କେନାଲ ନିର୍ମାଣରେ ବ୍ୟାପକ ଦୁର୍ନୀତି, ନିମ୍ନମାନର କାର୍ଯ୍ୟ କରି କୋଟିକୋଟି ଟଙ୍କା ଆତ୍ମସାତ
ନୂଆପଡ଼ା : ପୁଣି ସାମ୍ନାକୁ ଆସିଲା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ବିଭାଗର ଦୁର୍ନୀତି । ପୂର୍ବରୁ ଅନେକ ଥର ଏହି ବିଭାଗରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ଆସିଥିବା ବେଳେ ବର୍ତ୍ତମାନ ଏହା ଦ୍ଵିଗୁଣିତ ହୋଇଛି । କେନାଲରେ ନିମ୍ନମାନର କାମ କରି ଆତ୍ମସାତ କରୁଛନ୍ତି କୋଟି କୋଟି ଟଙ୍କା ।…