Latest Odisha News

BREAKING NEWS

Yearly Archives

2023

ଆର୍ଥିକ ପରିଚାଳନାରେ ଓଡ଼ିଶା ଦେଶରେ ଏକ ନମ୍ବର : ନିରଞ୍ଜନ ପୂଜାରୀ

ଭୁବନେଶ୍ୱର : ଦିନେ ବିତ୍ତୀୟ ନିଅଣ୍ଟ ରାଜ୍ୟର ଅଭାବରେ ଓଡ଼ିଶା ଗଣା ଯାଉଥିବା ବେଳେ ଏବେ ରାଜସ୍ୱ ବଳକା ରାଜ୍ୟରେ ପରିଣତ ହୋଇ ପାରିଛି। ତେଣୁ ଆର୍ଥିକ ପରିଚାଳନାରେ ଓଡ଼ିଶା ଏକ ନମ୍ବର ବୋଲି ବିଧାନସଭା ବଜେଟ୍ ପ୍ରଶ୍ନକାଳରେ ଉତ୍ତର ରଖିଛନ୍ତି ନିରଞ୍ଜନ ପୂଜାରୀ ।ଆଜି ବିଧାନସଭାର ପ୍ରଶ୍ନକାଳ…

ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ମହୁମାଛି ଆକ୍ରମଣ; ଶିକ୍ଷକଙ୍କ ସହ ୧୦ ଛାତ୍ରଛାତ୍ରୀ ଗୁରୁତର

କେନ୍ଦୁୂଝର:ମାଟ୍ରିକ ପରୀକ୍ଷା କେନ୍ଦ୍ର ଆଗରେ ମହୁମାଛି  ଆକ୍ରମଣ  । ମହୁମାଛି ଆକ୍ରମଣରେ  ଜଣେ ଶିକ୍ଷକଙ୍କ ସହିତ ୧୦ ଜଣ  ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି । ଏପରି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ । ଆଜି ସକାଳ…

ଦୁଇ ସ୍କୁଲ ବନ୍ଧୁଙ୍କ ପ୍ରେମ କାହାଣୀ କହିବ ‘ମନ ମ୍ୟୁଜିୟମ’

ଭୁବନେଶ୍ୱର:ଦୁଇ ସ୍କୁଲ ବନ୍ଧୁଙ୍କ ପ୍ରେମ କାହାଣୀ କହିବ ମନ ମ୍ୟୁଜିୟମ । ପ୍ରେମ ଏକ ଶୁଦ୍ଧ ବନ୍ଧନ । ସମୟ ମଧ୍ୟରେ ସେହି ବନ୍ଧନ କିପରି ବିକଶିତ ହୁଏ ତାହା ଦେଖାଇବ ମନ ମ୍ୟୁଜିୟମ । ମନ ମୃୁଜିୟମରେ ଅଛି ନିଆରା ବାର୍ତ୍ତା ।  ଜଣେ ସିନେମାଟୋଗ୍ରାଫରଙ୍କ କାହାଣୀକୁ ନେଇ ସଙ୍ଗୀତା ମହାନ୍ତିଙ୍କ…

ଆସୁଛି ଆଉ ଏକ ପଶ୍ଚିମାଝଡ଼ ! ୧୫ରୁ ବିଜୁଳି-ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଗରମରୁ ରାଜ୍ୟବାସୀଙ୍କୁ ମିଳିବ ଆଶ୍ବସ୍ତି ! କାରଣ ପଶ୍ଚିମାଝଡ଼ ପ୍ରଭାବରେ ୧୫ ତାରିଖରୁ ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବା କହିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପଶ୍ଚିମାଝଡ଼ ପ୍ରଭାବରେ ୧୫, ୧୬ ଓ ୧୭ ତାରିଖରେ ବିଜୁଳି, ଘଡ଼ଘଡ଼ି ବର୍ଷା ସହ…

ମୋଦିଙ୍କୁ ଖଡଗେଙ୍କ ଟାର୍ଗେଟ ! କହିଲେ, ତାନାଶାହ ପରି ଦେଶ ଚଳାଉଛନ୍ତି ପିଏମ୍

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ସଂସଦ ପରିସରରେ ପରୋକ୍ଷରେ ତାନାଶାହ ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ. ଗଣମାଧ୍ୟମରେ ଖଡଗେ କହିଛନ୍ତି, ମୋଦି ନିଜେ ଗଣତନ୍ତ୍ରର ହତ୍ୟା କରୁଛନ୍ତି ଓ କେନ୍ଦ୍ରୀୟ ଏଜେନସିର ଅପବ୍ୟବହାର କରୁଛନ୍ତି, ଯେଉଁଠି…

କରଜରେ ଡୁବି ଗଲାଣି ପାକିସ୍ତାନ, ଶ୍ରୀଲଙ୍କା ଭ‌ଳି ହେବା ପରିସ୍ଥିତି !

ପଡୋଶୀ ପାକିସ୍ତାନର ହାଲ୍ ଏବେ ଆହୁରି ବେହାଲ ! 20 ଲକ୍ଷ କୋଟିର ବୈଦେଶିକ ଋଣ, ଖରାପ ଅର୍ଥ ବ୍ୟବସ୍ଥା ଓ ରାଜନୈତିକ ଅସ୍ଥିରତା ଭିତରେ ପେଶି ହେଉଛନ୍ତି ପାକିସ୍ତାନର ବାସିନ୍ଦା. ଏସବୁ ଭିତରେ ଦେଶର ସ୍ଥିତି ସୁଧାରିବାକୁ ସାଧାରଣ ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏହା ସମ୍ଭବ ହେବ…

ସ୍କୁଲ ଛାତରୁ ଖସୁଛି ଅତଡ଼ା, ମଣ୍ଡପରେ ଚାଲିଛି ଛାତ୍ରଛାତ୍ରୀଙ୍କ ପାଠପଢ଼ା

ନୂଆପଡ଼ା : ଭୁଶୁଡିପଡିଛି ଶିକ୍ଷା ବ୍ୟବସ୍ଥା । ଭଙ୍ଗା ଦଦରା ଅବସ୍ଥାରେ ପଡି ରହିଛି ପ୍ରାଥମିକ ସ୍କୁଲ। ମଣ୍ଡପରେ ଚାଲିଛି ପାଠ ପଢା  । ଏ ଦୃଶ୍ୟ ହେଉଛି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବରଗାଁ ଠାରେ ଥିବା ଶବରପଡା ସରକାରୀ ପ୍ରକଳ୍ପ ପଥମିକ ବିଦ୍ୟାଳୟର ଅବସ୍ଥା  । ସ୍କୁଲ ଘର ଭାଙ୍ଗିଯିବାରୁ…

ଦିଲ୍ଲୀରେ ବଢିଲା ବିଧାୟକ ଓ ମନ୍ତ୍ରୀଙ୍କ ବେତନ: ଜାଣନ୍ତୁ, ମାସିକ କିଏ ପାଇବେ କେତେ ଦରମା

ନୂଆଦିଲ୍ଲୀ: ବଢିଲା ଦିଲ୍ଲୀ ବିଧାୟକ ଏବଂ ମନ୍ତ୍ରୀଙ୍କ ଦରମା । ଦିଲ୍ଲୀ ବିଧାନସଭାର ବିଧାୟକଙ୍କ ଦରମାରେ ପ୍ରାୟ ୬୭ ପ୍ରତିଶତ ବୃଦ୍ଧି ଘଟିଛି । ସଂଶୋଧିତ  ବେତନ ହାର ଅନୁଯାୟୀ ବିଧାୟକମାନେ ମାସିକ ୯୦ ହଜାର ଟଙ୍କା ବେତନ ପାଇବେ । ବର୍ତ୍ତମାନ ବିଧାୟକଙ୍କ ମାସିକ ଦରମା  ୫୪  ହଜାର ଟଙ୍କା…

ଓସ୍କାର ବିଜେତାଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ଭାରତ ପାଇଁ ଏକ ଐତିହାସିକ ଦିନ । ଏସଏସ ରାଜେମୌଲିଙ୍କର ଫିଲ୍ମ RRRର ନାଟୁ ନାଟୁ ଗୀତକୁ ମିଳିଛି ଓସ୍କାର ସମ୍ମାନ । ବେଷ୍ଟ ଅରିଜିନାଲ ସଙ୍ଗ ପାଇଁ ନୋମିନେଟେ ହୋଇଥିଲା ନାଟୁ-ନାଟୁ ଗୀତ । ଶେଷରେ ସବୁ ଗୀତକୁ ପଛରେ ପକାଇ ଓସ୍କାର ପୁରସ୍କାର ହାତେଇଛି  ‘ନାଟୁ ନାଟୁ’ ଗୀତ…

ଭାରତକୁ ଡବ୍ଲ୍ୟୁଟିସି ଫାଇନାଲ ଟିକେଟ ଉପହାର ଦେଲା ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ଚମତ୍କାର ପ୍ରଦର୍ଶନ ଯୋଗୁ ଭାରତ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ କରିଛି । ଫାଇନାଲରେ ପ୍ରବେଶ ପାଇଁ ଭାରତକୁ ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତିମ ଟେଷ୍ଟରେ ବିଜୟ ହାସଲ ଏକ ପ୍ରକାର ଜରୁରୀ ହୋଇ ପଡିଥିଲା । ତେବେ ନ୍ୟୁଜିଲାଣ୍ଡ ସଂଘର୍ଷପୂର୍ଣ୍ଣ…