ଭାଷା ଭାଗବତ : ଭାଷାକୁ ଅନାଦର
ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଦୀପାବଳି ହେଲା ଦୀୱାଲି
ଜାଣିନାହିଁ କେବେ କିଭଳି
ଅଜଣା ଶବ୍ଦଟେ ଆସିଲା
ଆମର ଭାଷାରେ ପଶିଲା
ଆପଣା ଶବ୍ଦକୁ ଛାଡ଼ିଲେ
ଅଭିନବ ଶବ୍ଦ ଯୋଡ଼ିଲେ
ନିଜର ଭାଷାକୁ ଆଦର
ହୋଇଗଲା ମନୁ ପାସୋର
ଏତେଟେ ପ୍ରଭାବ ଗ୍ରହଣ
କରିଲେ…