Latest Odisha News

BREAKING NEWS

Yearly Archives

2023

ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ ସରକାର ସମ୍ବେଦନଶୀଳ ନଥିଲେ: ସିସୋର ସଂସ୍ଥାପକ ପ୍ରଶାନ୍ତ ଦାଶ

ଭୁବନେଶ୍ୱର: ଆଗକୁ ନିର୍ବାଚନ । ପୂର୍ବଭଳି ବିଜେଡି-ବିଜେପି ମଧୁର ସମ୍ପର୍କ ନାହିଁ । ରାଜନୀତି ମଧ୍ୟ ତେଜିଲାଣି । ଏହାରି ଭିତରେ ଚିଟଫଣ୍ଡ ପ୍ରସଙ୍ଗ ମୁଣ୍ଡଟେକିବ ବୋଲି ଇସାରା ଦେଲାଣି । ୨୦୧୪ ନିର୍ବାଚନ ବେଳେ ଶାସକ ଦଳ ସମେତ ସରକାର ମଧ୍ୟ ଚିଟଫଣ୍ଡ ଟଙ୍କା ଫେରାଇବେ ବୋଲି କହିଥିଲେ । ଏହାରି…

ବଦଳିଲା ବିଏମସି ଅଫିସର ଠିକଣା, ନୂଆ କୋଠାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରର ସତ୍ୟ ନଗର ଅଞ୍ଚଳରେ ଥିବା ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ୧୨ ମହଲା ବିଶିଷ୍ଟ ନୂଆ କୋଠାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ନବୀନ ପଟ୍ଟନାୟକ 'ସଫା'  ଆପର ଲୋକାର୍ପଣ କରିଛନ୍ତି। ଏବେଠାରୁ ବିଏମସି ତା'ର ନୂଆ ଠିକଣାରେ କାମ…

ପୁଟିନଙ୍କ ଆଉ ଜଣେ ସହଯୋଗୀ ୧୬ ମହଲାରୁ ଡେଇଁ କଲେ ଆତ୍ମହତ୍ୟା

ଓଡ଼ିଶା ସମ୍ବାଦ ବ୍ୟୁରୋ : ୟୁକ୍ରେନରେ ଭ୍ଲାଦିମିର ପୁଟିନଙ୍କ ଯୁଦ୍ଧ ପାଇଁ ପାଣ୍ଠି ଯୋଗାଡ଼ କରିବାରେ ୟାଙ୍କିନା ପ୍ରମୁଖ ବ୍ୟକ୍ତି ଥିଲେ । ଏବେ ସେ ୧୬ ମହଲାର ଏକ ଝରକାରୁ ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ୟୁକ୍ରେନ୍ ବିପକ୍ଷ ଯୁଦ୍ଧରେ ସେ ଗୁରୁ ଦାୟିତ୍ୱ ତୁଲାଉଥିଲେ । ଏବ ସେ କାହିଁକି…

ଭୁବନେଶ୍ୱରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ପୋଷ୍ଟ ବଜେଟ ଆଲୋଚନାରେ ଯୋଗ ଦେବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ସଂଧ୍ୟାରେ ଆସି ଭୁବନେଶ୍ୱର ପହଂଚିଛନ୍ତି । ଶୁକ୍ରବାର ସେ ହୋଟେଲ ‘ମେ ଫେୟାର’ରେ ପୋଷ୍ଟ ବଜେଟ ଆଲୋଚନା ଚକ୍ରରେ ଯୋଗ ଦେବୋ…

ସାଧାରଣ ଜନତା ଓ ଛାତ୍ରଛାତ୍ରୀଙ୍କୁ ‘ମୋ ସାଇକେଲ୍‌’ ଦେବ ବିଏମସି

ଭୁବନେଶ୍ୱର: ରାଜଧାନୀରେ 'ମୋ ସାଇକେଲ୍‌' ଯୋଜନାରେ କିଣାଯାଇଥିବା ସାଇକେଲ୍ ମରାମତି କରାଯାଇ ଭୁବନେଶ୍ୱରରେ ସାଧାରଣ ଜନତା ଓ ଛାତ୍ରଛାତ୍ରୀଙ୍କୁ ଦିଆଯିବ। ତିନି ବର୍ଷରୁ ଅଧିକ ସମୟ ଧର ଖରା, ବର୍ଷା, ଶୀତ କାକରରେ ପଡି ଅବ୍ୟବହୃତ ହୋଇ ପଡିରହିବା ପରେ ପ୍ରଶାସନ ଏପରି ନିଷ୍ପତି ନେଇଛି ।…

ଅନୁଭବ-ବର୍ଷା ବିବାହ ବିଚ୍ଛେଦ ମାମଲାରେ ୪ର୍ଥ ଥର ପାଇଁ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ

କଟକ: ବିଜୁ ଜନତା ଦଳର ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଦାମ୍ପତ୍ୟ କଳହ ମାମଲାର ଶୁଣାଣି ଗୁରୁବାର କଟକ ଫ୍ୟାମିଲି କୋର୍ଟରେ ହୋଇଛି । ପୂର୍ବରୁ କୋର୍ଟ ଅନୁଭବ ମହାନ୍ତିଙ୍କ ବୟାନ ରେକର୍ଡ କରିସାରିଥିବା ବେଳେ ଗୁରୁବାର ଚତୁର୍ଥ ଥର ପାଇଁ…

ବିରୋଧୀ ଦଳ ନେତାଙ୍କୁ ବିଜେଡି ନେତାଙ୍କ ଖୋଲା ଧମକ, ବିଜେପି କହିଲା ସେ ଜଣେ ‘ଗୁଣ୍ଡା’

ଭୁବନେଶ୍ୱର: ଯେତେବେଳେ ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏବଂ ଜଣେ ମହିଳା ପୁଲିସ ଅଧିକାରୀଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉନାହଁ । ଏହି ସମୟରେ ପୂର୍ବତନ ଆଇପିଏସ୍ ଅଧିକାରୀ ତଥା ବିଜେଡି ନେତା ଅରୂପ ପଟ୍ଟନାୟକଙ୍କ ବୟାନ ଏବେ ଶାସକ ଦଳ ଓ ବିଜେପି ମଧ୍ୟରେ ବାକ୍…

ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟିଙ୍କ ତାଲିମ ପାଇଁ ସୋଆ ଏବଂ ଜିଏମ୍‌ଆର୍ ଗ୍ରୁପ୍ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର: ପାରସ୍ପରିକ ସହଯୋଗ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଜିଏମ୍‌ଆର୍ କମଳଙ୍ଗା ଏନର୍ଜି ଲିମିଟେଡ୍ (ଜିକେଇଏଲ୍‌) ଢ଼େଙ୍କାନାଳ ମଧ୍ୟରେ ଗୁରୁବାର ଏକ ବୁଝାମଣା ସ୍ୱାକ୍ଷରିତ ହୋଇଯାଇଛି । ଏହି ବୁଝାମଣା ଅନୁଯାୟୀ ଶିଳ୍ପ କ୍ଷେତ୍ରରେ ଅଧିକ ସମ୍ପୃକ୍ତ ହେବା ସହ ଜ୍ଞାନ ଆହରଣ…

ଆରମ୍ଭ ହେଲା କୃଷି ଓଡ଼ିଶା ୨୦୨୩; ୫ ଚାଷୀ, ୫ ଏସ୍‌ଏଚ୍‌ଜି ସମ୍ବର୍ନ୍ଧିତ

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ କୃଷି କ୍ଷେତ୍ରରେ ଟେକ୍ନୋଲୋଜି ଦ୍ୱାରା ପରିଚାଳିତ ବିକାଶ ଉପରେ ସରକାର ଧ୍ୟାନ ଦେଉଛନ୍ତି । କୃଷି କ୍ଷେତ୍ରରେ ବୈଷୟିକ ହସ୍ତକ୍ଷେପ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଏବଂ କହଛନ୍ତି ଯେ ସରକାର କୃଷି କ୍ଷେତ୍ରରେ…

ଶେଷ ହେଲା କିଟ୍‍ ରୌପ୍ୟ ଜୟନ୍ତୀ ସମାରୋହ

ଭୁବନେଶ୍ୱର: ଦୀର୍ଘ ୩ମାସ ଧରି ଚାଲିଥିବା କିଟ୍‍ର ରୌପ୍ୟ ଜୟନ୍ତୀ ‘ସଏଲ ଟୁ ସିଲଭର’ ଶାନ୍ତି ଶୃଙ୍ଖଳାର ସହ ଉଦ୍‍ଯାପିତ ହୋଇଛି । କିଟ୍‍ର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଗତ ନଭେମ୍ବର ୧୬ରୁ କିଟ୍‍ ଉତ୍ସବମୁଖର ରହିଥିଲା । ଆଜି କିଟ୍‍ ବିଶ୍ୱବିଦ୍ୟାଳୟର ୧୯ତମ ପ୍ରତିଷ୍ଠା ଦିବସରେ ନିରାଡ଼ମ୍ବର…