ଘରୋଇ ଉପାୟରେ କିପରି ପାଇବେ ସୁନ୍ଦର ତ୍ବଚା : ଆଜି ହିଁ ଆଳୁରୁ ପ୍ରସ୍ତୁତ ପେଷ୍ଟକୁ ମୁହଁରେ ଲଗାନ୍ତୁ..
ନୂଆଦିଲ୍ଲୀ : ଆଜିକାଲି ସମୟରେ ସୁନ୍ଦର ତ୍ବଚା ପାଇବା ପାଇଁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରୁଛି । ବଜାରରେ ମଧ୍ୟ ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ ମିଳୁଛି । ଯାହା ତ୍ବଚାକୁ କ୍ଷତି ପହଞ୍ଚାଇବାର ଆଶଙ୍କା ବି ରହୁଛି । ଆସନ୍ତୁ ଜାଣିବା ଘରୋଇ ଉପାୟରେ କିପରି ସୁନ୍ଦର ତ୍ବଚା ପାଇ…