Latest Odisha News

BREAKING NEWS

Yearly Archives

2023

ଚୋର ଭାବି ପ୍ରାଣାନ୍ତକ ଆକ୍ରମଣ, ଜଣଙ୍କର ମୃତ୍ୟୁ ଅନ୍ୟ ଜଣେ ଗୁରୁତର

ବରଗଡ: ବରଗଡ଼ ଜିଲ୍ଲା ସାହୁଟିକ୍ରାରେ ଚୋରି ସନ୍ଦେହରେ ଚାରି ଜଣ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ଗ୍ରାମବାସୀ। ଏହି ଆକ୍ରମଣରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମଙ୍ଗଳବାର ଦିନ 4 ଜଣ ଯୁବକ ସାହୁଟିକ୍ରା ଗାଁ ଦେଇ ଯାଉଥିବା ବେଳେ ଏହି ଘଟଣା…

କମିସନରେଟ ପୋଲିସର ‘ସେଫ୍ ସିଟି’ ନାରାର ଧଜିଆ ଉଡାଇଲେ ଦୁର୍ବୃତ୍ତ, ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର: ରାଜଧାନୀକୁ ଅପରାଧମୁକ୍ତ ଏବଂ ସେଫ୍ ସିଟିରେ ପରିଣତ କରିବାକୁ ନାରା ଦେଇଥିବା କମିସନରେଟ ପୋଲିସର ପାଟ୍ରୋଲିଂ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ରାଜଧାନୀ ସ୍ଥିତ ନୟାପଲ୍ଲୀ ଡିଏଭି ସ୍କୁଲ ନିକଟରେ ମଙ୍ଗଳବାର ଜଣେ ଦୋକାନୀଙ୍କୁ ୬ରୁ ୭ ଜଣ ଦୁର୍ବୃତ୍ତ ନିର୍ଧୁମ ମାଡ଼ ମାରିଛନ୍ତି।…

ବିବାହ ପରେ ବଦଳିଯାଇଛି ଜୀବନ: ଏମିତି କିଛି କହିଲେ ସିଦ୍ଧାର୍ଥ

ମୁମ୍ବାଇ: ବିବାହ ପରେ ବଦଳି ଯାଇଛନ୍ତିି ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା । ଏକଥା ଆମେ ନୁହେଁ, ସିଦ୍ଧାର୍ଥ ନିଜେ କହିଛନ୍ତି । ଲୋକପ୍ରିୟ ଚାଟ୍ ଶୋ’ ‘କଫି ଉଇଥ୍ କରନ୍ ୮’ରେ ଅତିଥି ଭାବେ ଯୋଗଦେଇ ସିଦ୍ଧାର୍ଥ ଏପରି କିଛି କହିଛନ୍ତି । ଶୋ’ର ଆଗାମୀ ଏପିସୋଡରେ ଅଭିନେତା ବରୁଣ…

ପ୍ରେମିକ ଆକାଶଙ୍କ ସହ କେଦାରନାଥ ଦର୍ଶନ କଲେ ଅଞ୍ଜଳି

ମୁମ୍ବାଇ: ପ୍ରେମିକ ଆକାଶଙ୍କ ସହ କେଦାରନାଥ ଦର୍ଶନ କଲେ ବଲିଉଡ଼ ଅଭିନେତ୍ରୀ ଅଞ୍ଜଳି ଆରୋରା । ସେ ଏବେ ଚାରିଧାମ ଦର୍ଶନରେ ଯାଇଛନ୍ତି । କେଦାରନାଥ, ବଦ୍ରିନାଥଙ୍କ ବ୍ୟତୀତ ସେ ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଦର୍ଶନ କରିଥିଲେ । ସେହି ସବୁ ସ୍ଥାନରୁ ଅନେକ ଫଟୋ ସୋସିଆଲ୍ ମିଡିଆରେ ସେୟାର ବି…

ବିମାନରେ ରାଉରକେଲାରୁ ଉତ୍ତରକାଶୀ ଗଲା ୨୪ ପାଇପ୍‌; ସୁଡ଼ଙ୍ଗରେ ଫସିଥିବା ଶ୍ରମିକଙ୍କ ଉଦ୍ଧାରରେ ଲାଗିବ

ରାଉରକେଲା: ଉତ୍ତରାଖଣ୍ଡର ଉତ୍ତରକାଶୀର ସୁଡ଼ଙ୍ଗ ଭିତରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ମଙ୍ଗଲବାର ପୁଣି ଆରଏସପି ଉତ୍ପାଦିତ ପାଇପ୍ ପଠାଯାଇଛି । ବାୟୁସେନାର ଦୁଇଟି ସି-୧୩୦ ଜେ ସୁପର ହର୍କ୍ୟୁଲସ୍ ବିମାନରେ ସ୍ପାଇରାଲ୍ ୱେଲ୍‌ଡ ପାଇପ୍ ପଠାଯାଇଥିଲା । ଗତ ଦୁଇ ଦିନରେ ପାଖାପାଖି…

ସୁଶାନ୍ତଙ୍କ ଅନୁପସ୍ଥିତି କଷ୍ଟ ଦେଉଛି, ବିଗ୍ ବସ୍ ଘରେ ମନ କଥା କହିଲେ ଅଙ୍କିତା

ମୁମ୍ବାଇ: ବିଗ ବସ ହାଉସରେ ଏଣ୍ଟ୍ରି କରିବା ଦିନଠୁ ହିଁ ପୂର୍ବ ପ୍ରେମିକ ସୁଶାନ୍ତଙ୍କୁ ମନେ ପକାଉଛନ୍ତି ଅଙ୍କିତା । ସୁଶାନ୍ତଙ୍କ ଅନୁପସ୍ଥିତି ତାଙ୍କୁ ଯନ୍ତ୍ରଣା ଦେଉଥିବା ଅନୁଭବ କରିପାରୁଛନ୍ତି ଅଙ୍କିତା । କାରଣ ସୁଶାନ୍ତଙ୍କ ସହ ବିତାଇଥିବା ସମୟ ଠାରୁ ଆରମ୍ଭ କରି କାହିଁ ଶେଷ ସମୟରେ…

ମାତ୍ର ୬ ଯାତ୍ରୀ ଥିବାରୁ ନେଲାନି ଇଣ୍ଡିଗୋ

ବେଙ୍ଗାଲୁରୁ: ଧୋକା ଦେଲା ଇଣ୍ଡିଗୋ । କମ ଯାତ୍ରୀ ଥିବାରୁ ନେଲାନି ଇଣ୍ଡିଗୋ । ଯାତ୍ରୀଙ୍କ ସଂଖ୍ୟା କମ ଥିଲା ବୋଲି ଗନ୍ତବ୍ୟସ୍ଥଳକୁ ନ ଯାଇ ଯାତ୍ରୀଙ୍କୁ ଓହ୍ଲାଇଦେଲା ଇଣ୍ଡିଗୋ । କିଛି ଯାତ୍ରୀ ଏବେ ଇଣ୍ଡିଗୋ ଏୟାରଲାଇନ୍ସ ବିରୋଧରେ ଏପରି ସଂଗୀନ ଅଭିଯୋଗ କରିଛନ୍ତି । ଯାତ୍ରୀମାନେ କହିଛନ୍ତି…

ଚୌଧୁରୀ ମହାବିଦ୍ୟାଳୟର ବିଏମପି ହୋଷ୍ଟେଲରୁ ଯୁକ୍ତ ଦୁଇ ଛାତ୍ର ନିଖୋଜ

ଯାଜପୁର: ଜିଲ୍ଲାର ସର୍ବ ପୁରାତନ ନରସିଂହ ଚୌଧୁରୀ ମହାବିଦ୍ୟାଳୟର ବିଏମପି ଛାତ୍ର ନିବାସରୁ ଛାତ୍ର ନିଖୋଜ। ନିଖୋଜ ଛାତ୍ର ଜଣଙ୍କ ହେଲେ ନରସିଂହ ଚୌଧୁରୀ ମହାବିଦ୍ୟାଳୟର ଯୁକ୍ତ ଦୁଇ ବାଣିଜ୍ୟ ବିଭାଗର ଛାତ୍ର ଚିରଞ୍ଜୀବ ସାହୁ। ଚିରଞ୍ଜୀବ ବିଂଝାରପୁର ଥାନା ଅନ୍ତର୍ଗତ ମଲ୍ଲିଆ ଗ୍ରାମର ଭରତ…

ଅଣ୍ଡିରା ଜନ୍ମ ହୋଇ ମାଈ ହୋଇଯାଏ ଏହି ଅଜବ ଜୀବ

ବିଶ୍ୱରେ ଅନେକ ଅଜବ ଜୀବଜନ୍ତୁ ଅଛନ୍ତି । ତା’ ମଧ୍ୟରୁ ଆମେ କିଛି ଜାଣିଥିବା ବେଳେ ଆଉ କିଛି ବିଷୟରେ ବେଶ୍ ଅଜଣା । ତେବେ ରିବନ ଇଲ ବିଶ୍ୱର ସବୁଠୁ ଅଜବ ଜୀବ । ଯିଏ ନିଜର ପତଳା ଶରୀର ପାଇଁ ଚାଇନିଜ୍ ଡ୍ରାଗନ ଭଳି ଦେଖାଯାଏ । ଏହି ଜୀବର ବୟସ ବଢ଼ିବା ସହିତ ସେ ନିଜର ରଙ୍ଗ ମଧ୍ୟ ବଦଳାଇଥାଏ ।…

ପଞ୍ଚୁକ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ନୀତି କମିଟି ବୈଠକ ଅନୁଷ୍ଠିତ

ପୁରୀ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ପଞ୍ଚୁକ ପାଇଁ ନୀତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ଶେଷ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରତିକ୍ରିୟା ଦେଇ କହିଛନ୍ତି ପଞ୍ଚୁକ ସମୟରେ ହବିଷ୍ୟାଳୀଙ୍କ ପାଇଁ ସେଡ୍ ର ବ୍ୟବସ୍ଥା ହେବ। ଗତକାଲି ମୋର…