Latest Odisha News

BREAKING NEWS

Yearly Archives

2023

ଲଣ୍ଡନରେ ପ୍ରଥମ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଓଡ଼ିଆ ବ୍ୟବସାୟୀ ଦାନ କଲେ ୨୫୦ କୋଟି

ଲଣ୍ଡନ: ବ୍ରିଟେନରେ ହେବ ପ୍ରଥମ ଜଗନ୍ନାଥ ମନ୍ଦିର । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ମନ୍ଦିର ନିର୍ମାଣ ପାଇଁ ଲଣ୍ଡନରେ ପ୍ରାୟ ୧୫ ଏକର ଜମି ଅଧିଗ୍ରହଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି । ସବୁଠାରୁ ବଡ କଥା ହେଉଛି ଏହି ମନ୍ଦିର ନିର୍ମାଣ ପାଇଁ ଜଣେ ଓଡ଼ିଆ ୨୫ ମିଲିୟନ ଡଲାର…

ବିପରୀତାର୍ଥବୋଧକ ଶବ୍ଦ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଅଗ - ମୂଳ ଅନ୍ଧାର - ଆଲୁଅ ଅସୀମ - ସମୀମ ଅପଚୟ - ଉପଚୟ ଅନୁକୂଳ - ପ୍ରତିକୂଳ ଅମୃତ - ବିଷ ଅଳ୍ପ - ଅଧିକ ଅର୍ଥ - ଅନର୍ଥ ଅସଲ - ନକଲ ଆକାଶ - ପାତାଳ ଆଗମନ - ପ୍ରତ୍ୟାଗମନ ଆରମ୍ଭ - ଶେଷ ଆସ୍ଥା - ଅନାସ୍ଥା ଆବାହନ - ବିସର୍ଜନ ଆବିଳ…

କବିତା : ନୀଳବର୍ଣ୍ଣ ‘ ମୁଁ ‘

ପ୍ରିୟରଞ୍ଜନ ସାହୁ  ମୁଁରେ ଅର୍ଥ ମୁଁରେ ଅନର୍ଥ ଅର୍ଥ ରେ ଭରେ କଦର୍ଥ ଉତ୍ତର ଉର୍ବରେ କରେ ପ୍ରଶ୍ନବାଚୀ ଗର୍ତ୍ତ !! କର୍ମ ଘେନି ଫଳ ଜାଣିବା ସତ୍ତ୍ଵେ କୃତ କର୍ମସବୁ ନିଜ ମର୍ଜି ମତେ ପରିତ୍ରାଣେ ଈଶ ଆସି କି ଲାଭ? ସର୍ବେ ରଖି ଷଡ଼ରିପୁରେ ଲୋଭ ।। ରୂପ ଲାବଣ୍ୟ ତ ନିମିତ୍ତ…

ଭାଷା ଭାଗବତ : ସମୁଦ୍ର ଓ ପାଣି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସମୁଦ୍ର ରଖିନି ହିସାବ କେତେ ଜାହାଜ, କେତେ ନାବ ରହଂତି ସଦା ବୁଡ଼ି, ଭାସି କେବେ ବି ଯାଆଂତିନି ମିଶି ସିଂଧୁକୁ ସର୍ବଦା ଅଜଣା କେତେଟା ନଦୀ ଓ ଝରଣା ତାହା ଭିତରେ ହେଲେ ଲୀନ ବାସ୍ତବ ଅର୍ଥରେ ନିଶ୍ଚିହ୍ନ ତଥ୍ୟର ଆଦାନ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସୁପକାର ସେବା ଓ ସେବକଙ୍କ ବିଷୟରେ ଆମର ଆଲୋଚନା ଜାରି ରହିଛି ।ସୁଆର ମହାସୁଆର ନିଯୋଗର ବିଭିନ୍ନ ସେବକମାନଙ୍କ କଥା ଆମେ ଆଲୋଚନା କରୁଛେ। ଏହି ପରିପ୍ରେକ୍ଷୀରେ ଆଜି…

ଖରାଦିନେ ବ୍ୟବହାର କରନ୍ତୁ ଏହି ସ୍କବ୍ର…..

ଖରାଦିନ ହେଉକି ଶୀତଦିନ ମହିଳାମାନେ ସବୁବେଳେ ସୁନ୍ଦର ଦେଖାଯିବା ପାଇଁ ଚାହିଁଥାଆନ୍ତି । ସେ ବାହାଘର ହେଉକି ପୂଜା ପାର୍ବଣ ସୁନ୍ଦର ଦେଖାଯିବା ପାଇଁ ତ୍ବଚାରେ ବିଭିନ୍ନ ପ୍ରକାରର ବିୟୁଟି ପ୍ରଡକ୍ଟସ ବ୍ୟବହାର କରିଥାନ୍ତି । ଯାହା ଆପଣଙ୍କ ତ୍ବଚା ପାଇଁ ଲାଭ ହେବା ସହିତ କ୍ଷତି ମଧ୍ୟ ହୋଇଥାଏ।…

କୋଚି ୱାଟର ମେଟ୍ରୋର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

କୋଚି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର କେରଳର ତିରୁବନ୍ତପୁରମ ସ୍ଥିତ କେନ୍ଦ୍ରୀୟ ଷ୍ଟାଡିୟମଠାରେ ୩୨୦୦କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପ ଆଜି (୨୫.୪୨୦୨୩) ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପଗୁଡିକ ମଧ୍ୟରେ କୋଚି  ୱାଟର ମେଟ୍ରୋର ଜାତି ଉଦ୍ଦେଶ୍ୟରେ…

ମାନହାନୀ ମାମଲାରେ ଗୁଜରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ରାହୁଲ ଗାନ୍ଧୀ

ସୁରଟ: କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଗୁଜୁରାଟର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଦଣ୍ଡ ଉପରେ ରୋକ୍ ଲଗାଇବାକୁ ହାଇକୋର୍ଟରେ ଆବେଦନ କରିଛନ୍ତି। ଏହାପୂର୍ବରୁ ରାହୁଲ ଗାନ୍ଧୀ ସୁରଟର ତଳ କୋର୍ଟର ରାୟକୁ ଚ୍ଯାଲେଞ୍ଜ…

ଇନଷ୍ଟାଗ୍ରାମରେ ଆପଣଙ୍କର ୧୦୦୦ରୁ ଅଧିକ ଫଲୋଅର୍ସ ଥିଲେ ରୋଜଗାର କରିପାରିବେ!

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମରେ କିପରି ଟଙ୍କା ରୋଜଗାର କରିବେ, ଏହି ପ୍ରଶ୍ନ ଆଜିକାଲି ଟ୍ରେଣ୍ଡ କରୁଛି। ସମସ୍ତେ ସୋସିଆଲ ମିଡିଆରେ ମନୋରଞ୍ଜନ ସହିତ ଟଙ୍କା ରୋଜଗାର କରିବାକୁ ଚେଷ୍ଟା କରନ୍ତି। ୧୦୦୦ ରୁ ୧୨୦୦ ଫଲୋଅର୍ସ ଥିବା ୟୁଜର ମଧ୍ୟ ବର୍ତ୍ତମାନ ଟଙ୍କା ରୋଜଗାର କରିବାକୁ ଚେଷ୍ଟା…

ପଦ ମିଳିବା ପରେ ମୁହଁ ଫୁଲାଇଲେ କଂଗ୍ରେସ ନେତା

ଭୁବନେଶ୍ୱର: ଆସନ୍ତା ୨୦୨୪ ସାଧାରଣ ନିର୍ବାଚନକୁ ଆଖିରେ ରଖି ପିସିସି ନୂଆ କମିଟି ଘୋଷଣା କରିଛି। ନୂଆ କମିଟି ଦେଖିଲେ ସମସ୍ତଙ୍କୁ ସାଙ୍ଗରେ ନେଇଯିବା ପାଇଁ ଏକ ସନ୍ତୁଳନ କମିଟି ତିଆରି ହୋଇଥିଲା ବୋଲି ରାଜନୈତିକ ବିଶେଷଜ୍ଞ ମତ ରଖୁଥିବା ବେଳେ ଦଳରେ କିନ୍ତୁ ଆରମ୍ଭ ହୋଇଛି ମୁହଁଫୁଲାଫୁଲି…