ଭାଷା ଭାଗବତ : ସର୍ବଜ୍ଞାତ ସତ୍ୟ
ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ
ଅତି ଗପୁଡ଼ି ହୋଇ ବ୍ୟକ୍ତି
କରେ ଭାଷାର ଯେତେ କ୍ଷତି
ହୋଇନି ତହିଁର ଗଣତି
ଏମିତି ଅଟେ ଆମ ଜାତି
କାମରେ ନ ଲଗାଇ ମତି
ଲୋକେ ଲୋଡ଼ଂତି ନିଜ ଖ୍ୟାତି
ଯଶଲାଳସୀ ହେଲେ ବ୍ୟକ୍ତି
ଜାତିରେ ପଡ଼ଇ ବିପତ୍ତି
ଶିଖି ଶିଖାଇ ପାରେନାହିଁ
ସଦା…