Latest Odisha News

BREAKING NEWS

Yearly Archives

2023

ବିମାନରେ ଯୁବତୀଙ୍କ ଲଗେଜ ଓଜନ ଅଧିକ ହେଲା : ଚାର୍ଜ ନ ଦେଇ ଏମିତି କିଛି କଲେ ଜାଣିଲେ ହସିବେ

ଫିଲିପାଇନ୍ସ: ବିମାନରେ ଯାତ୍ରା କରିବା ସୁବିଧାଜନକ । କମ୍ ସମୟ ମଧ୍ୟରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥାନ୍ତି । ଆପଣ ଟ୍ରେନ୍ କିମ୍ବା ବସ୍‌ରେ ଯେତେ ଜିନିଷ ଚାହଁବେ ନେଇପାରିବେ । କିନ୍ତୁ ବିମାନରେ ଯାତ୍ରା କରିବା ସମୟରେ ଯାତ୍ରୀମାନଙ୍କୁ ସୀମିତ ଓଜନର ଜିନିଷ ନେବାକୁ ପଡ଼ିଥାଏ । ଯଦି କୌଣସି…

ଛତିଶଗଡ଼ରେ ନକ୍ସଲ ଆକ୍ରମଣ ପରେ ଓଡ଼ିଶାର ୩ ଜିଲ୍ଲାରେ ହାଇ ଆଲର୍ଟ

ଭୁବନେଶ୍ୱର: ଛତିଶଗଡ଼ର ଦନ୍ତେୱାଡ଼ାରେ ନକ୍ସଲଙ୍କ ଆକ୍ରମଣରେ ୧୦ ଯବାନଙ୍କ ସହ ଡ୍ରାଇଭର ସହିଦ ହୋଇଛନ୍ତି । ସୀମାନ୍ତରେ ମାଓବାଦୀଙ୍କ ଏତେ ବଡ଼ ହିଂସା ପରେ ଓଡ଼ିଶାର ୩ ଜିଲ୍ଲାରେ ଜାରି ହୋଇଛି ହାଇ ଆଲର୍ଟ । ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ହାଇ ଆଲର୍ଟ ଜାରି ହୋଇଛି । ୩…

ପାଟ ଅଗଣାରେ ପତିତପାବନକୁ ଚାହିଁ ଚାଲିଗଲା ଭକ୍ତଙ୍କ ପ୍ରାଣ

ପୁରୀ:କାଳିଆରେ ..ତୋ ପାଦ ତଳେ ଆଶ୍ରୟ ଟିକିଏ ମିଳୁ.. ତୋ ମୁଖ ଚାହିଁ ଏ ଜୀବନ ଯାଉ...ଚକାଡୋଳାକୁ ଚାହିଁଦେଲେ ଭକ୍ତଟିଏ ବିଭୋର ହୋଇ ଏମିତି ମନାସିଥାଏ । ହେଲେ ଏହାର ପ୍ରତ୍ୟକ୍ଷ ଦୃଶ୍ୟ ଆଜି ଶ୍ରୀମନ୍ଦିରରେ ଦେଖିବାକୁ ମିଳିଥିଲା । ମହାପ୍ରଭୁଙ୍କ ଦର୍ଶନ ହେଲା ଶେଷ ଦର୍ଶନ। ପତିତପାବନକୁ…

ଛତିଶଗଡରେ ନକ୍ସଲ ଆକ୍ରମଣ: ୧୧ ଯବାନ ସହିଦ

ଦନ୍ତେୱାଡା: ଛତିଶଗଡର ଦନ୍ତେୱାଡାରେ ବଡ ଧରଣର ନକ୍ସଲ ଆକ୍ରମଣ ନକ୍ସଲ ଆକ୍ରମଣ । ଆକ୍ରମଣରେ ସହିଦ ହୋଇଛନ୍ତି ୧୧ ଯବାନ  । ୧୧ ସହିଦଙ୍କ ମଧ୍ୟରେ ଅଛନ୍ତି ୧୦ ଡିଆରଜି (ଡିଷ୍ଟ୍ରିକ ରିଜର୍ଭ ଗାର୍ଡ) ଯବାନ ଓ ଜଣେ ଡ୍ରାଇଭର ।  ଦନ୍ତେୱାଡା ଜିଲ୍ଲା ଅରଣପୁରରେ ହୋଇଥିଲା ଭୟଙ୍କର ଆଇଡି ବିସ୍ଫୋରଣ…

ଅରବିନ୍ଦ କେଜ୍ରିୱାଲଙ୍କ ଘର ରିନୋଭେସନ ପାଇଁ ଖର୍ଚ୍ଚ ୪୦ କୋଟି: ଆଟାକିଂ ମୁଡରେ ବିଜେପି-ଆପ୍

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ମେୟର ନିର୍ବାଚନରେ ଆପ ବାଜିମାତ ମାରିଛି । ବିଜେପି ନିର୍ବାଚନରୁ ଓହରି ଯିବାପରେ ଆପ ପ୍ରାର୍ଥୀ ଡା.ଶେଲି ଓବରୟ ପିନ୍ଧିଛନ୍ତି ମେୟର ମୁକୁଟ । ଏପଟେ ଆପ ବିଜୟ ଖୁସି ମନାଉଥିବାବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ବର୍ଷିଛି ବିଜେପି । ମୁଖ୍ୟମନ୍ତ୍ରୀ…

ବନ୍ଧୁକ ମୁନରେ ବ୍ୟାଙ୍କ ପୋଛିନେଲେ ଡକାୟତ

ବାଲେଶ୍ୱର: ବ୍ୟାଙ୍କ ଲୁଟି ନେଲେ ଲୁଟେରା ।  ବନ୍ଧୁକ ମୁନରେ ପୋଛି ନେଇଗଲେ ବ୍ୟାଙ୍କର ଟଙ୍କାସୁନା । ଏମିତି ବଡ ଧରଣର ବ୍ୟାଙ୍କ ଲୁଟ ଆଜି ବାଲେଶ୍ୱର ଜିଲ୍ଲା ଚନ୍ଦନେଶ୍ୱର ସ୍ଥିତ ୟୁନିୟନ ବ୍ୟାଙ୍କରେ ହୋଇଛି  । ଲୁଟେରାମାନେ ଟଙ୍କା ସୁନା ଲୁଟି ପଶ୍ଚିମବଙ୍ଗ ପଳାଇଥିବା ସୂଚନା ମିଳିଛି ।…

ବିଶ୍ୱ ତାପନ ପ୍ରଭାବ, ୭୫ ପ୍ରତିଶତ ଶୁଖି ଗଲାଣି ଏହି ବଡ଼ ନଦୀ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନ ପ୍ରଭାବ ଦେଖିବାକୁ ମିଳିଛି ଇଟାଲୀରେ । ଇଟାଲୀର ସବୁଠୁ ବଡ଼ ନଦୀ କୁହା ଯାଉଥିବା ‘ପୋ’ ନଦୀର ୭୫ ପ୍ରତିଶତ ଶୁଖି ଯାଇଛି । ଗତବର୍ଷ ଠାରୁ ନଦୀରୁ ପାଣି ଶୁଖିବା ଆରମ୍ଭ ହୋଇଥିବା ବେଳେ ଏବେ ୭୫ ପ୍ରତିଶତ ସ୍ଥାନରେ ପାଣି ନାହିଁ । ବୋଲଜାନୋ…

କିଏ ଏହି ମନୋଜ ମୋଦି ? ୧୫୦୦ କୋଟିର ଘର କାହିଁକି ଉପହାରରେ ଦେଲେ ମୁକେଶ ଅମ୍ବାନୀ

ମୁମ୍ବାଇ:ଏସିଆର ଧନୀ ବ୍ୟକ୍ତି ଏବଂ ଦେଶର ସବୁଠାରୁ ବଡ କମ୍ପାନୀ ରିଲାଏନ୍ସର ମାଲକ ମୁକେଶ ଅମ୍ବାନୀ । ରିଲାଏନ୍ସ ର ବ୍ୟବସାୟ ଆକାଶ ଛୁଇଁଛି । ଦେଶରୁ ବିଦେଶ ସବୁଆଡେ ବ୍ୟାପିଛି କାରବାର । ହେଲେ ରିଲାଏନ୍ସର ଗୋଟିଏ ପରେ ଗୋଟିଏ ଡିଲ୍ ବଢିବା ପଛରେ କାମ କରୁଥାଏ ଗୋଟିଏ ମୁଣ୍ଡ । ସେ…

‘ଦୋଛକିରେ ଆଦିବାସୀ ଭାଷା’ ଶୀର୍ଷକରେ ଆୟୋଜିତ ହେଲା କର୍ମଶାଳା

ଭୁବନେଶ୍ବର : ଉତ୍କଳ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଜ୍ଞାନ ବିଭାଗ ଏବଂ ସ୍କୁଲ ଅଫ୍ ଆଦିବାସୀ ଅଧ୍ୟୟନ ଏବଂ ସ୍ୱଦେଶୀ ଅନୁସନ୍ଧାନର ମିଳିତ ଆନୁକୂଲ୍ୟରେ ଆଦିବାସୀ ଭାଷାର ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ପ୍ରଚେଷ୍ଟାରେ 'ଦୋଛକିରେ ଆଦିବାସୀ ଭାଷା: ଭବିଷ୍ୟତ ପାଇଁ ବିକଳ୍ପ' ଶୀର୍ଷକରେ ଏକ…

ଏହି ତାରିଖରୁ ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ଉଡ଼ିବ ବିମାନ

ଭୁବନେଶ୍ୱର: ଦୁବାଇ ପରେ ଖୁବଶୀଘ୍ର ଇଣ୍ଡିଗୋ ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ବିମାନ ସେବା ଯୋଗାଇବ । ଜୁନ୍ ୫ ତାରିଖରୁ ଭୁବନେଶ୍ୱରରୁ ସିଧାସଳଖ ସିଙ୍ଗାପୁର ଓ ବ୍ୟାଙ୍ଗକକୁ ବିମାନ ଉଡ଼ାଣ କରିବ । ମିଳିଥିବା ସୂଚନା ଅନୁସାରେ, ଇଣ୍ଡିଗୋ ବିମାନ ସପ୍ତାହକୁ ଦୁଇ ଥର ଏହି ୨ଟି…