ଏକ ଭାରତ ଶ୍ରେଷ୍ଠ ଭାରତ ଜୋନାଲ ଶୁଟିଂବଲ ଚାମ୍ପିୟନଶିପ ଉଦଯାପିତ
ପୁରୀ: ସ୍ଥାନୀୟ ଝାଡେଶ୍ୱରୀ କ୍ଲବରେ ଆୟୋଜିତ ଏକ ଭାରତ ଶ୍ରେଷ୍ଠ ଭାରତ ଜୋନାଲ ଶୁଟିଂବଲ ଚାମ୍ପିୟନଶିପ ଗୁରୁବାର ଉଦଯାପିତ ହୋଇଯାଇଛି । ଏହି ଚାମ୍ପିୟନିପରେ ୨ଟି ରାଜ୍ୟର ଟିମକୁ ମିଳିତ ଭାବେ ଗୋଟିଏ ଦଳ ଭାବେ ଖେଳାଯାଇଥିଲା । ପୁରୁଷ ବିଭାଗରେ ମଧ୍ୟପ୍ରଦେଶ-ନାଗାଲାଣ୍ଡ ଟାଇଟଲ ହାସଲ କରିଥିବା…