Latest Odisha News

BREAKING NEWS

Yearly Archives

2023

ଶିଶୁ ଜିରାଫ୍‌କୁ ଖାଇବାକୁ ଦେବା ସହଜ ନୁହେଁ, ଜାଣନ୍ତୁ କ’ଣ କରିବାକୁ ହୁଏ

ଆମେ ସମସ୍ତେ ପ୍ରାଣୀ ଉଦ୍ୟାନକୁ ବୁଲିବାକୁ ଯାଇଥାନ୍ତି । ସେଠାରେ ଥିବା ପଶୁପକ୍ଷୀମାନେ ଆମ ସମସ୍ତଙ୍କୁ ଆକର୍ଷିତ କରିଥାନ୍ତି । ହେଲେ କେବେ ଭାବିଛନ୍ତି ସେମାନଙ୍କ ଦେଖାଶୁଣା କରିବା କେତେ ବିପଜ୍ଜନକ ହୋଇଥାଏ । ଏବେ ସୋସିଆଲ ମିଡ଼ିଆରେ ପ୍ରାଣୀ ଉଦ୍ୟାନର ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ…

ଇନଷ୍ଟାଗ୍ରାମରେ ଡେବ୍ୟୁ କଲେ ସାଉଥ ସୁପରଷ୍ଟାର ବିଜୟ

ମାଡ୍ରାସ: ସାଉଥ ସୁପରଷ୍ଟାର ଥାଲାପଥି ବିଜୟ ରବିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପଦାର୍ପଣ କରିଛନ୍ତି । ପ୍ରଶଂସକମାନେ ଏଥିନେଇ ବେଶ ଖୁସି ଅଛନ୍ତି । ଏପରିକି ଦିନକ ମଧ୍ୟରେ ତାଙ୍କ ଫଲୋର୍ସଙ୍କ ସଂଖ୍ୟା ୨ଲକ୍ଷରୁ ଊର୍ଦ୍ଧ୍ୱ ହୋଇ ସାରିଛି । ପ୍ରତ୍ୟେକ ଘଂଟାରେ ଏହା ବୃଦ୍ଧି…

କ୍ରିକେଟ ପଡିଆ ପାଲଟିଲା ରଣକ୍ଷେତ୍ର: ଅମ୍ପାୟାରଙ୍କୁ ଛୁରାମାଡ ପରେ ବ୍ୟାଟରେ ପିଟି ହତ୍ୟା

କଟକ: କ୍ରିକେଟ ପଡିଆ ପାଲଟିଲା ରଣକ୍ଷେତ୍ର । ସମସ୍ତଙ୍କ ସାମ୍ନାର ଘଟିଲା ହତ୍ୟାକାଣ୍ଡ । ସମସ୍ତେ ଦେଖୁଥିଲେ । ଅମ୍ପେୟାରଙ୍କୁ ଛୁରା ମାରି ଚାଲିଥିଲେ । ସେତିକିରେ ମନ ପୂରିଲାନି । ବ୍ୟାଟରେ ପିିଟି ପିଟି ଶେଷରେ ମାରିଦେଲେ । ଏମିତି ହୃଦୟ ବିଦାରକ ଘଟଣା ଘଟିଛି କଟକ ଚୌଦ୍ଵାର ଥାନା…

ଆଇପିଏଲ: ଷ୍ଟାଡିୟମ ଭିତରକୁ ଏହି ସବୁ ପୋଷ୍ଟର, ବ୍ୟାନର ନେବା ମନା

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ଜ୍ୱର କ୍ରିକେଟପ୍ରେମୀଙ୍କ ପାଖରେ ବଢ଼ିବାରେ ଲାଗିଛି । କରୋନା ମହାମାରୀ ପରେ ଷ୍ଟାଡିୟମରେ ଦର୍ଶକ ଏଥର ଏହାକୁ ମନଭରି ଉପଭୋଗ କରିଛନ୍ତି । ତେବେ ରବିବାର ବିସିସିଆଇ ଏବଂ ଆଇପିଏଲ ଆୟୋଜକ କମିଟି ପକ୍ଷରୁ ପ୍ରଶଂସକମାନଙ୍କ କେତେକ ବ୍ୟାନର ଓ ପୋଷ୍ଟର ନେବା…

ଗଞ୍ଜେଇ ଧରିବାକୁ ଚଢ଼ାଉ ବେଳେ ମିଳିଲା ଚନ୍ଦନ କାଠ

କୋରାପୁଟ: ଗଞ୍ଜେଇ ଧରିବାକୁ ଧରପଗଡ଼ ବେଳେ ପୋଲିସକୁ ଚନ୍ଦନ କାଠ ମିଳିଛି । ବିଶେଷ ସୂତ୍ରରୁ ଖବର ପାଇଁ ମାଛକୁଣ୍ଡ, ଯଲାପୁଟ ଓ ଲମତାପୁଟ ପୋଲିସ ମିଳିତ ଭାବେ ଖିଲପୁଟ ଗାଁର ଖଗପତି ଖିଲଙ୍କ ଘରେ ଗଞ୍ଜେଇ ଥିବା ଖବର ପାଇ ରେଡ୍ କରିଥିଲେ । ହେଲେ ରେଡ୍ ବେଳେ ପୋଲିସକୁ ଗଞ୍ଜେଇ ପରିବର୍ତ୍ତେ…

ଓଡ଼ିଶାବାସୀଙ୍କୁ ଅପମାନିତ କରିଛନ୍ତି ଜୟନାରାୟଣ: ବିଜେଡି

ଭୁବନେଶ୍ୱର: ଓଡ଼ିଶାବାସୀଙ୍କୁ ଅପମାନିତ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଏପ୍ରିଲ ପହିଲା ଦିନ ସାରା ଓଡ଼ିଶା ଉତ୍ସାହ ଓ ଉଦ୍ଦୀପନାର ସହ ଓଡ଼ିଶା ଦିବସ ପାଳନ କରୁଥିବା ବେଳେ ଏଭଳି ଏକ ପବିତ୍ର ଦିନରେ  ମୁଖ୍ୟମନ୍ତ୍ରୀଙ୍କ ମେଟ୍ରୋ ରେଳ ପ୍ରକଳ୍ପ ଘୋଷଣାକୁ ଏପ୍ରିଲ ଫୁଲ୍ ବୋଲି…

ସାମ୍ବାଦିକାଙ୍କୁ ଅସଦାଚରଣ ଅଭିଯୋଗରେ ବନ୍ଧା ହେଲେ ମହିଳା ଏସ୍ଆଇ

ଭୁବନେଶ୍ୱର: ସାମ୍ବାଦିକାଙ୍କୁ ଅସଦାଚରଣ ଅଭିଯୋଗରେ ଭଦ୍ରକରେ ଜଣେ ମହିଳା ଏସ୍ଆଇ ଗିରଫ ହୋଇଛନ୍ତି । ଭଦ୍ରକ ସିଟି ଡିଏସପି ଅଂଶୁମାନ ଦ୍ୱିବେଦୀ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ, ଏକ ୱେବ ଚ୍ୟାନେଲର ସାମ୍ବାଦିକା ଅସଦାଚରଣ ନେଇ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ,…

ଧଳା ସୁଟ୍ ସହ ଫେସ୍ ମାସ୍କରେ ନଜର ଆସିଲେ ଅଭିନେତ୍ରୀ

ମୁମ୍ବାଇ: ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ସାମନ୍ତ ରୁଥୁ ପ୍ରଭୁ ଏବେ ବେଶ୍ ଚର୍ଚ୍ଚାରେ । ବର୍ତ୍ତମାନ ସେ ତାଙ୍କର ଆଗାମୀ ଫିଲ୍ମ୍ର ‘ଶକୁନ୍ତଲାମ\'ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହି ସମୟରେ ସାମନ୍ତ ସୋସିଆଲ ମିଡିଆରେ ଏକ ଫଟୋ ଓ ଭିଡ଼ିଓ ସେୟାର କରିଛନ୍ତି,…

୨୬ ବର୍ଷୀୟ ଯୁବକଙ୍କୁ ବିବାହ କଲେ ୬୩ ବର୍ଷିୟା ବୃଦ୍ଧା : ଏବେ ସନ୍ତାନ ଚିନ୍ତା

ନ୍ୟୁୟର୍କ: କୁହାଯାଏ ପ୍ରେମରେ ବୟସ, ଧନୀ ଓ ଗରିବ କିଛି ବି ବାଧକ ସାଜି ପାରେ ନାହିଁ । ବାସ୍‌, କେବଳ ମନକୁ ମନ ମିଶିବା ଦରକାର । ଏହାର ପ୍ରମାଣ ହେଉଛି ନିକଟରେ ଜଣେ ୨୬ ବର୍ଷୀୟ ଯୁବକ ଓ ୬୩ ବର୍ଷୀୟା ବୃଦ୍ଧାଙ୍କ ବିବାହ ଘଟଣା । ଉଭୟଙ୍କ ବୟସ ପାର୍ଥକକୁ ନେଇ ଲୋକେ ସୋସିଆଲ ମିଡ଼ିଆରେ ଅନେକ…

ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ର ଲୋଗୋ ଉନ୍ମୋଚିତ

ମୁମ୍ବାଇ: ଆଜିର ଦିନରେ ଭାରତୀୟ କ୍ରିକେଟ ଟିମ ୨୮ ବର୍ଷ ପରେ ଦିନିକିଆ ବିଶ୍ୱକପ ଜିତିଥିଲା । ଏହି ଦିନକୁ ସ୍ମରଣୀୟ କରିବା ପାଇଁ ଆଇସିସି ୨୦୨୩ ବିଶ୍ୱକପର ଲୋଗୋ ଉନ୍ମୋଚିତ କରିଛି । ଆଇସିସି ତାର ଟୁଇଟର ଆକାଂଉଟରେ ଏହାର ଫଟୋ ଶେୟାର କରିଛି । ଭାରତରେ ଏଥର ଏହି ବିଶ୍ୱକପ ଆୟୋଜିତ ହେଉଥିବାରୁ…