ଅନୁବାଦ କବିତା : ମୁଁ ଚିନ୍ତିତ
ମୂଳ ହିନ୍ଦୀ : ଅଟଳ ବିହାରୀ ବାଜପେୟୀ
ଦ୍ରୁତ ଗତିରେ ଚାଲିଛି ବସ
ତା ପଛରେ ଛୁଟି ଚାଲିଛନ୍ତି ମଣିଷ
ପିଲାଙ୍କୁ ସମ୍ଭାଳୁ ସମ୍ଭାଳୁ ସ୍ତ୍ରୀଲୋକ
ସଡ଼କରେ ଏତେ ଧୂଳି ଉଡୁଛି ଯେ
ମତେ କିଛି ଦେଖା ଯାଉ ନାହିଁ
ମୁଁ ଚିନ୍ତା କରି ଚାଲିଛି।
ମୁରବୀମାନେ ଚିନ୍ତା କଲାବେଳେ
ଆଖି ବନ୍ଦ…