ଦୁନିଆର ସବୁଠୁୁ ଶକ୍ତିଶାଳୀ ଦୁଇ ଭାଇ: ଦିନକୁ ଖାଆନ୍ତି ୧୩୦୦୦ କ୍ୟାଲୋରୀଯୁକ୍ତ ଖାଦ୍ୟ
ୟୁରୋପ: ଦୁନିଆରେ ବହୁତ ଶକ୍ତିଶାଳୀ ଲୋକ ଅଛନ୍ତି, ଯେଉଁମାନଙ୍କ ଶକ୍ତି ପ୍ରଦର୍ଶନ ଦେଖିଲେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଆଜିକାଲି ଲୋକମାନେ ବଡ଼ିବିଲ୍ଡ଼ିଂ କରି ନିଜକୁ ଶକ୍ତିଶାଳୀ ଦେଖାଇବାକୁ ଚାହାଁନ୍ତି । କିନ୍ତୁ ଅନେକ ଥର ସେମାନଙ୍କର ସ୍ୱାସ୍ଥ୍ୟ ଭଲ ହୋଇ ନ ଥାଏ । କାରଣ ସେମାନେ ସୁସ୍ଥ…