Latest Odisha News

BREAKING NEWS

Yearly Archives

2023

ଅମିତ ଶାହାଙ୍କୁ ଜୟରାମଙ୍କ ଟାର୍ଗେଟ୍ ! ବିବାଦୀୟ ବୟାନ ନେଇ ସିବିଆଇ ନିର୍ଦ୍ଦେଶକଙ୍କୁ ଚିଠି

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ କଂଗ୍ରେସର ମହାସଚିବ ଜୟରାମ ରମେଶଙ୍କ ଟାର୍ଗେଟ । ଅମିତ ଶାହା ମେଘାଳୟର ପୂର୍ବତନ କୋନରାଡ ସାଙ୍ଗମା ସରକାରଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି କହିଥିବା ନେଇ ସେ ଅଭିଯୋଗ କରିଛନ୍ତି। ଏପରିକି ତଦନ୍ତ ପାଇଁ ସେ ସିବିଆଇ ନିର୍ଦ୍ଦେଶକ ସୁବୋଧ କୁମାର…

ବାଲିମେଳା ସଂରକ୍ଷିତ ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ପୋଲିସକୁ ବଡ଼ ସଫଳତା ମିଳିଛି । ବାଲିମେଳା ସଂରକ୍ଷିତ ଜଙ୍ଗଲର ତାଇମାଲ ଗାଁ ନିକଟରୁ ସ୍ୱତନ୍ତ୍ର ଅପରେସନ୍ ବେଳେ ବିଏସଏଫ୍ ବିପୁଳ ମାଓ ସାମଗ୍ରୀ ଜବତ କରିଛି । ଆନ୍ଧ୍ର ସୀମାକୁ ଲାଗି ରହିଥିବା ଚିତ୍ରକୋଣ୍ଡା ଥାନା ତାଇମାଲ ଓ ଲାରିଗୁଡ଼ା ଗାଁ ନିକଟରୁ ମାଓ ସାମଗ୍ରୀ…

ଅଭିନେତ୍ରୀ ତାପସୀଙ୍କ ମାଆ ଲକ୍ଷ୍ମୀଙ୍କ ଆକୃତି ଥିବା ଗହଣା ପରିଧାନକୁ ନେଇ ତେଜୁଛି ବିବାଦ

ମୁମ୍ବାଇ: ଅଭିନେତ୍ରୀ ତାପସୀ ପନ୍ନୁ ମାଆ ଲକ୍ଷ୍ମୀଙ୍କ ଆକୃତି ଥିବା ଗହଣା ପିନ୍ଧି ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛନ୍ତି । ନାଲି ରଙ୍ଗର ଏକ ଉତେଜକ ପୋଷାକକୁ ମ୍ୟାଚିଂ କରି ସେ ଏହି ଗହଣା ପିନ୍ଧିଛନ୍ତି । ସୋସିଆଲ ମିଡିଆରେ ହିନ୍ଦୁ ଦେବ ଦେବୀଙ୍କ ଅପମାନ କରିବା ନେଇ ସେ ଏବେ ଟ୍ରୋଲ ହେବାରେ…

ସାମ୍ବାଦିକଙ୍କୁ ଧମକ ଦେଲେ ଜେଲ୍‌ ! ମହାରାଷ୍ଟ୍ର ପରେ ଛତିଶଗଡ଼ରେ ଲାଗୁ ହେଲା ଆଇନ

ଛତିଶଗଡ଼ : ଏଣିକି ଛତିଶଗଡ଼ରେ ସାମ୍ବାଦିକଙ୍କୁ ଧମକ ଦେଲେ ଜେଲ୍‌ ଯିବେ। କାରଣ ମହାରାଷ୍ଟ୍ର ପରେ ଏବେ ଛତିଶଗଡ଼ରେ ଲାଗୁ ହୋଇଛି ସାମ୍ବାଦିକ ସୁରକ୍ଷା ଆଇନ। ସର୍ବସମ୍ମତି କ୍ରମେ ଛତିଶଗଡ଼ ବିଧାନସଭାରେ ପାରିତ ହୋଇଛି ସାମ୍ବାଦିକ ସୁରକ୍ଷା ବିଲ୍‌। ଏହି ଆଇନ ସର୍ବସମ୍ମତି କ୍ରମେ ପାରିତ ହେବା ପରେ…

୨୬ରୁ ପୁଣି ପଶ୍ଚିମା ଝଡ଼, ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ପୁଣି ପ୍ରଭାବ ଦେଖାଇବ ପଶ୍ଚିମା ଝଡ଼ । ଆସନ୍ତା ୨୬ରୁ ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ଝଡ଼-ପବନର ବେଗ ଘଣ୍ଟା ପ୍ରତି ୩୦ ରୁ ୪୦ କିମି ରହିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।…

ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନଶିପ: ନିଖତ, ନୀତୁ ଫାଇନାଲରେ

ନୂଆଦିଲ୍ଲୀ: ଚଳିତ ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନଶିପର ଭାରତର ଦୁଇ ଷ୍ଟାର ବକ୍ସର ନିଖତ ଜରୀନ ଓ ନୀତୁ ଘଂଘାସା ଫାଇନାଲରେ ପ୍ରବେଶ କରିଛନ୍ତି । ଏବେ ଦୁଇ ବକ୍ସରଙ୍କ ଟାର୍ଗେଟ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିବା । ଗୁରୁବାର ୫୦ କିଗ୍ରା ସେମିଫାଇନାଲ ବିଭାଗରେ ଜବରଦସ୍ତ ଫର୍ମରେ ଥିବା…

ମିଳିଲା ଦୁନିଆର ୮ମ ମହାଦ୍ୱୀପ

ନୂଆଦିଲ୍ଲୀ: ଦୁନିଆକୁ ମିଳିଛି ୮ମ ମହାଦ୍ୱୀପ । ଏ ନେଇ ବୈଜ୍ଞାନିକମାନେ ମୋହର ମାରିଛନ୍ତି । ୩୭୫ ବର୍ଷ ପରେ ଜିଲାଣ୍ଡିଆ ଅସ୍ତିତ୍ୱ ବାବଦରେ ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି । ୧୦୫ ମିଲିୟନ ବର୍ଷ ପୂର୍ବେ ଗୋଣ୍ଡାୱାନାର ଅଂଶବିଶେଷ ଥିଲା । କାଳକ୍ରମେ ଏଥିରୁ ଆଂଟର୍କାଟିକା ଏବଂ ପୂର୍ବ…

ପ୍ରକୃତ ଲକ୍ଷ୍ୟରୁ ବାଟବଣା ହେଉଛି କି ମୋ ସରକାର ? ଆସିଲା ଅଭିଯୋଗ, ଜବାବ ରଖିଲେ ଜିଲ୍ଲାପାଳ

ଢେଙ୍କାନାଳ : ଜନସାଧାରଣ ହେଉଛନ୍ତି ଗଣତନ୍ତ୍ରର ଆତ୍ମା। ଗଣତନ୍ତ୍ରରେ ପ୍ରତିଟି ଅନୁଷ୍ଠାନ ଲୋକଙ୍କ କଲ୍ୟାଣ ପାଇଁ, ଲୋକଙ୍କ ପଇସାରେ ଲୋକଙ୍କ ସେବା ଏବଂ ସଶକ୍ତୀକରଣ ପାଇଁ ସୃଷ୍ଟି କରାଯାଇଛି। ପ୍ରଶାସନ ଓ ସରକାରୀ କାର୍ଯ୍ୟାଳୟ ଲୋକଙ୍କ ସେବା ପାଇଁ ଅଛି। ଲୋକମାନେ ହିଁ ଏହାର ପ୍ରକୃତ ମାଲିକ।…

ସଲମାନଙ୍କୁ ଧମକ ମାମଲା: ଇଂଲଣ୍ଡରୁ ମିଳିଲା ଇମେଲର ଲିଙ୍କ

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ସଲମାନ ଖାଁଙ୍କୁ ହତ୍ୟା ଧମକ ଗୋଲ୍ଡି ବରାର ତରଫରୁ ମିଳିବା ପରେ ପୋଲିସ ସତର୍କ ହୋଇ ଉଠିଛି । ଏ ନେଇ ଯେଉଁ ଇ-ମେଲ କରାଯାଇଥିଲା ତାହାକୁ ଟ୍ରେସ କରିବାରେ ପୋଲିସ କିଛି ମାତ୍ରାରେ ସଫଳ ହୋଇଛି । ରିପୋର୍ଟ ମୁତାବକ ଏହି ଇ-ମେଲର ଲିଙ୍କ ୟୁକେରୁ ପଠାଯାଇଛି । ଇ-ମେଲ…

କଂଗ୍ରେସରେ ବଢୁଛି ବିଜୟଙ୍କ ଗୁରୁତ୍ବ

ଭୁବନେଶ୍ୱର: କଂଗ୍ରେସରେ ସମସ୍ତେ ଏବେ ବିଜୟ ମୁହାଁ। ଦୀର୍ଘ ଦିନ ଧରି ଶାସନ କ୍ଷମତାରୁ ବାହାରେ ଥିବା କଂଗ୍ରେସ ନେତାଙ୍କ ପାଇଁ ବିଜୟ ହିଁ ସଂଜୀବନୀ ହେବେ ବୋଲି ଧାରଣା ସୃଷ୍ଟି ହୋଇଛି। ସେଥିପାଇଁ ବିଜୟଙ୍କ ନିକଟରେ ଏବେ ଭିଡ଼ ଦେଖିବାକୁ ମିଳୁଛି। ଆମେ କହୁଛୁ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା…