ଶାନ୍ତି ବାରତା
ଶ୍ରୀମାନ ସର୍ବଗିଳାଙ୍କ ‘ଲଘୁକଥା’
ସାହୁ ଭାଇ ଟାଇଁ ଟାଇଁ ଖରାରେ ଜମିବାଡ଼ି ମାମଲାରେ ତହସିଲ ଅଫିସରୁ ଚାରି କିଲୋମିଟର ଚାଲିଚାଲି ଘରେ ପହଁଞ୍ଚିଲେ । ଶାନ୍ତି ଭାଉଜ ତାଙ୍କ ପତିଙ୍କ ହାଁ ଭୋକ -ହାଁ ଶୋଷ ଲାଗୁଥିବା -ହାଲିଆ ଦିଶୁଥିବା ଜାଣି, ବେଲାଏ ବାସିପଖାଳରେ ଦି'ପୋଷ ବସାଦହି ପକେଇ-ଲୁଣ…