Latest Odisha News

BREAKING NEWS

Yearly Archives

2023

ହଲିଉଡ ଫିଲ୍ମରେ ନଜର ଆସିବେ ବିଗ୍‌ବସ ପ୍ରତିଯୋଗୀ ସୌନ୍ଦର୍ଯ୍ୟା ଶର୍ମା

ମୁମ୍ବାଇ: ହଲିଉଡ ଫିଲ୍ମରେ ନଜର ଆସିବେ ବିଗ୍‌ବସ ସିଜନ ୧୬ରେ ପ୍ରତିଯୋଗୀ ସାଜିଥିବା ସୌନ୍ଦର୍ଯ୍ୟା ଶର୍ମା । ଏହାକୁ ନେଇ ସେ ବହୁତ ଉତ୍ସାହିତ ଅଛନ୍ତି । ବିଗ୍‌ବସ ଘରୁ ବାହାରିବା ପରେ ସୌନ୍ଦର୍ଯ୍ୟାଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି । ବଲିଉଡରେ ଅନେକ ଅଫର ମିଳିବା ପରେ ଏବେ ତାଙ୍କୁ ହଲିଉଡ…

ସାପ ତରକାରୀ ଖାଇଲେ କ’ଣ ହୁଏ ଜାଣନ୍ତୁ; କିପରି ବନାଇବେ ବତାଇଲେ ବୃଦ୍ଧା

ସାପକୁ ଦେଖିଲେ କିଏ ବା ନ ଡ଼ରେ । କିନ୍ତୁ ଆପଣ କେବେ ଦେଖିଛନ୍ତି କି ମଣିଷ ସାପ ଖାଉଛି? ହୁଏତ ଏହା ଦେଖି ନ ଥିବେ । କିନ୍ତୁ ଦୁନିଆର ଅନେକ ଦେଶରେ ସାପରୁ ଖାଦ୍ୟ ପ୍ରସ୍ତୁତ କରାଯାଏ, ଯାହାକୁ ଲୋକମାନେ ବହୁତ ଉତ୍ସାହରେ ଖାଇଥା’ନ୍ତି । ଭିଏତନାମରୁ ଆରମ୍ଭ କରି ଚୀନ୍ ପର୍ଯ୍ୟନ୍ତ ସାପକୁ ଲୋକେ…

ଗ୍ରୀଷ୍ମପ୍ରବାହ ଯୋଗୁଁ କଲବଲ ଓଡ଼ିଶା ! ମୁକାବିଲା ପାଇଁ ପଞ୍ଚାୟତିରାଜ ବିଭାଗ ପ୍ରସ୍ତୁତ ଥିବା କହିଲେ ପ୍ରଦୀପ

ଭୁବନେଶ୍ବର : ରାଜ୍ୟରେ ପ୍ରଚଣ୍ଡ ଖରା ଓ ତାପମାତ୍ରା ବୃଦ୍ଧି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବାବେଳେ ଗ୍ରୀଷ୍ମପ୍ରବାହ ଚିନ୍ତା ବଢାଇଛି। ଏହି ପରିପ୍ରେକ୍ଷୀରେ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଥିବା କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ । ଗ୍ରୀଷ୍ମପ୍ରବାହର…

ସୁଟିଂ ସେଟ୍‌ରେ ଆହତ ହେଲେ ସଞ୍ଜୟ ଦତ୍ତ

ମୁମ୍ବାଇ: ସୁଟିଂ ସେଟ୍‌ରେ ଆହତ ହେଲେ ବଲିଉଡ ସୁପରଷ୍ଟାର ସଞ୍ଜୟ ଦତ୍ତ । ବାଙ୍ଗାଲୋର ନିକଟରେ ତାଙ୍କର କନଡ଼ ଫିଲ୍ମ ସୁଟିଂ ସେଟ୍‌ରେ ଆହତ ହୋଇଥିବା ଜଣାଯାଇଛି । ଏହି ଫିଲ୍ମର ଏକ ବୋମା ବିସ୍ଫୋରଣ ସିନ୍ ସୁଟିଂ ଚାଲିଥିଲା । ଏହି ସମୟରେ ବିସ୍ପୋରଣ ହେବାରୁ ସଞ୍ଜୟଙ୍କ ହାତ, କହୁଣି ଓ ଶରୀରର…

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକାେର୍ଟ: କହିଲେ, ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି ଅଧିଗ୍ରହଣ ବେଆଇନ

ଭୁବନେଶ୍ୱର: ପୁରୀଠାରେ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ମାମଲାରେ ସରକାରଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ଅନ୍ୟପକ୍ଷେ ଓଡ଼ିଶା ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି  ସୁପ୍ରିମକୋର୍ଟ। ଏଥସହ  ବେଦାନ୍ତକୁ ୫ ଲକ୍ଷ ଟଙ୍କା ଜରିମାନା ସହ ରାଜ୍ୟ ସରକାରଙ୍କୁ…

ଗ୍ଳାମରସ୍ ଲୁକ୍‌ରେ ରହିବାକୁ ପସନ୍ଦ କରନ୍ତି ବୃଦ୍ଧା : ଏବେ ତାଙ୍କୁ ଯିଏ ଦେଖୁଛି ସେ ହସୁଛି

ଏମିତି ଏକ ସମୟ ଆସେ ଜଣେ ବ୍ୟକ୍ତି ଦୁନିଆର ଆରାମ, ଆକର୍ଷଣ ଏବଂ ଚମକରୁ ନିଜକୁ ଦୂରେଇ ରଖେ ଏବଂ ଅତି ସରଳ ଜୀବନଯାପନ କରିବାକୁ ପସନ୍ଦ କରେ । ବାର୍ଦ୍ଧକ୍ୟ ଅବସ୍ଥାରେ ପ୍ରାୟ ଲୋକେ ଅଧିକାଂଶ ସମୟ ପୂଜାପାଠରେ ସମୟ ବିତାଇଥା’ନ୍ତି । ତଥାପି, କିଛି ଲୋକ ଅଛନ୍ତି ସେମାନେ କେବେ ନିଜକୁ ବାର୍ଦ୍ଧକ୍ୟ…

ରଥଯାତ୍ରା ପାଇଁ ଉତ୍ତର ଘୁମୁସରରୁ ଆସିଲା କାଠ

ପୁରୀ:ରଥଯାତ୍ରା ପାଇଁ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରୁ ଆସିଲା କାଠ । ପଞ୍ଚମ ପର୍ଯ୍ୟାୟରେ ଏହି ରଥକାଠ ଆସି ଆଜି ପୁରୀରେ ପହଞ୍ଚିଛି । ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ ବନାଞ୍ଚଳର ବାଇବାଲ ଜଙ୍ଗଲରୁ ୨୫ ଖଣ୍ଡ କାଠ ଆସିଥିବା ବେଳେ ସେଥିରେ ୨୦ ଟି ୨୨ ଫୁଟିଆ ଧଉରା ଓ ୫ଟି…

ଅନୁଗୋଳରେ ସେଣ୍ଟ୍ରାଲ ଜିଏସଟି: ଟାଇଲସ ଓ ମାର୍ବଲ ଦୋକାନରେ ୮ ଜଣିଆ ଟିମର ଚଢଉ

ଅନୁଗୋଳ:ଅନୁଗୋଳରେ ସେଣ୍ଟ୍ରାଲ ଜିଏସଟି ଚଢଉ ।  ଅନୁଗୋଳ ତୁରଙ୍ଗ ସ୍ଥିତ ଏକ ଟାଇଲସ ଓ ମାର୍ବଲ ଦୋକାନରେ ସେଣ୍ଟ୍ରାଲ ଜିଏସଟି ଚଢଉ ହୋଇଛି ।   ସନ୍ତୋଷ ଟ୍ରେଡିଂ କମ୍ପାନୀ ନାମକ ଏହି ଟାଇଲସ ସୋରୁମରେ ଜିଏସଟିର ୮ ଜଣିଆ ଟିମର ଚଢ଼ାଉ ଜାରି ରହିଛି । ବିକାଶ ବାଗଡ଼ି ନାମକ ଏହି ଶୋ ରୁମର…

ପୁଣି ମୋଦି ସରନେମ ବିବାଦ; ଏପ୍ରିଲ ୨୫ରେ ପାଟନା କୋର୍ଟରେ ହାଜର ହେବା ପାଇଁ ରାହୁଲଙ୍କୁ ନୋଟିସ

ନୂଆଦିଲ୍ଲୀ: ମୋଦି ସରନେମକୁ ନେଇ ବିବାଦ ରାହୁଲଙ୍କ ପିଛା ଛାଡୁନି । ଏହି ବିବାଦକୁ ନେଇ ପ୍ରଥମେ ସଜା, ପରେ ସଦସ୍ୟତା ରଦ୍ଦ । ଏତେ ସବୁ ପରେ ବି ବିବାଦ ଥମିନି । ଏବେ ପାଟଣା ହାଇକୋର୍ଟ ରାହୁଲଙ୍କୁ ନୋଟିସ ଜାରି କରିଛି । ଏପ୍ରିଲ ୨୫ରେ ରାହୁଲ ପାଟନା କୋର୍ଟରେ ହାଜର ହେବା ପାଇଁ ନୋଟିସ…

ସାଢେ ୨ଟା ସୁଦ୍ଧା ଝାରସୁଗୁଡା ଉତ୍ତପ୍ତ ସହର; ରାଜଧାନୀରେ ୩୯.୪ ଡିଗ୍ରୀ ଛୁଇଁଲା ତାତି

ଭୁବନେଶ୍ୱର: ଆଜି କଲବଲ କରିଛି ଖରା । ସାରା ରାଜ୍ୟ ଆଜି ପ୍ରଚଣ୍ଡ ଗରମ ହାୱାରେ ସୁଝୁଛି ।  ଆଞ୍ଚଳିକ ପାଣିପାଗ ବିଭାଗ ଭବନେଶ୍ୱର ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ, ଅପରାହ୍ନ  ୨ଟା ୩୦ ସୁଦ୍ଧା ଝାରସୁଗୁଡା ଥିଲା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ।  ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ୪୨.୪…