Latest Odisha News

BREAKING NEWS

Yearly Archives

2023

ନିଜ ପାଇଁ ନିଜେ: ଗରମ ପାଇଁ ପାଇପ୍ ଧରି ଗାଧୋଉଛି ହାତୀ

କୁହାଯାଏ ଯେ, ହାତୀ ସବୁଠାରୁ ବୁଦ୍ଧିମାନ ପ୍ରାଣୀ । ହାତୀର ଜ୍ଞାନ ଓ ପରସ୍ଥିତି ଅନୁଯାୟୀ ନିଷ୍ପତ୍ତି ନେବା ଅନ୍ୟ ପ୍ରାଣୀଙ୍କ ତୁଳନାରେ ଅଧିକ ତୀକ୍ଷ୍‌ଣ । ସେଥିପାଇଁ ହାତୀ ଲୋକମାନଙ୍କୁ ନିଜର ଅନୁଗାମୀ କରିପାରେ । କିନ୍ତୁ ଯଦି ଲୋକମାନେ ହାତୀକୁୁ ହଇରାଣ କରନ୍ତି, ତେବେ ସେମାନେ ନିଜ…

ଅଜବ ବିବାହ: ବିବାହର ୨୪ ଘଣ୍ଟା ଭିତରେ ଛାଡପତ୍ର

ବିବାହ ହେଉଛି ଏକ ପବିତ୍ର ବନ୍ଧନ । ଆମ ଦେଶରେ ବିବାହ କୌଣସି ଥଟ୍ଟା କିମ୍ବା ଖେଳ ନୁହେଁ । ଯଦି ଥରେ ବିବାହ ଅନୁଷ୍ଠିତ ହୁଏ, ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଏହାକୁ ବଜାୟ ରଖିବା ପାଇଁ ପ୍ରୟାସ କରାଯାଏ । ବିଦେଶରେ କିନ୍ତୁ ସେପରି ଦେଖିବାକୁ ମିଳେ ନାହିଁ । ଆଜି ଆମେ ଆପଣଙ୍କୁ ଏପରି ଏକ ଅଜବ…

ପୁରୀରେ ଆଦର୍ଶ ଗୁରୁକୂଳ ପାଇଁ ଖୁବଶୀଘ୍ର ଡକାଯିବ ଟେଣ୍ଡର

ପୁରୀ: ଖୁବଶୀଘ୍ର ସେବାୟତ ପରିବାରର ବିଦ୍ୟାର୍ଥୀଙ୍କ ପାଇଁ ନିର୍ମାଣ ହେବ ଆଦର୍ଶ ଗୁରୁକୂଳ । ଏଥିପାଇଁ ଟେଣ୍ଡର ଡକାଯିବା ପରେ ଭୂମିପୂଜନ କରାଯାଇ ଗୁରୁକୂଳ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ସମୁଦାୟ ୩୨ ଏକର ଜମିରେ ଏକାଡେମିକ ଭବନ, ଯଜ୍ଞ ଶାଳା, ଖେଳ ପଡ଼ିଆ, ହଷ୍ଟେଲ ଆଦି ନିର୍ମାଣ କରାଯିବ ।…

ଅଜବ ନିୟମ: ପେଟପୁରା ଖାଆନ୍ତୁ, ନଷ୍ଟ କଲେ ଭରିବେ ଜରିମାନା

ଇନ୍ଦୋର: ୬୦ ଟଙ୍କାରେ ପେଟ ଭରି ଖାଆନ୍ତୁ । କିନ୍ତୁ ଖାଦ୍ୟ ନଷ୍ଟ କଲେ ଜରିମାନା ଭରିବାକୁ ପଡ଼ିବ । ଏମିତି ଅଜବ ନିୟମ ରଖିଛି ଇନ୍ଦୋର ସହରରେ ଥିବା ଏକ ହୋଟେଲ, ଯାହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଚର୍ଚ୍ଚା । ଜରିମାନା ସମ୍ବନ୍ଧୀୟ ସୂଚନା ମଧ୍ୟ ହୋଟେଲ କାନ୍ଥରେ ଉଲ୍ଲେଖ ରହିଛି ।…

ଓଡ଼ିଶା ସଚିବାଳୟ ସେବା ସଂଘ ପକ୍ଷରୁ କାର୍ଯ୍ୟକ୍ରମ ‘ଅଭ୍ୟାନ୍ନ’ ଉଦଘାଟିତ

ଭୁବନେଶ୍ୱର: ଓଡ଼ିଶା ସଚିବାଳୟ ସେବା ସଂଘ ତରଫରୁ ଲୋକ ସେବା ଭବନ ପରିସରରେ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ କାର୍ଯ୍ୟକ୍ରମ 'ଅଭ୍ୟାନ୍ନ' ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉନ୍ନୟନ ଆୟୁକ୍ତ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କାର୍ଯ୍ୟକ୍ରମକୁ…

ବେଦାନ୍ତ ଆଲୁମିନିୟମ୍ ଓ ଡାଲମିଆ ସିମେଣ୍ଟ ସହଯୋଗିତାରେ ଉତ୍ପାଦନ ହେବ ସ୍ୱଳ୍ପ କାର୍ବନ ସିମେଣ୍ଟ

ଭୁବନେଶ୍ୱର: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଡାଲମିଆ ସିମେଣ୍ଟସହିତ ଫ୍ଲାଏ ଆଶ ପାଉଁଶ ଭଳି ଶିଳ୍ପ ବର୍ଜ୍ୟବସ୍ତୁ ଯୋଗାଣ ପାଇଁ ଦୀର୍ଘଦିନ ହେଲା ସହଯୋଗିତା କରି ଆସୁଛି ଓ ସ୍ୱଳ୍ପ ଅଙ୍ଗାରକାମ୍ଳ ସିମେଣ୍ଟ ଉତ୍ପାଦନ ପାଇଁ ପଟ ଲାଇନିଂ ଖର୍ଚ୍ଚ କରୁଛି । ଏହି…

ଇତିହାସ ରଚିଲା: ୭ଟି ଓସ୍କାର ଆୱାର୍ଡ ହାତେଇଲା ହଲିଉଡ଼ ଫିଲ୍ମ

ମୁମ୍ବାଇ: ସଦ୍ୟଘୋଷିତ ୯୫ ତମ ଓସ୍କାର ଆୱାର୍ଡ ଉତ୍ସବରେ ଭାରତ ଦୁଇଟି ପୁରସ୍କାର ଜିତିଛି, ଯାହାକୁ ନେଇ ସାରା ଦେଶ ଗର୍ବ କରିଛି । ଏଭଳି ସମୟରେ ଏହି ଓସ୍କାର ଆୱାର୍ଡ ଉତ୍ସବରେ ହଲିଉଡର ଏକ ଫିଲ୍ମ ଏକାଥରକେ ୭ଟି ଆୱାର୍ଡ ହାତେଇ ଇତିହାସ ରଚିଛି । ଫିଲ୍ମଟି ହେଲା ‘ଏଭ୍ରିଥିଙ୍ଗ ଏଭ୍ରିହୋୟାର ଅଲ…

ବିବାହର ୧୮ ବର୍ଷ ପରେ ମାଆ ହେଲେ ଅଭିନେତ୍ରୀ ଶିଳ୍ପା

ମୁମ୍ବାଇ: ବିବାହର ଦୀର୍ଘ ୧୮ ବର୍ଷ ପରେ ମାଆ ହୋଇଛନ୍ତି ଟେଲି ଅଭିନେତ୍ରୀ ଶିଳ୍ପା ସାକଲାନି । ଶିଳ୍ପା ନିକଟରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ମାଆ ହେବା ପରେ ସେ ବହୁତ ଖୁସି ଥିବା ପ୍ରକାଶ କରିଛନ୍ତି । ଏକତା କପୁରଙ୍କ ଲୋକପ୍ରିୟ ଧାରାବାହିକ ‘କ୍ୟୁଙ୍କି ସାସ୍ ଭି କଭି ବୋହୂ ଥି'ରେ…

ବିରଳ ପ୍ରଜାତିର ଧଳା ହରିଣକୁ ନେଇ ଚର୍ଚ୍ଚା

ୟୁପି: ଆଜିକାଲି ଭାରତୀୟ ବନ ସେବାର ଅନେକ ଅଧିକାରୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି । ଅନେକ ଅଧିକାରୀ ଏପରି ଭିଡିଓ ଏବଂ ଫଟୋ ପୋଷ୍ଟ କରୁଛନ୍ତି ଯେଉଁଠାରୁ ଆମେ ବନ୍ୟ ଜନ୍ତୁ ଏବଂ ଜଙ୍ଗଲ ବିଷୟରେ ବହୁତ ସୂଚନା ପାଇପାରୁଛୁ । ନିକଟରେ ଜଣେ ଆଇଏଫଏସ ଅଧିକାରୀ ଏକ ବିରଳ ଆଲବିନୋ ହରିଣର ଫଟୋ…

୧୦ ବର୍ଷରେ ଓଡିଶାରେ କେତୋଟି ମାମଲାରେ ତଦନ୍ତ କରିଛି କ୍ରାଇମ୍‌ବ୍ରାଞ୍ଚ ? ଉତ୍ତର ରଖିଲେ ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ କ୍ରାଇମବ୍ରାଞ୍ଚର ତଦନ୍ତ କାର୍ଯ୍ୟକୁ ନେଇ ପଚରାଯାଇଥିବା ଏକ ପ୍ରଶ୍ନରେ ବିଧାନସଭାରେ ଉତ୍ତର ରଖିଛନ୍ତି ସ୍ଵରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା। ରାଜ୍ୟରେ ଗତ ୧୦ ବର୍ଷ (୨୦୧୩ରୁ ୨୦୨୨) ମଧ୍ୟ‌ରେ କ୍ରାଇମ୍‌ବ୍ରାଞ୍ଚ ମୋଟ ୨୨୫ଟି ମାମଲାର ତଦନ୍ତ କରିଛି…