Latest Odisha News

BREAKING NEWS

Yearly Archives

2023

ଆଦାନୀ ପରେ ଟ୍ବିଟରର ପୂର୍ବତନ ମାଲିକ ଜ୍ୟାକ ଡୋର୍ସି ହିଣ୍ଡେନବର୍ଗର ନୂଆ ଟାର୍ଗେଟ

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ପରେ ସର୍ଟ ସେଲର ହିଣ୍ଡେନବର୍ଗ ରିସର୍ଚ୍ଚ ଗୁରୁବାର ଟ୍ବିଟରର ପୂର୍ବତନ ମାଲିକ ଜ୍ଯାକ ଡୋର୍ସିଙ୍କ କମ୍ପାନୀ ବ୍ଲକ୍ ଇନକୁ ଟାର୍ଗେଟ କରିଛି। ହିଣ୍ଡେନବର୍ଗର ରିପୋର୍ଟ ପରେ ସଂପୃକ୍ତ କମ୍ପାନୀର ସେୟାର ମୂଲ୍ୟରେ ହ୍ରାସ ଘଟିଛି। ଏହି ଆମେରିକାନ ସଂସ୍ଥା ଦାବି କରିଛି…

ପୁଣିଥରେ ନିର୍ବାଚନ କମିଶନଙ୍କ ନିକଟରେ ଇଭିଏମ୍ ପ୍ରସଙ୍ଗ ଉଠାଇବ ବିରୋଧୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ରାଜନୈତିକ ଦଳ ପାଗ ଭିଡିବା ଆରମ୍ଭ କରିଛନ୍ତି। ଆଉ ୨୦୧୯ ନିର୍ବାଚନ ଭଳି ଚଳିତଥର ମଧ୍ୟ ବିରୋଧୀ ଦଳ ଇଭିଏମକୁ ସନ୍ଦେହ ଆଖିରେ ଦେଖିବା ଆରମ୍ଭ କରିଛନ୍ତି । ଗତକାଲି ମହାରାଷ୍ଟ୍ରରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଆହ୍ବାନକ୍ରମେ ଇଭିଏମ୍ ମେସିନ୍ ପ୍ରସଙ୍ଗ…

ଶାମ୍ଭବୀ ପୁରସ୍କାର ୨୦୨୩ରେ ସାମାଜିକ ପରିବର୍ତ୍ତନକାରୀ ସମ୍ମାନିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ମେଟାଲ୍ସ ଆଣ୍ଡ ଫେରୋ ଆଲୟେଜ୍‌ଲିମିଟେଡ଼ (ଇମ୍ପା)ର କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର) ସଂସ୍ଥା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ (ବିଆଇପିଏଫ୍‌) ପକ୍ଷରୁ ଓଡ଼ିଶାରେ ସ୍ୱାସ୍ଥ୍ୟ ଓ ଆଡଭୋକେସି କ୍ଷେତ୍ରରେ ଯୋଗଦାନ ପାଇଁ ଡଃ ମହମ୍ମଦ ଇମ୍ରାନ୍ ଅଲ୍ଲୀଙ୍କୁ…

ରାହୁଲ ଗାନ୍ଧୀଙ୍କ ସହ ଅଛି ଓଡ଼ିଶା କଂଗ୍ରେସ: ଶରତ ପଟ୍ଟନାୟକ

ଭୁବନେଶ୍ୱର: ନରେନ୍ଦ୍ର ମୋଦି ସରକାର ବ୍ୟକ୍ତିର ବାକ୍ ସ୍ୱାଧୀନତା ଉପରେ ସଂପୂର୍ଣ୍ଣରୂପେ ରୋକ ଲଗାଇବା ପାଇଁ ଆଜିକୁ ୮ବର୍ଷ ହେଲା କାର୍ଯ୍ୟ କରୁଛି । ଏକଛତ୍ର ବାଦ ଶାସନ ବ୍ୟବସ୍ଥାକୁ ଆପଣାଇବା ନରେନ୍ଦ୍ର ମୋଦି ଏବଂ ତାଙ୍କ ସରକାର ଚେଷ୍ଟା ଚଳାଇଛନ୍ତି । ସତ୍ୟ ଓ ଅହିଂସାର ମାର୍ଗ ରାହୁଲ…

୨୦୨୩ ଏସିଆ କପ ପାକିସ୍ତାନରେ ହୋଇପାରେ

ନୂଆଦିଲ୍ଲୀ: ୨୦୨୩ ଏସିଆ କପ କ୍ରିକେଟ ପାକିସ୍ତାନରେ ହୋଇପାରେ । ଗୁରୁବାର କ୍ରିକଇନଫୋରେ ପ୍ରକାଶିତ ରିପୋର୍ଟ ଅନୁସାରେ ବିସିସିଆଇ ଓ ପିସିବି ଏଥିନେଇ ଆଲୋଚନା କରିଛନ୍ତି । ଏସିଆ କପ ଆୟୋଜନ ଅଧିକାର ପାକିସ୍ତାନ ପାଖରେ ରହିଛି । ୟୁଏଇ, ଓମାନ, ଶ୍ରୀଲଙ୍କା ଓ ଇଂଲଣ୍ଡରେ ଭାରତ ମ୍ୟାଚ ଆୟୋଜନ…

ଯକ୍ଷ୍ମା ଓ ମେରୁଦଣ୍ଡ ଯକ୍ଷ୍ମା ରୋଗର ନିରାକରଣ ସମ୍ଭବ: କିମ୍‌ସ ବିଶେଷଜ୍ଞ

ଭୁବନେଶ୍ୱର: ଜନସାଧାରଣଙ୍କ ମଧ୍ୟରେ ଯକ୍ଷ୍ମାରୋଗ ପ୍ରତି ସଚେତନତା ସୃଷ୍ଟି ସହ ଏହାର  ନିରାକରଣ ‘ବିଶ୍ୱ ଯକ୍ଷ୍ମା ଦିବସ’ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୨୪ ତାରିଖରେ ଏହି ଦିବସ ପାଳନ କରାଯାଇଥାଏ । ୨୦୨୫ ସୁଦ୍ଧା ଭାରତରୁ ଯକ୍ଷ୍ମା ରୋଗର ସମ୍ପୂର୍ଣ୍ଣ ନିରାକରଣ ନିମନ୍ତେ…

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଲେ ଫିକି ଇଣ୍ଡିଆ ସଭାପତି ଶୁଭ୍ରକାନ୍ତ ପଣ୍ଡା

ନୂଆଦିଲ୍ଲୀ: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଗତକାଲି ନୂଆଦିଲ୍ଲୀସ୍ଥିତ ନର୍ଥ ବ୍ଲକ କାର୍ଯ୍ୟାଳୟରେ ଫିକି ଇଣ୍ଡିଆର ସଭାପତି ତଥା ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ସାକ୍ଷାତକରିଛନ୍ତି । ଏହି ସାକ୍ଷାତ…

ବିୟର ବୋତଲ ପିଛା ନେଉଥିଲେ ଅଧିକ ୧୦ ଟଙ୍କା, ଏବେ ଗଲେ ଜେଲ୍

ନୂଆଦିଲ୍ଲୀ: ମଦ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ । ତଥାପି ଅନେକ ଲୋକ ମଦ ପିଅନ୍ତି । ସକାଳ ପାଇଲେ ମନ୍ଦିର ଅପେକ୍ଷା ମଦ ଦୋକାନରେ କହିଲେ ହୁଏତ ଅଧିକ ଭିଡ଼ ହୋଇଥାଏ । ଆଉ ଯାହାର ଫାଇଦା ନେଇଥାନ୍ତି ମଦ ଦୋକାନୀ । ଅନେକ ସମୟରେ ମଦ ଦୋକାନୀ ସର୍ବାଧିକ ଧାର୍ଯ୍ୟ ମୂଲ୍ୟ (MRP) ଠାରୁ ଅଧିକ ଟଙ୍କା…

ଏଏଚଏଫ ଦ୍ୱାରା ସମ୍ବର୍ଦ୍ଧିତ ହେଲା ହକି ଇଣ୍ଡିଆ

ନୂଆଦିଲ୍ଲୀ: ହକି ବିଶ୍ୱକପ ୨୦୨୩କୁ ସଫଳତାର ସହ ଆୟୋଜନ କରିଥିବା ନେଇ ଏସିଆନ ହକି ମହାସଂଘ ହକି ଇଣ୍ଡିଆକୁ ସମ୍ବର୍ଦ୍ଧିତ କରିଛି । ଦକ୍ଷିଣ କୋରିଆର ମୁଙ୍ଗୟେୟୋଙ୍ଗରେ ଆୟୋଜିତ ବୈଠକରେ ଶ୍ରେଷ୍ଠ ଆୟୋଜକ ଭାବେ ହକି ଇଣ୍ଡିଆ ସମ୍ମାନୀତ ହୋଇଛି । ଏଚଆଇର ମହାସଚିବ ଭୋଳନାଥ ସିଂ ଏହି ପୁରସ୍କାର…

ମଦ ପିଇ ଗାଡ଼ି ଚଳାଉଥିଲେ ସାବଧାନ ! ଯାଇ ପାରନ୍ତି ଜେଲ୍…

ଭୁବନେଶ୍ୱର: ଅବହେଳା ଓ ଖାମ ଖିଆଲ୍ ମନୋଭାବ ପାଇଁ ଘଟୁଥିବା ଦୁର୍ଘଟଣା ଏଡ଼ାଇବାକୁ ମଦୁଆଙ୍କ ଉପରେ ନଜର ରଖିବ ପରବହନ ବିଭାଗ । ଏନେଇ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ରାଜ୍ୟରେ ମଦ ପିଇ ଗାଡ଼ି ଚାଳନା କରୁଥିବା ଡ୍ରାଇଭରଙ୍କୁ ଧରାଯିବ । ଜାରି ନିର୍ଦ୍ଦେଶନାମା ଅନୁସାରେ,…