ବିନା ଦୋଷରେ ଡ୍ରଗ୍ସ କେସ୍ରେ ଫସି ବିଦେଶ ଜେଲ୍ରେ ବନ୍ଦୀ ବଲିଉଡ୍ ଅଭିନେତ୍ରୀ; ଷଡଯନ୍ତ୍ରକାରୀ ଗିରଫ
ମୁମ୍ବାଇ: ବିନା ଦୋଷରେ ବିଦେଶ ଜେଲ୍ରେ ଦଣ୍ଡ ଭୋଗୁଛନ୍ତି ବଲିଉଡ୍ ଅଭିନେତ୍ରୀ କ୍ରୀଷନ ପରେରା। ଡ୍ରଗ୍ସ କେସ୍ରେ ତାଙ୍କୁ ଫସାଇ ଦିଆଯାଇଛି। ପରିବାର ଲୋକଙ୍କ ଅଭିଯୋଗ ପରେ ଷଡ଼ଯନ୍ତ୍ରକାରୀଙ୍କୁ ଗିରଫ କରିଛି ମୁମ୍ବାଇ ପୁଲିସ୍। ମୁମ୍ବାଇ ବୋରିବଲିରେ ରହୁଥିବା ଅନ୍ଥୋନୀ ପଲ୍ ଓ ମହାରାଷ୍ଟ୍ର…