ନିଶାରେ ଚୁର୍ ହୋଇଗଲା ବର…ଭୁଲିଗଲା ନିଜ ବାହାଘର…
ନୂଆଦିଲ୍ଲୀ : ବିବାହ ଏକ ପବିତ୍ର ବନ୍ଧନ । ସମସ୍ତେ ନିଜ ବିବାହକୁ ନେଇ ବହୁତ୍ ଉତ୍ସାହିତ ରହିଥାଆନ୍ତି । ସେଥିପାଇଁ ଖାଦ୍ୟ ପାନୀୟରେ ଅଧିକ ଗୁରୁତ୍ୱ ଦେଇଥାଆନ୍ତି । ବିବାହ ଉତ୍ସବରେ ମଦ୍ୟପାନ ସାଧାରଣ କଥା । ମଦ୍ୟପାନ କରି ବରଯାତ୍ରୀ ମାନେ ନାଚୁଥିବାର ମଧ୍ୟ ଆମେ ଦେଖିଛନ୍ତି । ଅନେକ ଥର…