ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ବାୟୋଗ୍ୟାସ ପ୍ରକଳ୍ପର ଉଦ୍ଘାଟନ
ଭୁବନେଶ୍ଵର: ଭାରତ ସରକାରଙ୍କ ଦ୍ବାରା ପରିଚାଳିତ ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ପୁରାତନ ଛାତ୍ର ସଂସଦର ପ୍ରଚେଷ୍ଟା ଓ ଆର୍ଥିକ ସହାୟତାରେ ବାୟୋଗ୍ୟାସ ପ୍ରକଳ୍ପ ଉଦ୍ଘାଟିତ ହୋଇଯାଇଛି । ଏଥିରେ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ. ପ୍ରକାଶ କୁମାର ଅଗ୍ରୱାଲା ମୁଖ୍ୟ ଅତିଥ୍ ଭାବେ…