ରାକ୍ଷୀ ସାୱନ୍ତଙ୍କ ସ୍ୱାମୀ ଆଦିଲ ଦୁର୍ରାନୀଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ
ମଇଶୁର: ରାକ୍ଷୀ ସାୱନ୍ତଙ୍କ ସ୍ୱାମୀ ଆଦିଲ ଦୁର୍ରାନୀଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ। ଜଣେ ଇରାନର ଯୁବତୀ କର୍ଣ୍ଣାଟକ ମଇସୁରର ପୁରମ ଥାନାରେ ତାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଦୁର୍ରାନୀଙ୍କ ବିରୋଧରେ ଆଇପିସି ଧାରା ୩୭୬ ଦଫା ଲଗାଯାଇଛି ପୁଲିସ। ତେବେ ପତ୍ନୀ ରାକ୍ଷୀ…