Latest Odisha News

BREAKING NEWS

Yearly Archives

2023

ଝାରସୁଗୁଡ଼ା ଉପନିର୍ବାଚନ, ନଅରୁ ତିନି ଲଢ଼ିବେ!

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନରେ ୯ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ହେବ ଲଢେଇ। ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ପ୍ରାର୍ଥୀଙ୍କ ସମ୍ପର୍କରେ ସ୍ପଷ୍ଟତା ଆସିଛି। ୯ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ଲଢେଇ ପାଇଁ ନିଜ ନିଜର ପ୍ରସ୍ତୁତି ଜୋରଦାର କରିଛନ୍ତି।…

ଆସନ୍ତା ମାସରୁ ବଢ଼ିବ କ୍ଷୀର, ଛେନାର ଦର

କଟକ: ମେ' ୧ରୁ ଛେନା ଓ ପନିର ଦର ବଢ଼ିବ। ମଙ୍ଗଳବାର କଟକ ଜିଲ୍ଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଙ୍ଘ ଏହି ଘୋଷଣା କରିଛି। ଦର ବୃଦ୍ଧି ପରେ ଛେନା କିଲୋ ପିଛା ୨୦ ଟଙ୍କା, ପନିର କିଲୋ ପିଛା ୩୦ ଟଙ୍କା, ଖୁଆ କିଲୋ ପିଛା ୬୦ ଟଙ୍କା  ବଢ଼ିବ। ଏହି ଦର ବ୍ୟବସାୟୀ ମାନେ କିିଣିବା ବେଳେ ଲାଗୁ ହେବ…

ପରମ୍ପରା ଭାଙ୍ଗିଲେ ଶରତ !

ଭୁବନେଶ୍ୱର: ଶରତଙ୍କ ଯୁବ କାର୍ଡ। ପାରମ୍ପରିକ ରାଜନୀତିରୁ ଟିକେ ବାହାରକୁ ଯାଇ ନୂଆ ପିଢିଙ୍କୁ ରାଜନୀତିରେ ଅଧିକ ସୁଯୋଗ ଦେବାକୁ ପିସିସି ସଭାପତି ଶରତ ପଟ୍ଟନାୟକ ଉଦ୍ୟମ କରିଛନ୍ତି। ବିଳମ୍ବରେ ହେଲେ ମଧ୍ୟ ଶରତଙ୍କ ଟିମରେ ଏଭଳି କିଛି ଦେଖିବାକୁ ମିଳିଛି। କଂଗ୍ରେସରେ ବିଶାଳ ଟିମରେ ଯୁବ…

ଜି-୨୦ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା” ପ୍ରଦର୍ଶନୀରେ ସୋଆ ଛାତ୍ରଛାତ୍ରୀଙ୍କ ଷ୍ଟାର୍ଟ ଅପ୍କୁ ପ୍ରଶଂସା

ଭୁବନେଶ୍ୱର: ଆଇଏମଏମ୍‌ଟି ପରିସରରେ ଚାଲିଥିବା ଜି-୨୦ ଶିକ୍ଷା ୱାର୍କିଂ ଗ୍ରୁପ୍ ବୈଠକ ପରିପ୍ରେକ୍ଷୀରେ ଆୟୋଜିତ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା” ପ୍ରଦର୍ଶନୀର ତୃତୀୟ ଦିନ ରେ ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଛାତ୍ରଛାତ୍ରୀଙ୍କ ଷ୍ଟାର୍ଟ ଅପ୍କୁ ବୁଲି ଦେଖିବା ସହ ଉଚ୍ଚ ପ୍ରଶଂସା କରିଛନ୍ତି…

ଛାଡିବେନି ସତ୍ୟପାଲ !

ଭୁବନେଶ୍ୱର: ଜାମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ବିଜେପିକୁ ଟାର୍ଗେଟ କରି ଏବେ ସବୁଆଡେ ଚର୍ଚ୍ଚାରେ। ପୁଲୱାମା ଆକ୍ରମଣ ଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ବିଜେପି ଓ ମୋଦିଙ୍କୁ ଟାର୍ଗେଟ କରି ସତ୍ୟପାଲ ଚର୍ଚ୍ଚାରେ ରହିଛନ୍ତି। ଏପରିକି ମୋଦି ସରକାରର ଅବହେଳା କାରଣରୁ…

ମେ ୫ ଯାଏ ଆଶ୍ୱସ୍ତି, ବୃଦ୍ଧି ପାଇବନି ଦିନର ତାପମାତ୍ରା

ଭୁବନେଶ୍ୱର: ଓଡ଼ିଶାବାସୀଙ୍କୁ ଖରା ତାତିରୁ ମିଳବ ଆଶ୍ୱସ୍ତି । ମେ ୫ ତାରିଖ ପର୍ଯ୍ୟନ୍ତ ବଢ଼ିବନି ଦିନର ତାପମାତ୍ରା । ବଙ୍ଗୋପ ସାଗର ସଂଲଗ୍ନ ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶା ଉପକୂଳରେ ସମୁଦ୍ର ଆଡୁ ଜଳକଣାପୂର୍ଣ୍ଣ ପବନ ପ୍ରବାହିତ ହୋଇଥିବାରୁ ତାପମାତ୍ରା ବୃଦ୍ଧି ପାଇବ ନାହିଁ ବୋଲି ଶିକ୍ଷା ଓ…

ପାରାରାଜୀଙ୍କ ପ୍ରଶ୍ନରେ ରାଗିଗଲେ ପରିଣୀତି: କହିଲେ ଆପଣମାନେ ପାଗଳ ହୋଇଯାଇଛନ୍ତି

ମୁମ୍ବାଇ: କିଛି ଦିନ ହେବ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଏମ୍‌ପି ରାଘବ ଚଢାଙ୍କ ସମ୍ପର୍କ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଗତ କିଛି ଦିନ ମଧ୍ୟରେ ଦୁହେଁ ଏକାଠି ଅନେକ ଥର ନଜର ଆସିଛନ୍ତି, ଯାହା ପରେ ଉଭୟଙ୍କ ବିବାହ ଗୁଜବ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ନିକଟରେ…

ମାର୍ଜିତ ଜୀବନଶୈଳୀ ଅନ୍ତ୍ର ସମସ୍ୟାକୁ ରୋକି ପାରିବ: କିମ୍ସ ବିଶେଷଜ୍ଞ

ଭୁବନେଶ୍ୱର: ତଳିପେଟରେ ଯନ୍ତ୍ରଣା, ପେଟ ଫୁଲିବା, ବାରମ୍ବାର ଝାଡ଼ାରେ ପରିବର୍ତ୍ତନ ହେଉଥିଲେ ସାଧାରଣତଃ ଏହା ଅନ୍ତ୍ର ସମସ୍ୟା (ଇରିଟେବଲ୍‌ ବାଉଲ୍‌ ସିଣ୍ଡ୍ରୋମ୍‌ ବା ଇବିସି) ବୋଲି ଡାକ୍ତରମାନେ କହିଥାନ୍ତି । ଏହି ସମସ୍ୟା କ୍ରମାଗତ ଲାଗି ରହିଲେ ଏହା ଏକ ପୁରାତନ ରୋଗରେ ପରିଣତ ହୋଇଥାଏ।…

ସୁନ୍ଦରୀ ଯୁବତୀ ବେଶରେ ସଜ୍ଜିତ ହେଲେ ଯୁବକ, ଲୋକେ ଦେଖି ଆଶ୍ଚର୍ଯ୍ୟ

ଉଭୟ ପୁରୁଷ ଏବଂ ମହିଳାମାନଙ୍କ ଶାରୀରିକ ଗଠନ ଭିନ୍ନ ଭିନ୍ନ । କିନ୍ତୁ କିଛି ଲୋକ ଏହି ପାର୍ଥକ୍ୟକୁ ହଟାଇବା ପାଇଁ କିଛି ବି କରିପାରନ୍ତି । ଏବେ ଜଣେ ଯୁବକ ନିଜକୁ ଯୁବତୀ ବେଶରେ ସଜ୍ଜେଇ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କର ଫଟୋ ଓ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।…

ରାହୁଲଙ୍କୁ ମାନହାନି ଅଡୁଆ !

ଭୁବନେଶ୍ୱର: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଚାରିଆଡୁ ବିପଦ। ବିଭିନ୍ନ ରାଜ୍ୟର କୋର୍ଟରେ ରାହୁଲଙ୍କ ବିରୋଧରେ ମାନହାନୀ ମାମଲା ଥିବାରୁ ବିଭିନ୍ନ ତାରିଖରେ ସେସବୁର ଶୁଣାଣି ରହୁଛି। ଗୋଟିଏ ପଟେ ସୁରଟ ସେସନ୍ସ କୋର୍ଟ ରାହୁଲଙ୍କ ଆବେଦନ ଖାରଜ କରିବା ପରେ ଦଣ୍ଡାଦେଶ କାୟମ ରହିଛି। ଏଭଳି…