ବରିଷ୍ଠ ଜେଡିୟୁ ନେତାଙ୍କୁ ଗୁଳି କରି ହତ୍ୟା
ପାଟନା: ବରିଷ୍ଠ ଜେଡିୟୁ ନେତା କୈଳାଶ ମହତୋଙ୍କୁ ଗୁଳି କରି ହତ୍ୟା। ଗୁରୁବାର ବିଳମ୍ବିତ ରାତିରେ କଟିହାର ପୁଲିସ ଷ୍ଟେସନ୍ ଏରିଆରେ ଜଣେ ଦୁର୍ବୃତ୍ତ ବାଇକ୍ରେ ଆସି ମହତୋଙ୍କୁ ଗୁଳି କରି ଫେରାର୍ ହୋଇଯାଇଛି। ୭୦ ବର୍ଷୀୟ ମହତୋଙ୍କ ପେଟରେ ଓ ମୁଣ୍ଡରେ ଏକାଧିକ ଗୁଳି କରାଯାଇଛି।
ମିଳିଥିବା…