ଟଳିଗଲା ବଡ଼ ଅଘଟଣ, ପ୍ଲାଟଫର୍ମରୁ ପଛକୁ ଫେରିବା ବେଳେ ପୁରୀ-ଗୁଣପୁର ଏକ୍ସପ୍ରେସ୍ ଲାଇନଚ୍ୟୁତ୍
ପୁରୀ: ପୁରୀ ରେଲୱେ ଷ୍ଟେସନରେ ଏକ ବଡ଼ ଅଘଟଣ ଟଳି ଯାଇଛି । ଯାତ୍ରୀଙ୍କୁ ନେଇ ପୁରୀ-ଗୁଣପୁର ଏକ୍ସପ୍ରେସ୍ ପୁରୀ ରେଲୱେ ଷ୍ଟେସନରେ ପହଞ୍ଚିଥିଲା । ଯାତ୍ରୀ ଓହ୍ଲାଇ ଯିବାର କିଛି ସମୟ ପରେ ପଛକୁ ଫେରିବା ସମୟରେ ଲାଇନଚ୍ୟୁତ୍ ହୋଇଛି ପୁରୀ-ଗୁଣପୁର ଏକ୍ସପ୍ରେସ୍ ।
ସଟିଂ ଲାଇନରେ ୩ଟି ବଗି…