ବିଜେଡିକୁ ହିନ୍ଦୁ ବିରୋଧୀ କହିଲା ବିଜେପି, ଶାସକ ଦଳ କହିଲା ହିଂସା ଯେଉଁଠି ବିଜେପି ସେଇଠି
ଭୁବନେଶ୍ୱର: ସମ୍ବଲପୁର ହିଂସାକାଣ୍ଡକୁ ନେଇ ଶାସକ ବିଜୁ ଜନତା ଦଳ ଓ ବିରୋଧୀ ବିଜେପି ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଯାଇଛି। ବିଜେପି ଅଭିଯୋଗ କରିଛି ଯେ, ବିଜେଡିର ହିନ୍ଦୁ ବିରୋଧୀ ମାନସିକତା ରହିଛି ଏବଂ ହିଂସାକାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କୁ ସୁରକ୍ଷା ଦେଉଛି। ବିଜେଡି ଏହି ଅଭିଯୋଗକୁ…