Latest Odisha News

BREAKING NEWS

Yearly Archives

2023

୨୦୨୫ ସୁଦ୍ଧା ୨୦% ବୈଦ୍ୟୁତିକ ଯାନକୁ ଆପଣାଇବା ଲକ୍ଷ୍ୟ, ସବସିଡି ବୃଦ୍ଧି କଲେ ସରକାର

ଭୁବନେଶ୍ୱର: ସୋମବାର ଓଡ଼ିଶା ସରକାର ଇଲେକଟ୍ରିକ୍ ଗାଡ଼ି କିଣିବା ପାଇଁ ସବସିଡି ବଢ଼ାଇବା ନେଇ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ୨୦୨୧ ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଥିବା ଏହି ନୀତିରେ ଉଭୟ…

କପିଲ ଶର୍ମା ଶୋ’କୁ ଫେରିଲେ ‘ସପନା ଦିଦି’

ମୁମ୍ବାଇ: ଛୋଟ ପରଦାର ସବୁଠାରୁ ବେଶୀ ଲୋକପ୍ରିୟ ଶୋ’ ‘ଦି କପିଲ ଶର୍ମା ଶୋ' କିଛି ଦିନ ହେବ ଚର୍ଚ୍ଚାରେ ରହିଆସିଛି । କିଛି ଦିନ ପୂର୍ବରୁ ଏହି ଶୋ ଜୁନ୍ ମାସରେ ବନ୍ଦ ହେବାକୁ ଯାଉଛି ବୋଲି ଆଲୋଚନା ହୋଇଥିଲା । କପିଲ ନିଜେ ଏହି ଗୁଜବ ଉପରେ ସ୍ପଷ୍ଟ କରିଥିଲେ ଯେ ଏପର୍ଯ୍ୟନ୍ତ ଏ ନେଇ କିଛି…

୬ ମାସର ଶିଶୁକୁ ଧରି ମାରାଥନରେ ଦୌଡ଼ିଲେ ମହିଳା : ଲୋକେ କହିଲେ ସୁପରମମ୍

ଚୀନ୍‌: ସାଧାରଣତଃ ଯେତେବେଳେ ଜଣେ ମହିଳା ମାଆ ହୁଅନ୍ତି ସେତେବେଳେ ଡ଼ାକ୍ତର ମାଆ ଓ ଶିଶୁକୁ କିଛି ମାସ ବିଶ୍ରାମ ନେବା ପାଇଁ ପରାମର୍ଶ ଦେଇଥାନ୍ତି । କର୍ମଜୀବୀ ମହିଳାମାନେ ୩ ମାସ କିମ୍ବା ୬ମାସ ପରେ ଶିଶୁକୁ ଛାଡ଼ି କର୍ମକ୍ଷେତ୍ରକୁ ଯିବା ପାଇଁ ବାଧ୍ୟ ହୁଅନ୍ତି । କିନ୍ତୁ ଜଣେ ମହିଳା ୬ ମାସର…

ରାମଚରଣଙ୍କ ପାର୍ଟିରେ ସାମିଲ ହେଲେ ଆଲୁ ଅର୍ଜୁନ, ସାନିଆ ମିର୍ଜା

ମୁମ୍ବାଇ: ସାଉଥ ସୁପରଷ୍ଟାର ରାମଚରଣ ଖୁବ୍‌ଶୀଘ୍ର ବାପା ହେବାକୁ ଯାଉଛନ୍ତି । ଏହି ଖୁସିରେ ସେ ନିଜ ଘରେ ଏକ ପାର୍ଟିର ଆୟୋଜନ କରିଥିଲେ । ଏଥିରେ ସାଉଥର ବହୁ ଅଭିନେତା ଅଭିନେତ୍ରୀଙ୍କ ସହ ପ୍ରଯୋଜକ ଓ ନିର୍ଦ୍ଦେଶକ ସାମିଲ ହୋଇଥିଲେ । ଏହି ପାର୍ଟିରେ ଅଭିନେତା ଆଲୁ ଅର୍ଜୁନ,ଟେନିସ ଖେଳାଳି…

ମହିଳା ପାଣି ବଦଳରେ ପେଟ୍ରୋଲରେ ଧୋଇଲେ କାର

ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାରର ଭିଡିଓ ଦେଖିବାକୁ ମିଳିଥାଏ । ଏମିତି ବି କିଛି ଭିଡ଼ିଓ ଦେଖିବାକୁ ମିଳେ,ଯାହା ଆପଣଙ୍କୁ ହସାଇଥାଏ । ତଥାପି, ବେଳେବେଳେ ଏପରି ଜିନିଷ ମଧ୍ୟ ଦେଖାଯାଏ, ଯାହା ଆମେ କଳ୍ପନା ମଧ୍ୟ କରିପାରିବା ନାହିଁ । ଜଣେ ମହିଳା ନିଜ କାରକୁ ପାଣି ବଦଳରେ…

ଆହୁରି ୧୦ ବର୍ଷ ଭାରତୀୟ ହକିର ପ୍ରାୟୋଜକ ରହିବ ଓଡିଶା

ଭୁବନେଶ୍ୱର: ଓଡିଶା ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଭାରତୀୟ ହକିର ପ୍ରାୟୋଜକ ଦାୟିତ୍ୱ ତୁଲାଇବ । ରାଜ୍ୟ ସରକାର ଏ ନେଇ ସୋମବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରିଛନ୍ତି । ସଫଳତାର ସହ ୨ ଥର ବିଶ୍ୱକପ ଆୟୋଜନ କରିଥିବା ଓଡିଶା ଖଣି ନିଗମ ୨୦୩୩ ପର୍ଯ୍ୟନ୍ତ ଜାତୀୟ ଦଳର ପ୍ରାୟୋଜକ ରହିବ ।…

ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ସଚିନ ଓ ଲାରାଙ୍କ ନାମରେ ନାମିତ ହେଲା ଗେଟ

ସିଡନୀ: ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଜନ୍ମ ଦିବସ ଅବସରରେ ସିଡନୀ କ୍ରିକେଟ ଗ୍ରାଉଣ୍ଡ ସଚିନ ଏବଂ ଲାରାଙ୍କ ନାମରେ ଗେଟକୁ ନାମିତ କରାଯାଇଛି । ଆଜିର ଦିନରେ ଲାରା ତାଙ୍କ କ୍ୟାରିୟରର ୩୦ତମ ଶତକ ହାସଲ କରିଥିଲେ । ଦୁଇଜଣଙ୍କୁ ଏକତ୍ର…

କିଙ୍ଗ୍ ଖାନଙ୍କ ଅଭିନିତ ବିଜ୍ଞାପନର ନିର୍ଦ୍ଦେଶନା ଦେଲେ ପୁଅ ଆର୍ଯ୍ୟନ୍

ମୁମ୍ବାଇ: ବଲିଉଡ଼ର କିଙ୍ଗ୍ ଖାନ୍ ଏବେ ପୁଣି ଚର୍ଚ୍ଚାରେ । ନିକଟରେ ରିଲିଜ୍ ହୋଇଥିବା ‘ପଠାନ୍‌'ର ସଫଳତା ପ୍ରମାଣିତ କରିଛି ଯେ ଆଜି ବି ସାରା ବିଶ୍ୱରେ ଲୋକମାନେ ଶାହରୁଖଙ୍କୁ ବଡ଼ ପରଦାରେ ଦେଖି ଉତ୍ସାହିତ ଅଛନ୍ତି । ଏବେ ତାଙ୍କ ପୁଅ ଆର୍ଯ୍ୟନ୍ ଖାନ୍‌ଙ୍କୁ ନେଇ ସେ ବେଶ୍ ଚର୍ଚ୍ଚାରେ ଅଛନ୍ତି ।…

ରାଜସ୍ଥାନରେ କଂଗ୍ରେସର ବିଜେପି ମଡେଲ !

ଭୁବନେଶ୍ୱର: ରାଜସ୍ଥାନ ରାଜନୀତିକୁ ନେଇ ନୂଆ ଖବର। ନିର୍ବାଚନ ଆସନ୍ନ ଥିବାବେଳେ ମୁଖ୍ୟମନ୍ତ୍ରୀ ଗେହଲଟ ପାଇଲଟ ଲଢେଇ ତୀବ୍ର ରୂପ ନେଉଛି। ଏପରିକି କଂଗ୍ରେସ ନେତା ତଥା ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ବିରୋଧରେ ଯୁଦ୍ଧ୍ଯଂଦେହୀ ଡାକରା ଦେଇଥିବା…

ରେକର୍ଡ ୨୭୮ କୋଟି ଟଙ୍କାରେ ବିକ୍ରି ହେଲା ଜୁମେରା ୱେ ଦ୍ୱୀପର ଖାଲି ପ୍ଲଟ

ଦୁବାଇ: ଦୁବାଇର ଜୁମେରା ୱେ ଦ୍ୱୀପରେ ଏକ ୨୪,୫୦୦ ସ୍କ୍ୱାୟର ଫିଟ ପ୍ଲଟ ରେକର୍ଡ ୨୭୮ କୋଟି ଟଙ୍କାରେ ବିକ୍ରି ହୋଇଛି । ପୂର୍ବରୁ ଲକ୍ସରୀ ଘର, ଫ୍ଲାଟ ଓ ଭିଲ୍ଲାକୁ ଅଧିକ ଦରରେ କିଣା ଯାଉଥିବା ଦେଖାଯାଇଛି । ମାତ୍ର ଖାଲି ପ୍ଲଟକୁ ଏତେ ଦରରେ କିଣିବା ଏକ ରେକର୍ଡ ବୋଲି କୁହାଯାଉଛି । ଦୁବାଇ…