ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ପତ୍ନୀ ମଧୁସ୍ମିତାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଅନା ଗ୍ରାମର ପ୍ରଦୀପ ମଲ୍ଲିକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହ ପ୍ରଦୀପଙ୍କୁ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ…

ମା’କୁ ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେଲା ପୁଅ ନବୀନ

ନବରଙ୍ଗପୁର: ୨୦୨୨ ମସିହା ମାର୍ଚ୍ଚ ମାସରେ ନବରଙ୍ଗପୁର ଦରୁଆବନ୍ଧ ସାହିରେ ଟଙ୍କା ପାଇଁ ମା'କୁ ହତ୍ୟା କରିଥିବା ଅଭିଯୋଗରେ ପୁଅ ନବୀନ ଅମନ୍ତ୍ୟା ନାମକ ଜଣେ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ବୁଧବାର କୋର୍ଟରେ ନବୀନଙ୍କ ପୁଅ ତଥା ମୃତ ମହିଳାଙ୍କ ନାତି ରାଜା ଅମନ୍ତ୍ୟାଙ୍କ ବିରୋଧରେ…

ଅଧିକ ରିଟର୍ଣ୍ଣ ପାଇବା ଆଶାରେ ହରାଇଲେ ୧୪ ଲକ୍ଷ ୫୩ ହଜାର ଟଙ୍କା, ସାଇବର ଥାନାରେ ମାମଲା ପରେ ୪ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଚିନ୍ତାମଣେଶ୍ୱରୀ ଅଞ୍ଚଳର ପ୍ରମୋଦ ସାହୁ ନାମକ ଜଣେ ବ୍ୟକ୍ତି ସାଇବର ଠକେଇର ଶିକାର ହୋଇ ୧୪ ଲକ୍ଷ ୫୩ ହଜାର ଟଙ୍କାର କ୍ଷତି ସହିଛନ୍ତି। ପ୍ରମୋଦ ଏନେଇ ଅଭିଯୋଗ କରିବା ପରେ ସାଇବର ଥାନା ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଏହି ଠକେଇରେ…

୩ ଦିନ ଧରି ଅନୁଷ୍ଠିତ ହେବ ଶୀତଳଷଷ୍ଠୀ ମହୋତ୍ସବ

ଭୁବନେଶ୍ୱର : ସରିଯାଇଛି ବିଶ୍ୱ ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା । କିନ୍ତୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ଶୀତଳ ଷଷ୍ଠୀ ମହୋତ୍ସବ । ଶିବାଂଶୀ ଫାଉଣ୍ଡେସନ ପଶ୍ଚିମ ଓଡ଼ିଶା ବୁଦ୍ଧିଜୀବୀ , ମିଶନ ଶକ୍ତିର ସଦସ୍ୟା ଓ ମହିଳା ଉଦ୍ୟୋଗୀମାନଙ୍କ ମିଳିତ ଆନୁକୂଲ୍ୟରେ ରବୀନ୍ଦ୍ର…

ଆଇପିଏଲ ଫାଇନାଲକୁ ଡିଜିଟାଲରେ ଉପଭୋଗ କଲେ ରେକର୍ଡ ସଂଖ୍ୟକ ଦର୍ଶକ

ଅହମ୍ମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ମ୍ୟାଚକୁ ରେକର୍ଡ ସଂଖ୍ୟକ ଦର୍ଶକ ଡିଜିଟାଲ ପ୍ଲାଟଫର୍ମରେ ଉପଭୋଗ କରିଛନ୍ତି । ରିପୋର୍ଟ ମୁତାବକ ଚେନ୍ନାଇ ସୁପର କିଙ୍ଗସ ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚକୁ ୧୨କୋଟିରୁ ଊର୍ଦ୍ଧ୍ୱ ଦର୍ଶକ ଉପଭୋଗ କରିଛନ୍ତି । ରିଲାଏନ୍ସ…

ବାଲିଗୁଡ଼ାରେ ବାଘ ନୁହେଁ, କ୍ୟାମେରାରେ କଏଦ ହେଲା ପ୍ରକୃତ ଜନ୍ତୁର ଫଟୋ

ବାଲିଗୁଡ଼ା: ଗତ ତିନିଦିନ ଧରି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବଡ଼ଗାଁ କନ୍ୟାଶ୍ରମ ପଛପଟ ଖଡଗ ନଦୀ କୂଳରେ ବାଘ ବୁଲୁଥିବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଖପାଖ ଲୋକେ ଆତଙ୍କିତ ଅବସ୍ଥାରେ ଥିଲେ । ବନଖଣ୍ଡ ଅଧିକାରୀ ବିଶ୍ବରାଜ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ବନାଞ୍ଚଳ ଅଧିକାରୀ ଉଦିତ୍…

ରେସଲରଙ୍କ ଆନ୍ଦୋଳନକୁ ହାଇଜ୍ୟାକ କରୁଛି କିଏ ?

ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିିଜଭୂଷଣ ଶରଣ ସିଂଙ୍କ ବିରୋଧରେ ରେସଲରଙ୍କ ଧାରଣର ଏବେ ସାରା ଭାରତରେ ଚର୍ଚ୍ଚାର କାରଣ ସାଜିଛି । ନ୍ୟାୟ ପାଇଁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନରେ ଏବେ ଧିରେ ଧିରେ ଅନ୍ୟ ହାତକୁ ଚାଲିଯାଉଛି । ତେବେ ରେସଲରଙ୍କ ଏହି ଆନ୍ଦୋଳନକୁ ହାଇଜ୍ୟାକ କରୁଛି କିଏ ? ଏଥିରେ…

ଜୁନ ୮ରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ

ଭୁବନେଶ୍ୱର: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ପ୍ଲସ୍-୨ କଳା ପରୀକ୍ଷା ଫଳ ଜୁନ୍ ୮ ତାରିଖ ସୁଦ୍ଧା ପ୍ରକାଶ ପାଇବ ବୋଲି ବୁଧବାର ପରିଷଦ ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ନାୟକ କହିଛନ୍ତି, ଜୁନ୍ ୮…

ଆକଳନ ଠାରୁ ଅଧିକ ରହିଲା ଅଭିବୃଦ୍ଧି ହାର

ନୂଆଦିଲ୍ଲୀ: ବିଶ୍ୱରେ ପ୍ରତିକୂଳ ପରିସ୍ଥିତି ଲାଗି ରହିଥିବା ବେଳେ ଗତ ଆର୍ଥିକ ବର୍ଷ ତୁଳନାରେ ଭାରତ ଭଲ ପ୍ରଦର୍ଶନ କରିଛି । ବୁଧବାର ସରକାରଙ୍କ ପକ୍ଷରୁ ଜାରି ତଥ୍ୟ ଅନୁସାରେ, ଅଭିବୃଦ୍ଧି ହାର ଆକଳନ ଠାରୁ ଅଧିକ ରହିଛି । ତଥ୍ୟ ଅନୁସାରେ, ମାର୍ଚ୍ଚ ତ୍ରୈମାସିକରେ ଭାରତୀୟ ଅର୍ଥ ବ୍ୟବସ୍ଥା…

ପୁଣି ଜେଜେବାପା ହେଲେ ମୁକେଶ ଅମ୍ବାନୀ

ମୁମ୍ବାଇ: ରିଲାନ୍ସ ଗ୍ରୁଫର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ପୁଣି ଥରେ ଜେଜେବାପା ହୋଇଛନ୍ତି । ପୁଅ ଆକାଶ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ଶ୍ଲୋକା ଦ୍ୱିତୀୟ ଥର ପାଇଁ ପିତାମାତା ହୋଇଛନ୍ତି । ଏଥର ଶ୍ଲୋକା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଉଭୟଙ୍କର ପୂର୍ବରୁ ୨ ବର୍ଷର ଏକ ପୁଅ ମଧ୍ୟ ଅଛି ।…