ଭାଷା ଭାଗବତ : ପ୍ରଚାରିତ ମିଥ୍ୟା
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ମିଛ ଶୁଣିଲେ ପ୍ରତି ଦିନ
ମଣିଷ ହୁଏ ବୋଧଶୂନ୍ୟ
ମିଛକୁ ସତ ବୋଲି ମାନି
କରେ ଜ୍ଞାନର ମାନହାନି
ଏପରି ଅଧିକାଂଶ ବ୍ୟକ୍ତି
ହରାଇ ବିଶ୍ଳେଷଣ ଶକ୍ତି
କରଂତି କଥାକୁ ବିଶ୍ବାସ
ହୁଅଂତି ପ୍ରଚାରର ଦାସ
ପ୍ରଚାର, ବିଚାର ପାର୍ଥକ୍ଯ
ବୁଝି…