Latest Odisha News

BREAKING NEWS

Yearly Archives

2023

ବିଜେପିର ହେଭିୱେଟ ନେତାଙ୍କୁ ଘାରିଲାଣି ନିର୍ବାଚନ ଜିତିବା ଚିନ୍ତା !

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଆସନ୍ନ ଥିବାବେଳେ ରାଜ୍ୟ ବିଜେପିର ପ୍ରମୁଖ ଚେହେରା ଏବେଠୁ କ୍ଷେତ୍ର ପ୍ରସ୍ତୁତି ଜୋରଦାର କରୁଥିବା ଦେଖିବାକୁ ମିଳିଛି। ବିଶେଷ କରି ରାଜ୍ୟ ବିଜେପିର ତିନି ପ୍ରମୁଖ ଚେହେରା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓ…

ମାଆ ଉପରେ ରାଗି ଆଈକୁ କହିବା ପାଇଁ ୧୧ ବର୍ଷର ବାଳକ ସାଇକେଲରେ ଗଲା ୧୩୦କିମିର ରାସ୍ତା

ବେଜିଂ: ଚୀନରେ ଏ ଭଳି ଏକ ଘଟଣା ଘଟିଛି ଯାହାକି ସହଜରେ ବିଶ୍ୱାସ କରି ହେଉ ନାହିଁ । ଜଣେ ୧୧ ବର୍ଷର ବାଳକ ମାଆ ଉପରେ ରାଗି ଆଈକୁ କହିବା ପାଇଁ ଘରୁ ସାଇକେଲ ଧରି ବାହାରିଥିଲା । ସେ କିଛି ବାଟ ସାଇକେଲ ଚଳାଇବା ପରେ ହାଲିଆ ହୋଇ ଘରକୁ ଫେରି ଆସିବେ ବୋଲି ପରିବାର ଲୋକ ଭାବିଥିଲେ । ମାତ୍ର…

ହାତର ମେହେନ୍ଦୀରେ ବରର ନାଁ ଲେଖିଲେନି କନ୍ୟା: ଏମିତି କିଛି ଲେଖିଲେ ସବୁ ଆଶ୍ଚର୍ଯ୍ୟ

ବିବାହ କେବଳ ରୀତିନୀତିରେ ସୀମିତ ନୁହେଁ । ବରକନ୍ୟା ଏହାକୁ ଜୀବନରେ ସ୍ମରଣୀୟ ରଖିବାକୁ ଚାହାଁନ୍ତି । ସେଥିମଧ୍ୟରୁ ମେହେନ୍ଦୀ ସେରିମୋନି ଅନ୍ୟତମ । ବିବାହ ପୂର୍ବରୁ କନ୍ୟା ନିଜ ହାତରେ ସୁନ୍ଦର ଭାବେ ମେହେନ୍ଦୀ ଲଗାଇବା ସହ ଭାବି ସ୍ୱାମୀର ନାଁ ଲେଖିଥାନ୍ତି । କିନ୍ତୁ ଏମିତି ଜଣେ ଯୁବତୀ ନିଜ…

ଅର୍ଚ୍ଚନା, ନବଙ୍କ ପରେ ନକଲି ସାର୍ଟିଫିକେଟ, ବିରୋଧୀ ଗର୍ଜୁଛନ୍ତି ପୁଣି ଭୁଲିଯାଉଛନ୍ତି !

ଭୁବନେଶ୍ୱର: ଶାସକ ଦଳକୁ ବିରୋଧର ଫଳ କଣ ମିଳେ? ଯେଉଁ ପ୍ରସଙ୍ଗକୁ ନେଇ ବିରୋଧ ହୁଏ ତାର ଫଳାଫଳ ଓ ଲାଭ କଣ ମିଳେ? ବିରୋଧୀଙ୍କ ବିରୋଧ ପରେ ଶାସକ ଦଳକୁ କେତେ କ୍ଷତି ପହଞ୍ଚେ? ପ୍ରମୁଖ ସମ୍ବେଦନଶୀଳ ପ୍ରସଙ୍ଗରେ ଏତେ ହୋହାଲ୍ଲା ଓ ବିରୋଧ କରାଯାଉଥିବା ବେଳେ କିଛି ଦିନ ପରେ ସମ୍ପୃକ୍ତ ପ୍ରସଙ୍ଗକୁ…

ବିଳାସପୂର୍ଣ୍ଣ କାର ଛାଡ଼ି ମେଟ୍ରୋ ଟ୍ରେନରେ ଗଲେ, ଅଟୋରେ ଘରକୁ ଫେରିଲେ ଡ଼୍ରିମ୍‌ଗାର୍ଲ

ନୂଆଦିଲ୍ଲୀ: ବଲିଉଡର ଡ଼୍ରିମ୍‌ଗାର୍ଲ ତଥା ସାଂସଦ ହେମା ମାଳିନୀ ବିଳାସପୂର୍ଣ୍ଣ କାର ଛାଡ଼ି ମୁମ୍ବାଇର ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କରିଛନ୍ତି । କେବଳ ସେତିକି ନୁହେଁ ସେ ଅଟୋରେ ମଧ୍ୟ ଯାତ୍ରା କରୁଥିବାର ନଜର ଆସିଛନ୍ତି । ପରେ ସୋସିଆଲ ମିଡ଼ିଆରେ ନିଜେ ଏହି ଅନୁଭୂତିକୁ ସେୟାର କରିଛନ୍ତି ।…

ବିଜେଡିର ପ୍ରଚାର ଜମିଲାଣି ବିରୋଧୀ ପାଗ ଭିଡୁଛନ୍ତି !

ଭୁବନେଶ୍ୱର: ରାତି ପାହିଲେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ସେପଟେ ଏହା ପୂର୍ବରୁ ବିଧିବଦ୍ଧ ଭାବେ ଜମିଲାଣି ବିଜେଡିର ପ୍ରଚାର। ରାଜ୍ୟ ରାଜନୀତିରେ ସିରିୟସ ପାର୍ଟି କୁହାଯାଉଥିବା ଶାସକ ବିଜେଡି କୌଣସି ସୁଯୋଗକୁ ଛାଡିବାକୁ ଚାହୁଁନି। ତେଣୁ ଅନ୍ୟ…

ଉଷ୍ମ ହେଉଛି ଝାରସୁଗୁଡା ଉପନିର୍ବାଚନ ମାହୋଲ ! ୧୮ରେ ନାମାଙ୍କନ ଭରିବେ ବିଜେଡିର ଦୀପାଳି, ୧୫ରେ କଂଗ୍ରେସର ତରୁଣ

ଝାରସୁଗୁଡା ଉପନିର୍ବାଚନ ପାଇଁ ଦିନ ପାଖଉଥିବା ବେଳେ ଉଷ୍ମ ହେବାରେ ଲାଗିଲାଣି ନିର୍ବାଚନ ମଣ୍ଡଳୀ । ଉପ-ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଲାଣି ଶାସକ ଦଳ। ଏହି କ୍ରମରେ ଆସନ୍ତା ୧୮ରେ ନାମାଙ୍କନ ଭରିବେ ବିଜେଡ଼ି ପ୍ରାର୍ଥୀ ଦୀପାଳି ଦାସ । ଏନେଇ ବୁଧବାର ସୂଚନା ଦେଇଛନ୍ତି…

‘କର୍ଣ୍ଣାଟକ ବିଜେପି’ ରାହୁଲ ଡର ଛାଡିନି, ଏବେ ନିଜ ନେତା ଡ଼ରାଇଲେଣି !

ଭୁବନେଶ୍ୱର: କର୍ଣ୍ଣାଟକରେ ଅଡୁଆରେ ବିଜେପି। ରାହୁଲଙ୍କ ଲୋକପ୍ରିୟତା, କଂଗ୍ରେସର ଲଗାତର ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଆଟାକ ଓ ଏବେ ଖୋଦ ନିଜ ଦଳର ବରିଷ୍ଠ ନେତାମାନେ ବିଜେପି ପାଇଁ କାଳ ସାଜିଛନ୍ତି। ଆଣ୍ଟି ଇନକମ୍ବାନ୍ସି ଫ୍ୟାକଟରକୁ ପ୍ରତିହତ କରିବାକୁ ବହୁ ବିଧାୟକଙ୍କୁ ରିପିଟ ନ କରିବାକୁ…

ସିଡିଏମଓଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ: କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ପୁରୀ : ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଶତାଧିକ କର୍ମଚାରୀମାନେ ଜିଲ୍ଲାପାଳ ସମର୍ଥବର୍ମାଙ୍କୁ ଭେଟି ସି.ଡି.ଏମ.ଓ.ଙ୍କୁ ଦୁର୍ବ୍ୟବହାର କରିଥିବା ବ୍ୟକ୍ତି ଭେକଟର ମିଶ୍ରଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି । ୧୧ ତାରିଖରେ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ…

ରାହୁଲଙ୍କ ‘ସତ୍ୟମେବ ଜୟତେ’

ଭୁବନେଶ୍ୱର: ୱାୟନାଡ଼ରେ ଦମ ଦେଖାଇଲେ ରାହୁଲ। ସଦସ୍ୟ ପଦ ରଦ୍ଦ କରିଦିଆଗଲେ ମଧ୍ୟ ଯେଉଁ ନିର୍ବାଚନମଣ୍ଡଳୀରେ ସେ ପ୍ରତିନିଧିତ୍ୱ କରୁଥିଲେ ସେଠି ତାଙ୍କ ଲୋକପ୍ରିୟତା କେତେ ସେ କଥା ଦେଖାଇଛନ୍ତି ରାହୁଲ। ଏପରିକି ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିରୋଧରେ ୱାୟନାଡ଼ରୁ ସେ ହୁଙ୍କାର ଦେଇଛନ୍ତି।…