Latest Odisha News

BREAKING NEWS

Yearly Archives

2023

ଆସନ୍ତାକାଲି ବିଧାନସଭା ଉପବାଚସ୍ପତି ନିର୍ବାଚନ : ଆଜି ନାମାଙ୍କନ ଦାଖଲ

ଭୁବନେଶ୍ବର : ଆସନ୍ତାକାଲି ବିଧାନସଭା ଉପବାଚସ୍ପତି ନିର୍ବାଚନ । କାଲି ସକାଳ ୯ଟା ୩୦ରେ ଭୋଟ୍ ଗ୍ରହଣ ହେବ । ଏଥିଲାଗି ଆଜି ନାମାଙ୍କନ ଦାଖଲ ହେବ  । ଏ ନେଇ ସମସ୍ତ ସଦସ୍ୟଙ୍କୁ ଚିଠି ଲେଖିଥିଲେ ବିଧାନସଭା ସଚିବ  । ରଜନୀକାନ୍ତ ସିଂହଙ୍କ ଇସ୍ତଫା ପରେ ପଦବୀ ଖାଲି ପଡିଛି । କିଛି ଦିନ ତଳେ ସେ…

ଏହି ଫଳ ଥାଇରଏଡ୍ ଓ ବ୍ଲଡପ୍ରେସର୍ ପାଇଁ ରାମବାଣ

ନୂଆଦିଲ୍ଲୀ : ଆମେ ସାଧାରଣତଃ ଆମ ଶରୀରକୁ ସୁସ୍ଥ ରଖିବାକୁ ପ୍ରତିଦିନ ବିଭିନ୍ନ ପ୍ରକାର ଫଳ ଓ ପନିପରିବା ଖାଇଥାଉ  । ଆପଣମାନେ ଜାଣିଛନ୍ତି କି ବଜାରରେ ମିଳୁଥିବା ଡ୍ରାଗନ୍ ଫଳ ଆମ ଶରୀର ପାଇଁ କେତେ ଉପଯୋଗୀ । ବଜାରରେ ଡ୍ରାଗନ୍ ଫଳର ଚାହିଦା ଯେମିତି, ଏହାର ରେଟ୍ ମଧ୍ୟ ସେମିତି  ।  ଏହା…

ଆଜି କାର୍ତ୍ତିକ ମାସର ଶେଷ ସୋମବାର : ସକାଳୁ ସକାଳୁ ବାବା ଧବଳେଶ୍ବରଙ୍କ ପୀଠରେ ପ୍ରବଳ ଭିଡ

ଆଠଗଡ : ଚାଲିଛି ଧର୍ମମାସ କାର୍ତ୍ତିକ  । ଆଜି ହେଉଛି କାର୍ତ୍ତିକ ମାସର ଶେଷ ସୋମବାର। ଏଥିଲାଗି ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ବିଭିନ୍ନ ଶୈବପୀଠ  । ଆଜି ସକାଳୁ ସକାଳୁ କଟକ ଜିଲ୍ଲା ଆଠଗଡର  ପ୍ରସିଦ୍ଧ ବାବା ଧବଳେଶ୍ବରଙ୍କ ପୀଠରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି  ।…

ଜନ୍ମମାଟିକୁ ଆସୁଛନ୍ତି ରାଷ୍ଟ୍ରପତି, ତିନି ଦିନିଆ ଗସ୍ତରେ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ

ଭୁବନେଶ୍ବର : ଆଜି ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  । ଏ ନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ଦ୍ବିତୀୟ ମୟୁରଭଞ୍ଜ ଗସ୍ତ । ଆଜି  ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ବାରିପଦାରେ…

କବିତା : ବେଳାଭୂମିର ଶିଳ୍ପୀଟିଏ ମୁଁ

ବିନୋଦିନୀ ଦାଶ  ଭବସାଗର ବେଳାଭୂମିରେ ବାନ୍ଧିଛି ମୁହିଁ ବସା, ଶିଳ୍ପୀଟିଏ ସାଜି ମୁଁ ବଞ୍ଚେ ଧରି କର୍ମ ବେଉସା । ତା’ ସାଥେ ନିତି ସୁଖରେ ଥାଏ ନବ ଚେତନା ଧରି, ବିଫଳ ହେଲେ ଭାଙ୍ଗି ପଡ଼େନି ତୋଳଇ ନୂଆ କରି । ଯେପରି ଗଢ଼େ ବାଲୁକା ଶିଳ୍ପୀ ବେଳାଭୂମିରେ ମୂର୍ତ୍ତି, ସାଧନା…

ଭାଷା ଭାଗବତ : ବର୍ଣ-ବଂଦିଶାଳା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ  ପୃଷ୍ଠାବଳି ଅକ୍ଷର-କାରା ଏ ଶାସ୍ତି ଯେହେତୁ ଅସରା ଅକ୍ଷର ରହେ ହୋଇ ବଂଦି ସାରା ଜୀବନ କାଂଦି କାଂଦି ପୃଷ୍ଠାରୁ ମୁକୁଳିବା କଳା ନ ଜାଣି ଅକ୍ଷର ବାଉଳା ହୋଇ ବିତାଂତି ସାରା ଦିନ ସର୍ବଦା ସହି ଅପମାନ କବି, ଲେଖକ ଅତ୍ୟାଚାରୀ ହୁଅଂତି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : କୋଟି ବ୍ରହ୍ମାଣ୍ଡର ପ୍ରଭୁ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ । ଜଗତ ଠାକୁର ଶ୍ରୀ ଜଗନ୍ନାଥ କୋଟି ବ୍ରହ୍ମାଣ୍ଡର କର୍ତ୍ତା । ତାଙ୍କ ପ୍ରତ୍ୟେକଟି ଲୋମ କୂପରେ ଅନେକ ବ୍ରହ୍ମାଣ୍ଡ ମାଲମାଳ ହୋଇ ବିରାଜମାନ କରୁଛି । ଏହିସତ୍ୟ ଦ୍ୱାପର ଯୁଗରେ ବିଶ୍ଵରୂପ ଦର୍ଶନ ସମୟରେ…

ରାଗୋତ୍ସବ ୨୦୨୩ ର ଦ୍ୱିତୀୟ ସନ୍ଧ୍ୟା: କର୍ଣ୍ଣାଟକୀ ଏବଂ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ଯୁଗଳବନ୍ଦୀ

ଭୁବନେଶ୍ୱର : ଜେଏସଡ଼ବ୍ଲ୍ୟୁ ଫାଉଣ୍ଡେସନ ସହାୟତାରେ ଭୁବନେଶ୍ୱର ମ୍ୟୁଜିକ ସକର୍ଲ ଦ୍ୱାରା ତିନିଦିନ ଧରି ଅନୁଷ୍ଠିତ ହେଉଥିବା ବାଷିକ ଉତ୍ସବ ‘ରାଗୋତ୍ସବ ୨୦୨୩’ ର ଆଜି ଥିଲା ଦ୍ୱିତୀୟ ସଂଧ୍ୟା । ଦେଖିବାକୁ ମିଳିଥିଲା କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତ ଏବଂ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ…

୧୦ ହଜାର କୁମ୍ଭୀରଙ୍କୁ ଖାଇବାକୁ ଦିଅନ୍ତି ବ୍ୟକ୍ତି

ଦୁନିଆରେ ଅନେକ ପ୍ରାଣୀ ଅଛନ୍ତି, ଯାହାକୁ ଦେଖିଲେ ଲୋକେ ଭୟଭୀତ ହୋଇପଡ଼ନ୍ତି । ସେଥିମଧ୍ୟରୁ କୁମ୍ଭୀର ଅନ୍ୟତମ । ପ୍ରତ୍ୟେକ ଲୋକ କୁମ୍ଭୀରକୁ ଦେଖିଲେ ଭୟ କରିଥାନ୍ତି । କେହି ତା’ ସାମ୍ନାକୁ ଯିବାକୁ ବି ସାହସ ଜୁଟାନ୍ତିି ନାହିଁ । କିନ୍ତୁ ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ…

ସମ୍ମାନ, ଟ୍ରଫି ଆଉ ୩୩ କୋଟି ପୁରସ୍କାର ରାଶି ହାତେଇଲା ଅଷ୍ଟ୍ରେଲିଆ

ଅହମ୍ମଦାବାଦ: ଦିନିକିଆ ବିଶ୍ୱକପ କ୍ରିକେଟ ୨୦୨୩ ଶେଷ ହୋଇଛି । ଭାରତକୁ ହରାଇ ଅଷ୍ଟ୍ରେଲିଆ ଷଷ୍ଠ ଥର ପାଇଁ ଟ୍ରଫି ହାସଳ କରିଛି । ଏହା ପୂର୍ବରୁ କଙ୍ଗାରୁ ଟିମ ୧୯୮୭, ୧୯୯୯, ୨୦୦୩, ୨୦୦୭ ଓ ୨୦୧୫ରେ ଚାମ୍ପିୟନ ହୋଇଥିଲେ । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରେ ଭାରତ ଭଲ ପ୍ରଦର୍ଶନ କରିଥିବା ଭାରତ…