Latest Odisha News

BREAKING NEWS

Yearly Archives

2023

ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ

ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ । କୁହାଯାଏ ଯେ ଯଦି କିଛି ନୂଆ ଏବଂ ଅଲଗା କରିବାର ଇଚ୍ଛାଶକ୍ତି ଥାଏ ତେବେ ବୟସ ବାଧା ସାଜିନଥାଏ । ଆପଣ ନିଶ୍ଚିତ ଭାବରେ ସୋସିଆଲ ମିଡିଆରେ ଏପରି ଅନେକ ଭିଡିଓ ଦେଖିଥିବେ, ଯେଉଁଥିରେ ବୃଦ୍ଧ ହେବା ସତ୍ତ୍ୱେ ଅନେକ ଲୋକ ଏପରି କାର୍ଯ୍ୟ କରନ୍ତି, ଯାହା…

ଆଜି କଂଗ୍ରେସରେ ସାମିଲ ହେବେ ପ୍ୟାରୀ ମହାପାତ୍ରଙ୍କ ଝିଅ

ଭୁବନେଶ୍ୱର: କଂଗ୍ରେସରେ ସାମିଲ ହେବେ ପୂର୍ବତନ ରାଜ୍ୟସଭା ସଦସ୍ୟ ସ୍ୱର୍ଗତ ପ୍ୟାରୀ ମୋହନ ମହାପାତ୍ରଙ୍କ ଝିଅ ସିକ୍ତା ପତି । ବୁଧବାର ପାର୍ଟି କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ସେ ଦଳରେ ସାମିଲ ହେବେ । ଏଥିପାଇଁ ଅପରାହ୍ନ ୫ଟାରେ ଭୁବନେଶ୍ୱର ଦଳୀୟ କାର୍ଯ୍ୟାଳୟରେ ଏକ ମିଶ୍ରଣ…

ISIS ସମର୍ଥନକାରୀଙ୍କୁ ଖୋଜୁଛି NIA; କେରଳ ଓ ତାମିଲନାଡୁରେ ୬୦ରୁ ଅଧିକ ସ୍ଥାନରେ ଚଢ଼ାଉ

ନୂଆଦିଲ୍ଲୀ: ଭାରତରେ ରହି ଆତଙ୍କବାଦୀ ସଂଗଠନ ISISକୁ ବଳ ଦେଉଥିବା ଅପରାଧିଙ୍କୁ ଖୋଜୁଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା NIA । ଏଥିପାଇଁ ତାମିଲନାଡୁରେ ଏବଂ କେରଳରେ ଚଢ଼ାଉ  ଜାରି ରହିଛି। ISIS ଭିଡିଓ ଜାରି କରି ଏମାନଙ୍କୁ ସଂଗଠନରେ ସାମିଲ୍ ହେବାକୁ ମତାଇଛି। ତେଣୁ ସେମାନଙ୍କୁ ଗିରଫ…

ବିଶ୍ୱର ସର୍ବବୃହତ ବେସାମରିକ ବିମାନ କ୍ରୟ ଚୁକ୍ତି; ୪୭୦ ବିମାନ କିଣିବାକୁ ଅର୍ଡର ଦେଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଇତିହାସ ରଚିଲା ଟାଟା ଗ୍ରୁପର ଏୟାର ଇଣ୍ଡିଆ। ବିଶ୍ୱର ବୃହତ ଘରୋଇ ବିମାନସେବା ପ୍ରଦାନକାରୀ ସଂସ୍ଥା ହେବା ଦୌଡ଼ରେ ଏୟାର ଇଣ୍ଡିଆ। ବିମାନ ସେବା ବିସ୍ତାର କରିବାକୁ  ଫ୍ରାନ୍ସ ଓ ଆମେରିକା ସହ ବଡ଼ ଡିଲ୍। ୪୭୦ ଯାତ୍ରୀବାହୀ ବିମାନ କିଣିବାକୁ…

ଲାଇନ୍‌ତ୍ୟୁତ ହେଲା ଗୋଦାବରୀ ଏକ୍ସପ୍ରେସ; ଟ୍ରେନ୍‌ ଟ୍ରାକ୍‌ରୁ ବାହାରିଗଲା ୬ ବଗି

ହାଇଦ୍ରାବାଦ: ଲାଇନ୍‌ତ୍ୟୁତ ହେଲା ଗୋଦାବରୀ ଏକ୍ସପ୍ରେସ। ବିଶାଖାପାଟନମରୁ ସିକନ୍ଦରାବାଦ ଯାଉଥିବା ବେଳେ ବୁଧବାର ସକାଳେ ଟ୍ରେନ୍‌ଟି ବିବିନଗରରୁ ଘାଟକେଶ୍ୱର ମଝିରେ ଲାଇନ୍‌ଚ୍ୟୁତ ହୋଇଛି। ଏକ୍ସପ୍ରେସ୍‌ରେ ୬ଟି  ବଗି ଲାଇନ୍‌ଚ୍ୟୁତ ହୋଇଥିବା ସୂଚନା ମିଳିଛି। ତେବେ ସୌଭାଗ୍ୟର କଥା ହେଲା…

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ଭାରତୀୟ ବଂଶୋଦ୍ଭବ ନିକ୍କି ହାଲି

ୱାଶିଂଟନ: ଆସନ୍ତା ବର୍ଷ ଅନୁଷ୍ଠିତ ହେବ ଆମେରିକା ରାଷ୍ଟ୍ରପତି ନିର୍ବାଚନ ।  ଭାରତୀୟ ବଂଶୋଦ୍ଭବ ତଥା ରିପବ୍ଲିକାନ ପାର୍ଟି ନେତା ନିକ୍କି ହାଲି  ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଲଢ଼ିବେ। ଏ ନେଇ ନିଜେ ନିକ୍କି ମଙ୍ଗଳବାର ଏକ ଭିଡିଓ ବାର୍ତ୍ତା ଦେଇ ଘୋଷଣା କରିଛନ୍ତି। ଭିଡିଓରେ ସେ…

ଦିଲ୍ଲୀରେ ଶ୍ରଦ୍ଧା ହତ୍ୟା ଘଟଣାର ପୁନରାବୃତ୍ତି : ଲିଭ୍ ଇନ୍ ପାର୍ଟନରକୁ ହତ୍ୟା କରି ଫ୍ରିଜରେ ରଖିଲେ ପ୍ରେମିକ

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଏକ ବିଭତ୍ସ ହତ୍ୟା ।  ଶ୍ରଦ୍ଧା ହତ୍ୟା ଘଟଣାର ହେଲା ପୁନରାବୃତ୍ତି  । ବାହାଘର ଦିନ ପ୍ରେମିକାକୁ ମାରି ଫ୍ରିଜରେ ରଖିଲା ପ୍ରେମିକ  । ପ୍ରେମିକାକୁ ମାରିବା ପରେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କଲା ୨୪ ବର୍ଷୀୟ ପ୍ରେମିକ ସାହିଲ ଗେହଲଟ । ସାହିଲଙ୍କୁ ଗିରଫ କରିଛି…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୪୬)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ତିନୋଟି ହେଲିକପ୍‌ଟର ଯେତେବେଳେ କୋଟିନଡ଼ାର ଆକାଶ ସୀମା ଅତିକ୍ରମ କଲା, ପଦ୍ମିନୀ ତା’ର ଚାରିପାଖକୁ ଆଖି ଘୂରାଇ ଆଣିଲା । ଅଗଣିତ ଜନସମୁଦ୍ରର କୋଳାହଳରେ ବିରାଟ ପ୍ରଶସ୍ଥ ପ୍ରାନ୍ତର ମୁଖରିତ ହୋଇ ଉଠୁଛି ।…

ସାରାଦିନ ପାହାଡ଼ ତଳେ

ସାରାଦିନ ପାହାଡ଼ ତଳେ ଗଜାନନ ମିଶ୍ର ସିଂହଛୁଆ ଭାବୁଥିଲି ବେ, ଶଳା ଘୁଷୁରୀ ଛୁଆଟା ଲଟପଟ ହେଉଛି କାଦୁଅରେ! କଣ ସବୁ ମୁଣ୍ଡଗାଡି କହିଯାଉଛି ମନକୁ ମନ। ଆରେ ହେ ଶୁଣ, କି ସ୍ୱର କି ଏଇଟା ଆଗପଛ ଅର୍ଥ ନାଇଁ କିଛି। ଜ୍ୟେଷ୍ଠର ଖରାଝାଂଜିକୁ କହୁଛି ମଳୟ, ବନ୍ଧନକୁ କହୁଛି…