ଖଡଗେଙ୍କୁ ପାଲଟା ଜବାବ ଦେଇ ସୋନିଆ ଗାନ୍ଧୀଙ୍କୁ ବିଷ କନ୍ୟା କହିଲେ ବିଜେପି ବିଧାୟକ
ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନ ରାଲିରେ ନେତାମାନଙ୍କର ବିଷୋଦ୍ଗାର ଜାରି ରହିଛି। ଗତକାଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀଙ୍କୁ ବିଷାକ୍ତ ସାପ କହିଥିବା ବେଳେ ଆଜି ବିଜେପି ବିଧାୟକ ଯତନାଲ୍ ସୋନିଆ ଗାନ୍ଧୀଙ୍କୁ ବିଷ କନ୍ୟା କହିଛନ୍ତି। ଯାହାକୁ ନେଇ ପୁଣି ନୂଆ…