ରାମଚରଣଙ୍କ ଆଗାମୀ ଫିଲ୍ମ ଆରସି ୧୫ର ନାମ ଦିଆଗଲା ଗେମ ଚେଞ୍ଜର
ମାଡ୍ରାସ: ଓସ୍କାର ପୁରସ୍କାର ବିଜେତା ଫିଲ୍ମ ଆରଆରଆରର ଗ୍ଲୋବାଲ ସଫଳତା ପରେ ରାମଚରଣ ଏବେ ତାଙ୍କର ଆଗାମୀ ଫିଲ୍ମର ଶୁଟିଂ ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ରାମଚରଣ ଓ କିଆରା ଆଡଭାନୀ ଅଭିନୀତ ଆରସି ୧୫ର ନାମ ଏବେ ଗେମ ଚେଞ୍ଜର ଦିଆଯାଇଛି । ରାମଚରଣଙ୍କ ୩୮ତମ ଜନ୍ମ ଦିବସ ଅବସରରେ…