Latest Odisha News

BREAKING NEWS

Yearly Archives

2023

ଏଣିକି ସେନା ଯବାନଙ୍କ ମେନ୍ୟୁରେ ସାମିଲ ହେବ ମିଲେଟ୍‌, ଅଟାର ବିକଳ୍ପ ହେବ ମାଣ୍ଡିଆ

ନୂଆଦିଲ୍ଲୀ :  ଏଣିକି ସେନାରେ ଯବାନଙ୍କ ମେନ୍ୟୁରେ ମିଲେଟ୍‌ ବା ମାଣ୍ଡିଆ ସାମିଲ ହେବ । ସେନାରେ ରାସନ ଭାବେ ମିଲେଟର ବ୍ୟବହାରକୁ କାର୍ଯ୍ୟକାରୀ ନେଇ ନିଷ୍ପତ୍ତି ହୋଇଥିବା ସଂକ୍ରାନ୍ତରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛି । ସୂଚନା ଅନୁସାରେ, ସେନାରେ…

୧୪ ମାସ ହେଲା ପରିଶ୍ରା କରିନାହାନ୍ତି ମହିଳା : ଦିନକୁ ପିଅନ୍ତି ୩ ଲିଟର ପାଣି

ଲଣ୍ଡନ: କୁହାଯାଏ, ଅତ୍ୟଧିକ ପାଣି ପିଇଲେ ଶରୀରରୁ ବିଷାକ୍ତ ପଦାର୍ଥ ବାହାର ହୋଇଯାଇଥାଏ । ଏମିତି ବି କୁହାଯାଏ ବେଶୀ ପାଣି ପିଇଲେ ଚେହେରାରେ ଚମକ୍ ଆସିଥାଏ । ତେଣୁ ପ୍ରତ୍ୟେକ ଲୋକଙ୍କୁ ପ୍ରତ୍ୟେକ ଦିନ ଅତି କମରେ ଦୁଇ ଲିଟର ପାଣି ପିଇବାକୁ ପରାମର୍ଶ ଦିଆଯାଇଥାଏ । ଯେତେ ଅଧିକ ପାଣି ପିଇଲେ…

ବରକନ୍ୟା ଝରଣା ବୁଲିଲେ ବିଜେଡି ନେତା, ପର୍ଯ୍ୟଟନସ୍ଥଳୀ ମାନ୍ୟତା ପ୍ରତିଶୃତି ଦେଲେ ପ୍ରଣବ

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ଜଙ୍ଗଲ ଓ ପାହାଡ଼ ଘେର ଭିତରେ ରହିଛି ବରକନ୍ୟା ଝରଣା । ସ୍ଥାନୀୟ ବିଧାୟକ ଅରୁଣ ସାହୁଙ୍କୁ ଆମନ୍ତ୍ରଣ ରକ୍ଷା କରି ଜିଲ୍ଲାର ଓଡ଼ଗାଁ ବ୍ଲକ ବାଣ୍ଠପୁର ପଞ୍ଚାୟତ ସରହଦ ରିଜର୍ଭ ଫରେଷ୍ଟରେ ଗୁରୁବାର ସକାଳୁ ସକାଳୁ ପହଞ୍ଚିଥିଲେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ…

‘ଖତରୌ କେ ଖିଲାଡି’ରେ ନଜର ଆସିବେ ଏମ୍‌ସି ଷ୍ଟାନ୍‌

ମୁମ୍ବାଇ: ବିଗ୍ ବସ୍ ସିଜିନ୍ ୧୬ର ବିଜେତା ହେବା ପରେ ଏମସି ଷ୍ଟାନ୍‌ଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି । ନିକଟରେ ସେ ରୋହିତ ଶେଟ୍ଟୀଙ୍କ ରିଅଲିଟି ଶୋ ଖତରୌ କେ ଖିଲାଡିରେ ନଜର ଆସିବେ । ଷ୍ଟଣ୍ଟ ଏବଂ ଆକ୍ସନ୍ ଫିଲ୍ମ ପାଇଁ ପ୍ରସିଦ୍ଧ ରୋହିତ ଶେଟ୍ଟୀ ମଧ୍ୟ ତାଙ୍କର ରିଅଲିଟି ସୋ ଖତରୌ କେ…

ରିଲିଜ ହେଲା ଦୁଇ ବାଲ୍ୟବନ୍ଧୁଙ୍କ ପ୍ରେମ କାହାଣୀ ‘ମନ ମ୍ୟୁଜିୟମ’

ଭୁବନେଶ୍ୱର: ଦୁଇ ବାଲ୍ୟ ବନ୍ଧୁ ପତି ( ଜଣେ ସିନେମାଟୋଗ୍ରାଫର) ଏବଂ ମଣି(ପତିଙ୍କ ପିଲାବେଳର ବନ୍ଧୁ)ଙ୍କ କାହାଣୀ । ପତି ଏକ ଘର କିଣିଛନ୍ତି ଯାହାକୁ ସେ ଏକ ମ୍ୟୁଜିୟମ କରିଛନ୍ତି । ଏହି ମ୍ୟୁଜିୟମରେ ସେ ମଣିଙ୍କ ସ୍ମୃତିକୁ ସାଇତିଛନ୍ତି । ପିଲାବେଳରୁ ପତି ଲୁଚି ଲୁଚି ମଣି ବ୍ୟବହାର…

ଏମିତି ଜାଗା ଯେଉଁଠି ବରଫର ରଙ୍ଗ ଲାଲ

ଆଣ୍ଟାର୍କଟିକା: ଦୁନିଆରେ ଅନେକ ଅଜବ ଜିନିଷ ଦେଖିବାକୁ ମିଳିଥାଏ, ଯାହା ଆମକୁ ଅଦ୍ଭୁତ ଲାଗେ । କହିବାକୁ ଗଲେ ସ୍ଥଳବିଶେଷରେ ଏସବୁ ପାଖରୁ ଦେଖିବା ଓ ଅନୁଭବ କରିବା ସମ୍ଭବ ହୋଇଥାଏ । ମୋଟ ଉପରେ ପ୍ରତ୍ୟେକ ଦେଶରେ ବହୁତ ଅନନ୍ୟ ସମାଗ୍ରୀ ଅଛି, ଯାହା ଉପରେ ବାରମ୍ବାର ଚର୍ଚ୍ଚା ହୋଇଥାଏ । ଯେମିତି…

ଅପପୁଷ୍ଟି ପ୍ରସଙ୍ଗକୁ ନେଇ ବିଧାନସଭା ହୁଲସ୍ତୁଲ: ଶାସକ-ବିରୋଧୀ ମୁହାଁମୁହିଁ

ଭୁବନେଶ୍ୱର:  ଅପପୁଷ୍ଟି ପ୍ରସଙ୍ଗକୁ ନେଇ ଆସି ବିଧାନସଭା ହୁଲସ୍ତୁଲ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆଜି ବିଧାନସଭାରେ କଳିଙ୍ଗନଗର ଅପପୃଷ୍ଟି ପ୍ରସଙ୍ଗ ଉଠାଇବା ପରେ ଏହାର ଜବାବ ରଖିଥିଲେ ଶାସକ ଦଳ ବିଧାୟକ ଅମର ଶତପଥୀ। ଏହାକୁ ନେଇ ବିଧାନସଭା ଆଜି କମ୍ପିଥିଲା । ବିରୋଧୀ ଦଳ ନେତା…

ରଦ୍ଦ ହେଲା ରାହୁଲଙ୍କ ସାଂସଦ ପଦ

ନୂଆଦିଲ୍ଲୀ: ରଦ୍ଦ ହେଲା ରାହୁଲଙ୍କ ଲୋକସଭା ସାଂସଦ ପଦ ।  କୋର୍ଟଙ୍କ ଦ୍ବାରା ଦଣ୍ଡାଦେଶ ଘୋଷଣା ପରେ ସଦସ୍ୟତା ରଦ୍ଦ କରାଯାଇଛି ।  ଲୋକସଭା ସଚିବାଳୟ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି  ।  କାଲି ରାହୁଲଙ୍କୁ ଦଣ୍ଡାଦେଶ କରିଥିଲେ ସୁରତ କୋର୍ଟ । ସୂଚନାଥାଉ କି, ମୋଦି ଦୀ…

ଡିଜେ ଆଜେକ୍ସ ମୃତ୍ୟୁ ରହସ୍ୟ: ହ୍ୱାଟ୍ସଅପ ଗ୍ରୁପରୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ

ଭୁବନେଶ୍ୱର: ନୂଆ ମୋଡ ନେଲା ଡିଜେ ଆଜେକ୍ସ ମୃତ୍ୟୁ ମାମଲା । ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ହ୍ୱାଟସ୍ଅପ ମେସେଜରୁ ମିଳିଲା ସୁରାକ ।  ଜଣେ ନୁହେଁ, ତିନି ତିନି ଜଣ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲେ ଆଜେକ୍ସ । ତିନି ଜଣଯାକ ଯୁବତୀ ଏହା ଜାଣିବା ପରେ କରିଥିଲେ ଏକାଠି ହୋଇଥିଲେ ।…

ବୃକ୍ଷ ପ୍ରେମରେ କାମଦେବ ମହାରଣା

ପୁରୀ : ଶବ୍ଦକୁ ଦିଅନ୍ତି ଜୀବନ, ବୃକ୍ଷ ସହ ରହିଛି ତାଙ୍କର ନିବିଡ଼ ସମ୍ପର୍କ  । କେତେବେଳେ ସେ ଗଛସହ ଗୁଣୁଗୁଣୁ ହୋଇ କଥା ହୁଅନ୍ତି ତ ପୁଣି କେତେବେଳେ ପରାସ୍ତ ଜହ୍ନରୁ ଜୋତ୍ସନା ତୋଳି ଆଣି ତାକୁ କବିତାର ରୂପ ଦିଅନ୍ତି । ଆମେ କହୁଛୁ ପୁରୀର କାମଦେବ ମହାରଣାଙ୍କ କଥା । ପେଶାରେ ସେ ଜଣେ…