Latest Odisha News

BREAKING NEWS

Yearly Archives

2023

ମିଳିତ କାର୍ଯ୍ୟକ୍ରମ ନେଇ ସୋଆ ଏବଂ ଆର୍‌ଏସ୍‌ବି ଟ୍ରାନ୍ସମିସନ୍ସ ମଧ୍ୟରେ ବୁଝାମଣା

ଭୁବନେଶ୍ୱର: ଶିଳ୍ପ ନିମନ୍ତେ ଆବଶ୍ୟକୀୟ ଯନ୍ତ୍ରାଂଶ ପ୍ରସ୍ତୁତି ନିମନ୍ତେ ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ ଜ୍ଞାନ ଆହରଣ କରିବା ନିମନ୍ତେ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପୁନେ ସ୍ଥିତ ଆରଏସବି ଟ୍ରାନ୍ସମିସନ୍ସ( ଆଇ) ଲିମିଟେଡ ସହ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ କରିଛି । ପ୍ରୋସେସ୍…

କିଟ୍‍ ଟିବିଆଇ ପକ୍ଷରୁ ୟୁକେ-ଇଣ୍ଡିଆ ହେଲ୍‍ଥ ବୁଟ୍‍କ୍ୟାମ୍ପ

ଭୁବନେଶ୍ୱର: କିଟ୍‍ ଟିବିଆଇ, ଏକାଡେମୀକ୍‍ ହେଲ୍‍ଥ ସାଇନ୍‍ସ ନେଟୱର୍କ, ହମ୍ବର, ଭୁବନେଶ୍ୱର ସିଟି ନଲେଜ ଇନୋଭେସନ୍‍ କ୍ଲଷ୍ଟର ଫାଉଣ୍ଡେସନ୍‍ ମିଳିତ ଆନୁକୂଲ୍ୟରେ ତିନିଦିନିଆ ୟୁକେ-ଇଣ୍ଡିଆ ହେଲ୍‍ଥଟେକ୍‍ ବୁଟ୍‍କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦେଶର ବିଭିନ୍ନ ରାଜ୍ୟରୁ ଡିଜିଟାଲ୍‍…

ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ ପାଇଁ ସରକାର ଗଠନ କଲେ ଟାସ୍କ ଫୋର୍ସ

ଭୁବନେଶ୍ୱର: ଡ୍ରାଇଭର ସଂଘର ଆନ୍ଦୋଳନ ତୀବ୍ର ରୂପ ଧାରଣ କରୁଥିବା ବେଳେ ଆଜି ମୁଖ୍ୟ ଶାସନ ସଚିବ ସେମାନଙ୍କ ଆଲୋଚନା କରିଛନ୍ତି । ୩ ମାସ ମଧ୍ୟରେ ଡ୍ରାଇଭର ଏକତା ମହାସଂଘର ଦାବି ପୂରଣ ନେଇ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଡ୍ରାଇଭରଙ୍କ…

ଡ୍ରାଇଭରଙ୍କ ଆନ୍ଦୋଳନ, ପେଟ୍ରୋଲ ପମ୍ପରୁ ସରି ଆସୁଛି ପେଟ୍ରୋଲ ଓ ଡିଜେଲ୍

ଭୁବନେଶ୍ୱର: ଷ୍ଟିୟରିଂ ଛାଡ଼ି ନାକେଦମ୍ କଲେଣି ଡ୍ରାଇଭର । ଜାତୀୟ ରାଜପଥରେ ଡ୍ରାଇଭରଙ୍କ ରାସ୍ତାରୋକ ଯୋଗୁଁ ମାଲବାହୀ ଗାଡ଼ି ଗଡ଼ୁ ନାହିଁ । ଅନ୍ୟ ପଟେ ରାଜଧାନୀ ଭୁବନେଶ୍ୱର ସମେତ ଅନେକ ସହରରେ ଦେଖା ଦେଇଛି ପେଟ୍ରୋଲ ଓ ଡିଜେଲ୍ ଅଭାବ । ଡ୍ରାଇଭର ଏକତା ମହାମଞ୍ଚର ଆନ୍ଦୋଳନ ପାଇଁ ସହର…

୨୦ ସକାଳ ଯାଏ ଘଡ଼ଘଡ଼ି ବର୍ଷା, ୧୮ରେ ଛେଚିବ କୁଆପଥର

ଭୁବନେଶ୍ୱର: ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ ଲାଗି ରହିଛି । ପଶ୍ଚିମା ଝଡ଼ ପ୍ରଭାବରେ ୧୭ ସକାଳ ୮ଟା ୩୦ ଯାଏ ଘଡ଼ଘଡ଼ି ଓ ବର୍ଷା ନେଇ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ବରଗଡ଼, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ବର୍ଷା…

କିମ୍‍ସ କ୍ୟାନସର୍‍ ସେଣ୍ଟରରେ ଆରମ୍ଭ ହେଲା ରେଡିଏସନ୍‍ ଅଙ୍କୋଲୋଜି କ୍ଲିନିକାଲ୍‍ ସେବା

ଭୁବନେଶ୍ୱର: କର୍କଟ ରୋଗୀଙ୍କ ପାଇଁ ଖୁସି ଖବର । ମାର୍ଚ୍ଚ ୧୪ ତାରିଖଠାରୁ ଆରମ୍ଭ ହୋଇଛି କିମ୍‍ସ କ୍ୟାନ୍‍ସର୍‍ ସେଣ୍ଟରର ରେଡିଏସନ୍‍ ଅଙ୍କୋଲୋଜି କ୍ଲିନିକାଲ ସେବା । ଏଠାରେ ଏଣିକି କର୍କଟ ରୋଗୀଙ୍କ ପାଇଁ ରେଡିଓଥେରାପୀ ଅଭ୍ୟାସ ଏବଂ ଏଥିସହ ସଂଶ୍ଳିଷ୍ଟ ଗବେଷଣା କାର୍ଯ୍ୟ ଓ ରୋଗୀ ସେବା…

କାନାଡାରୁ ଫେରିବେ ୭୦୦ ଭାରତୀୟ ଛାତ୍ର

ନୂଆଦିଲ୍ଲୀ: କାନାଡାର ଜଷ୍ଟିନ ଟ୍ରୁଡୋ ସରକାର ଭାରତର ୭୦୦ ଛାତ୍ରଙ୍କୁ ସ୍ୱଦେଶ ଫେରିଯିବା ପାଇଁ କହିଛନ୍ତି । କାନାଡିଆନ ବର୍ଡର ସିକ୍ୟୁରିଟି ଫୋର୍ସ ଏଜେନ୍ସି ଏହି ସମସ୍ତ ଛାତ୍ରଙ୍କ ବିରୋଧରେ ଡିର୍ପୋଟେଶନ ଜାରୀ କରିଛି । ଏମାନେ ସମସ୍ତେ ୨୦୧୮ ପରେ ଷ୍ଟଡି ପ୍ରୋଗ୍ରାମ ମାଧ୍ୟମରେ କାନାଡାରେ…

ଡ୍ରାଇଭରଙ୍କୁ ନେଇ ଗୃହ ଭିତରେ ବାହାରେ ଝଡ଼

ଭୁବନେଶ୍ୱର: ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ତୀବ୍ର ରୂପ ନେଉଛି। ରାଜ୍ୟବ୍ୟାପୀ ଏହି ଆନ୍ଦୋଳନ ଯୋଗୁ ଯାତାୟାତ ପରିବହନ ଆଦି ବ୍ୟାପକ ଭାବେ ବାଧାପ୍ରାପ୍ତ ହେବା ସହ ବିଭିନ୍ନ ସ୍ଥାନରେ ଡ୍ରାଇଭରଙ୍କ ବିକ୍ଷୋଭ ଯୋଗୁ ସ୍ଥିତି ସଙ୍ଗୀନ ହୋଇଛି। ୧୦ ଦଫା ଦାବି ନେଇ ଜିଲ୍ଲା ସ୍ତରଠୁ ଆରମ୍ଭ…

ରାଜନଗରରୁ ଧ୍ରୁବଙ୍କ ବଦଳରେ ଅଂଶୁମାନ !

ଭୁବନେଶ୍ୱର: କେନ୍ଦ୍ରାପଡା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀର ଏଥର ବିଜେଡି ପ୍ରାର୍ଥୀ କିଏ ହେବ। ବର୍ତ୍ତମାନର ବିଜେଡି ବିଧାୟକ ଧ୍ରୁବ ସାହୁ ହିଁ ପ୍ରାର୍ଥୀ ହେବେ ନା ଆଉ କିଏ ପ୍ରାର୍ଥୀ ହେବ। କଂଗ୍ରେସର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ବିଜେଡିରେ ମିଶିବା ସହ ରାଜନଗରରୁ ବିଧାୟକ…

ରହସ୍ୟରେ ରହିଯିବ ଅର୍ଚ୍ଚନା ନାଗ ପେଡିର ସତ !

ଭୁବନେଶ୍ୱର: କୁଆଡେ ଗଲା ଅର୍ଚ୍ଚନା ନାଗ ପ୍ରସଙ୍ଗ। ନିଜର ନାଗ ଫାଶରେ ପ୍ରମୁଖ ଦଳର ବଡ଼ ବଡ଼ ନେତା, ବ୍ୟବସାୟୀ,ପୋଲିସ, ଅଫିସର, ସିନେ ଦୁନିଆର ହସ୍ତୀଙ୍କ ସମେତ ସମାଜର ଆଗଧାଡ଼ିର ଲୋକଙ୍କୁ ଫସାଇଥିବା ଅର୍ଚ୍ଚନା ପ୍ରସଙ୍ଗକୁ ନେଇ ଆଉ ଚର୍ଚ୍ଚା ହେଉ ନାହିଁ। କେତେ ନେତାଙ୍କର ଅର୍ଚ୍ଚନାଙ୍କ ସହ…