Latest Odisha News

BREAKING NEWS

Yearly Archives

2023

ବିହାରରୁ ୧୦ ଲକ୍ଷ ଟଙ୍କାର ନକଲି ଓ୨ ଔଷଧ ଜବତ କଲା ଓଡ଼ିଶା ଏସଟିଏଫ୍  

ଭୁବନେଶ୍ୱର: ଓଡ଼ିଶା ପୋଲିସର ଏସଟିଏଫର ଏକ ଟିମ୍ ବିହାରର ମୁଜାଫରପୁରରେ ବିପୁଳ ପରିମାଣର ନକଲି ଓ୨ (O2) ଔଷଧ ଜବତ କରିଛି । ସୂଚନା ଅନୁସାରେ, ଅତିରିକ୍ତ ଡ୍ରଗ୍ସ କଣ୍ଟ୍ରୋଲର କଟକ ସର୍କଲ-୧ ଧର୍ମଦେବ ପୁହାନ, ଡ୍ରଗ୍ସ ଇନ୍ସପେକ୍ଟର କଟକ ସର୍କଲ-୨ ତୁଷାର ରଞ୍ଜନ ପାଣିଗ୍ରାହୀ ଓ ଅତିରିକ୍ତ…

ରାଜସ୍ଥାନ ନିକଟରୁ ହାଇଦ୍ରାବାଦର ଶୋଚନୀୟ ପରାଜୟ

ହାଇଦ୍ରାବାଦ: ଏଠାରେ ଅନୁଷ୍ଠିତ ଆଇପିଏଲର ଏକ ସମ୍ପୂର୍ଣ୍ଣ ଏକତରଫା ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୭୨ ରନରେ ଶୋଚନୀୟ ଭାବେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୨୦ ଓଭରରେ ୫ ୱିକେଟ ବିନିମୟରେ ୨୦୩ ରନ କରିଥିଲା । ଯଶସ୍ୱୀ ଜୈସୱାଲ ୫୪, ଜୋସ ବଟଲର ୫୪ ଓ…

ଜାତୀୟ ରାଜପଥ ସମସ୍ୟା ନେଇ ସାଂସଦ ଅପରାଜିତାଙ୍କୁ ଘେରିଲେ ଶ୍ରୀମୟୀ ମିଶ୍ର

ଭୁବନେଶ୍ୱର: ଉତ୍କଳ ଦିବସରେ ଭୁବନେଶ୍ୱରରେ ମେଟ୍ରୋ ପ୍ରକଳ୍ପ ନେଇ ରାଜ୍ୟ ସରକାରଙ୍କ ଘୋଷଣା ପରେ କେନ୍ଦ୍ରକୁ ଶ୍ରେୟ ଦେଇ ଟ୍ୱିଟ୍ କରିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଅପରାଜିତାଙ୍କ ଶ୍ରେୟ ଟ୍ୱିଟର ଦିନକ ପରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଅପରାଜିତାଙ୍କୁ ଟ୍ୱିଟ୍ କରି…

ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଖଲିସ୍ତାନୀଙ୍କ ଧମକ

ଦିସପୁର: ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଖଲିସ୍ତାନୀ ଆତଙ୍କବାଦୀମାନେ ଧମକ ଦେଇଛନ୍ତି । ଗୁରୁପତୱନ୍ତ ସିଂ ପନ୍ନୁ ଆସାମର ଜଣେ ସାମ୍ବାଦିକଙ୍କ ମାଧ୍ୟମରେ ଏହି ଧମକ ଦେଇଛନ୍ତି । ଖଲିସ୍ତାନୀଙ୍କୁ ଆସାମରେ ରଖାଯାଇ ଯନ୍ତ୍ରଣା ଦିଆଯାଉଛି । ଏହା ଶିଖ ଓ ଭାରତ ସରକାରଙ୍କ ଲଢ଼େଇ…

ରିଲିଜ ପୂର୍ବରୁ ବାହୁବଳୀ୨, ଆରଆରଆରକୁ ପଛରେ ପକାଇଲା ପ୍ରଭାସଙ୍କ ସାଲାର

ମାଡ୍ରାସ: ରିଲିଜ ପୂର୍ବରୁ ପ୍ରଭାସଙ୍କ ଫିଲ୍ମ ସାଲାର ବାହୁବଳୀ୨ ଓ ଆରଆରଆରକୁ ପଛରେ ପକାଇ ଦେଇଛି । ରିପୋର୍ଟ ମୁତାବକ ସାଲାରର ଓଭରସିଜ ରାଇଟ୍ସ ୯୦ କୋଟି ଟଙ୍କାରେ ବିକ୍ରୀ ହୋଇଛି । ପ୍ରଥମ ଭାରତୀୟ ଫିଲ୍ମ ଭାବେ ସାଲାରକୁ ଏତେ ଟଙ୍କା ମିଳିଛି । ଏହା ପୂର୍ବରୁ ପ୍ରଭାସ ଅଭିନୀତ ବହୁବଳୀ ୨ ଏବଂ…

ନିର୍ଯାତନା ସହି ନପାରି ସେବାଶ୍ରମ ଛାଡ଼ିଲେ ୩ ଛାତ୍ର

ବାଲେଶ୍ୱର: ସେବାଶ୍ରମ ନିର୍ଯାତନା ସହି ନପାରି ୩ ଜଣ ଛାତ୍ର ପଳାଇଥିବା ବେଳେ ସ୍ଥାନୀୟ ଲୋକ ଉଦ୍ଧାର କରିଛନ୍ତି । ଶୁକ୍ରବାର ରାତିରେ ବାଲେଶ୍ୱର ଜିଲ୍ଲା ବାହାଙ୍ଗା ବ୍ଲକ ମଲିକାର୍ଜୁନ ସେବାଶ୍ରମରୁ ୩ ଜଣ ଛାତ୍ର ନିର୍ଯାତନା ସହି ନପାରି ଖସି ପଳାଇଥିବା ବେଳେ ସ୍ଥାନୀୟ ଲୋକ ଉଦ୍ଧାର କରିଛନ୍ତି ।…

ଦୁନିଆର ସବୁଠାରୁ ଦାମୀ ଘଣ୍ଟା: ମୂଲ୍ୟ ଏତେ ଯେ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଏବେ ଏମିତି ଏକ ଘଣ୍ଟା ପ୍ରସ୍ତୁତ କରାଯାଇଛି, ଯାହା ଏ ପର୍ଯ୍ୟନ୍ତ ଦୁନିଆର ସବୁଠାରୁ ଦାମୀ ଘଣ୍ଟା ଭାବେ ବିବେଚିତ ହୋଇଛି । ଏହାର ଦାମ ଜାଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । ଏହାର ମୂଲ୍ୟ ରହିଛି ୨ ମିଲିୟନ୍ ଡଲାର । ଏହି ମୂଲ୍ୟରେ, ଆପଣ ଏକ କାର ଓ ବଙ୍ଗଳା ମଧ୍ୟ କିଣି ପାରିବେ ।…

ବାପା ହେବେ ସାଉଥ ସୁପରଷ୍ଟାର ରାମଚରଣ, ଦୁବାଇରେ କଲେ ଉପାସନାଙ୍କ ଗୋଦଭରାଇ କାର୍ଯ୍ୟକ୍ରମ

ମୁମ୍ବାଇ: ସାଉଥ ସୁପରଷ୍ଟାର ରାମ ଚରଣ ଖୁବ୍ ଶୀଘ୍ର ବାପା ହେବାକୁ ଯାଉଛନ୍ତି । ନିକଟରେ ଦୁବାଇରେ ତାଙ୍କ ପତ୍ନୀ ଉପାସନାଙ୍କ ଗୋଦ ଭରାଇ କାର୍ଯ୍ୟକ୍ରମ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି । ବିବାହର ୧୦ ବର୍ଷ ପରେ ରାମଚରଣ ବାପା ହେବାକୁ ଯାଉଥିବାରୁ ଉଭୟ ଖୁସି ଥିବା ଦେଖିବାକୁ ମିଳିଛି ।…

ବିଜେପିର କଂଗ୍ରେସ ଫାଇଲ୍: ପ୍ରଥମ ଏପିସୋଡରେ ୪.୮୨ ଲକ୍ଷ କୋଟି ଦୁର୍ନୀତି ଅଭିଯୋଗ

ନୂଆଦିଲ୍ଲୀ: କଂଗ୍ରେସ ଓ ବିଜେପି ମଧ୍ୟରେ ସୋସିଆଲ୍ ମିଡିଆରେ ଯୁଦ୍ଧ ଆରମ୍ଭ ହୋଇଛି । ଆଦାନୀ ପ୍ରସଙ୍ଗ ଓ ରାହୁଲଙ୍କ ସଦସ୍ୟତା ରଦ୍ଦକୁ ନେଇ ବିଜେପି ବିରୋଧରେ ଗଣତନ୍ତ୍ର ଲୁପ୍ତ ପାଉଥିବା କହି କଂଗ୍ରେସ କ୍ୟାମ୍ପେନ୍ ଆରମ୍ଭ କରିଛି ।…

କିଟରେ ଜି-୨୦ ପକ୍ଷରୁ ଜନ ଭାଗୀଦାରି କାର୍ଯ୍ୟକ୍ରମ ଉଦ୍‍ଘାଟିତ

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟରେ ଶନିବାର ଜି-୨୦ ପକ୍ଷରୁ ଜନଭାଗୀଦାରି କାର୍ଯ୍ୟକ୍ରମ ଉଦ୍‍ଘାଟିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଦିଗ୍‍ଦର୍ଶନରେ ଜି-୨୦ ଶିକ୍ଷା ୱାର୍କିଂ ଗ୍ରୁପ୍‍ର ତୃତୀୟ ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ…